Amar Patnaik Join BJP: ବିଜେଡିକୁ ଶକ୍ତ ଧକ୍କା; ବିଜେପିରେ ମିଶିଲେ ଅମର ପଟ୍ଟନାୟକ

ଆଜି ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପିରେ ମିଶିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଇଟି ସେଲ୍ ଅଧ୍ୟକ୍ଷ ଓ ପୂର୍ବତନ ରାଜ୍ୟସଭା ସାଂସଦ…

Pitabasa Murder: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ଉମା ବିଷୋୟୀ ଗିରଫ

ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସୁପାରୀ ଉମା ବିଷୋୟୀ ଗିରଫ ହୋଇଛି । ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାରେ ଏକ ବଡ଼ ସଫଳତା ହାସଲ…

Nuapada Bypoll: ନୂଆପଡା କୋମନାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ନୂଆପଡା କୋମନାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ ବିଜେଡି ମୁଖିଆ । ନୂଆପଡ଼ା ଉପ ନିର୍ବାଚନ ପାଇଁ ଜମିଲାଣି ପ୍ରଚାର । ନୂଆପଡ଼ାରେ ବିଜେଡି ପ୍ରଚାରର ମଙ୍ଗ ଧରିବେ ନବୀନ ପଟ୍ଟନାୟକ…

Amar Patnaik: ବିଜେପିରେ ସାମିଲ୍ ହୋଇପାରନ୍ତି ବିଜେଡ଼ି ନେତା ଅମର ପଟ୍ଟନାୟକ

ପଦ୍ମ ଧରି ପାରନ୍ତି ବିଜେଡିର ବଡ଼ ନେତା । ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ବିଜୁ ଜନତା ଦଳ ଛାଡ଼ି ସେ ବିଜେପିରେ ସାମିଲ ହୋଇପାରନ୍ତି…

Women’s World Cup: ମହିଳା ବିଶ୍ୱକପ୍ ଟ୍ରଫି ଜିତିଲା ଟିମ୍ ଇଣ୍ଡିଆ

ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍ ଟ୍ରଫି ଜିତି ଇତିହାସ ରଚିଲା ଟିମ୍ ଇଣ୍ଡିଆ । ୨୦୨୫ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇ ଚାମ୍ପିଅନ ହୋଇଛି ଭାରତ । ଏହା ସହ ମହିଳା କ୍ରିକେଟ୍ ଜଗତକୁ ମିଳିଛି ନୂଆ…

Nuapada Bypoll: ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ନବୀନଙ୍କ ନୂଆପଡା ଗସ୍ତର ଉଦ୍ଦେଶ୍ୟ: କଂଗ୍ରେସ

କଂଗ୍ରେସ ଭବନଠାରେ ନୂଆପଡା ଉପନିର୍ବାଚନକୁ ଆଖି ଆଗରେ ରଖି ପ୍ରତ୍ୟେକ ଦିନ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଉଛି ଏବଂ କଂଗ୍ରେସର ବରିଷ୍ଠ ନେତାଗଣ ନିଜ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ସେଇ କ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଆଜିର…

Nuapada Bypoll: ବିଜେପି ସପକ୍ଷରେ ନୂଆପଡ଼ାର ୩୦ ହଜାରରୁ ଉର୍ଦ୍ଧ୍ୱ କେନ୍ଦୁପତ୍ର ତୋଳାଳୀ

ଆଜି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କେନ୍ଦୁପତ୍ର ତୋଳାଳୀଙ୍କ ନେତା ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ନୂଆପଡ଼ା କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ୫୦ଟି ଗାଁର ୮ ହଜାରରୁ ଉର୍ଦ୍ଧ୍ୱ କେନ୍ଦୁପତ୍ର ତୋଳାଳୀଙ୍କର ଏକ ବିଶାଳ ସମାବେଶ…

LVM3-M5: ଇତିହାସ ସୃଷ୍ଟି କଲା ଇସ୍ରୋ; ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା LVM3 ଲଞ୍ଚ ଭେହିକଲ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ସୃଷ୍ଟି କଲା ଇତିହାସ। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ଉତକ୍ଷେପଣ କରିଛି LVM3 ଲଞ୍ଚ ଭେହିକଲ। LVM3ରେ ପଠାଯାଇଛି Gsat-7RI ଏହି ଉପଗ୍ରହର ସାଂକେତିକ ନାମ ରହିଛି CMS 03…

Nuapada Bye-Election: ଜୟଙ୍କ ବିଜୟ ପାଇଁ ଜୟଙ୍କ ନିଆରା ଅଭିନବ ପ୍ରୟାସ

ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ପ୍ରଚାରରେ ନୁଆପଡା ଉଠୁଛି ପଡୁଛି । ବିଜେପି ନେତା ମନ୍ତ୍ରୀ ସାଂସଦ ବିଧାୟକ ସବୁ ଅଞ୍ଚଳ କୁ ଯାଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ସାଧାରଣ ସଭା, ପଦଯାତ୍ରା,…

Ruchi Masala founder passes away: ରୁଚି ମସଲାର ପ୍ରତିଷ୍ଠାତା ଶରତ ଚନ୍ଦ୍ର ସାହୁଙ୍କ ପରଲୋକ

ପ୍ରସିଦ୍ଧ ଶିଳ୍ପପତି ରୁଚି ମସଲାର ପ୍ରତିଷ୍ଠାତା ଡଃ ଶରତ ଚନ୍ଦ୍ର ସାହୁଙ୍କ ପରଲୋକ। ମୁମ୍ବାଇର ଲିଳାଵତୀ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦେହାନ୍ତ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଓଡିଶା ମସଲାକୁ ଦେଶ ବିଦେଶରେ…