ଆରମ୍ଭ ହୋଇଛି କାଳୀପୂଜା..ମନ୍ଦିରରେ ମା’ଙ୍କ ଦର୍ଶନ ଲାଗି ଭକ୍ତମାନଙ୍କ ଭିଡ

ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ସୋମବାର ଠାରୁ ଆରମ୍ଭ ହୋଇଛି କାଳୀପୂଜା । ତେବେ ମାଆ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଥିବା ବେଳେ ଆଜି ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । କରୋନା…

ଶ୍ରୀମନ୍ଦିରରେ ଦୀପାବଳି ଅମାବାସ୍ୟ ଅବସରରେ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି..

ଦୀପାବଳି ଅମାବାସ୍ୟ ଅବସରରେ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ମଙ୍ଗଳବାର ସୂର୍ଯ୍ୟୋପରାଗ ପଡୁଥିବାରୁ ଆଜି ହିଁ ପୟାଶ୍ରାଦ୍ଧ, କାଉଁରିଆ କାଠି ପ୍ରଜ୍ଜ୍ୱଳନ, କାଳୀ ପୂଜା ଓ ଦୀପଦାନ ଅନୁଷ୍ଠିତ ହେବ । ମଙ୍ଗଳବାର ଭୋରରୁ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ପଡ଼ୁଛି ।…

ବାଣ ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ ଓ ୩ ଗୁରୁତର

ନିର୍ଭୟ ମିଡିଆ : ତାଳଚେର : ବାଣ ଭିଡ଼ିବା ବେଳେ ଅଘଟଣ। ବିସ୍ଫୋରଣ ଘଟି ଜଣେ ମୃତ ଓ ୩ ଗୁରୁତର। ଆଜି ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତର ସାଆନ୍ଦା ଗ୍ରାମରେ ଏହି ଅଘଟଣ ଘଟିଛି। ମୃତକ ଜଣଙ୍କ ସେହି ଗ୍ରାମର…

ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କଲେ ନିର୍ବାଚନ କମିଶନ

ଏଜେନ୍ସୀ : ଇସଲାମାବାଦ : ଉପହାର ମାମଲାରେ ବଡ଼ ପଦକ୍ଷେପ ନେଇଛନ୍ତି ପାକିସ୍ତାନ ନିର୍ବାଚନ କମିଶନ। ଆଜି କମିଶନ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏଥିସହ ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ ଆଉ ଜାତୀୟ ସଂସଦର…

ହାତଗୋଡ଼ ଓ ମୁହଁ ବାନ୍ଧି ୧୮ଲକ୍ଷ ଟଙ୍କା ଲୁଟି ନେଲେ

ନିର୍ଭୟ ମିଡିଆ : କଟକ : ପରିବାର ଲୋକଙ୍କୁ ମାଡ଼ମାରି ହାତଗୋଡ଼ ବାନ୍ଧି ଓ ମୁହଁରେ ସେଲୋଟେପ୍ ଲଗାଇ ବିଲଡରଙ୍କ ଘରୁ ୧୮ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ। ଆଜି ସକାଳ ପ୍ରାୟ ୬ଟା ସମୟରେ କଟକ ଜିଲ୍ଲା ମହାନଦୀ ବିହାରରେ ରହୁଥିବା…

୨୪ ଘଣ୍ଟାରେ ବଦଳିଲା ନିଷ୍ପତ୍ତି, ଓହରିଲେ ରେଭେନ୍ସା କର୍ତ୍ତୃପକ୍ଷ

ନିର୍ଭୟ ମିଡ଼ିଆ : କଟକ : ୨୪ ଘଣ୍ଟାରେ ବଦଳିଲା ନିଷ୍ପତ୍ତି। ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପରେ ନିଷ୍ପତ୍ତିରୁ ଓହରିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଗୁରୁବାର ପ୍ରକାଶ ପାଇଥିବା କଟକଣା ସଂପର୍କିତ ନୋଟିସ୍ ପ୍ରତ୍ୟାହୃତ ହୋଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ଗୁରୁବାର ଏକ ନୋଟିସ୍…

ଦିଲ୍ଲୀରେ ନକଲି ପରିଚୟ ଦେଇ ରହୁଥିବା ଚାଇନା ମହିଳା ଗିରଫ

ଏଜେନ୍ସୀ : ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ନକଲି ପରିଚୟ ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବା ଅଭିଯୋଗରେ ପୁଲିସ ଜଣେ ଚାଇନା ମହିଳାଙ୍କୁ ଗିରଫ କରିଛି । ମହିଳା ଜଣକ ହେଉଛନ୍ତି କାଇ ରୁଓ ଏବଂ ତାଙ୍କ ଘର…

ଜିହାଦ କେବଳ ଇସଲାମ ନୁହଁ ଗୀତାରେ ମଧ୍ୟ ଅଛି: ଶିବରାଜ ପାଟିଲ

ଏଜେନ୍ସୀ : ନୂଆଦିଲ୍ଲୀ : ଜିହାଦର ତତ୍ତ୍ୱ କେବଳ ଇସଲାମରେ ନାହିଁ । ଏହା ମଧ୍ୟ ଭଗବତ ଗୀତା ଏବଂ ଇସାୟୀ ଧର୍ମରେ ଅଛି । ଏହା କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶିବରାଜ ପାଟିଲ । ଗୁରୁବାର…

ପ୍ଲେଟଲେଟ୍‌ ବଦଳରେ ଫଳ ରସ ଦେବାରୁ ଡେଙ୍ଗୁ ରୋଗୀ ମୃତ

ଏଜେନ୍ସୀ : ଉତ୍ତରପ୍ରଦେଶ : ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍‌ ବଦଳରେ ଫଳ ରସ ଚଢ଼ାଇ ଦିଆଗଲା । ଫଳରେ ରୋଗୀର ମୃତ୍ୟୁ ହେବାରୁ ପ୍ରଶାସନ ପକ୍ଷରୁ ହସ୍ପିଟାଲକୁ ସିଲ୍‌ କରି ଦିଆଯାଇଛି । ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗୋଟିଏ ଘରୋଇ ହସ୍ପିଟାଲରେ ଜଣେ…

ପୁଣି ଏକ ସେନାର ହେଲିକପ୍ଟର କ୍ରାଶ

ଏଜେନ୍ସୀ : ଗୌହାଟି : ପୁଣି ଏକ ସେନାର ହେଲିକପ୍ଟର କ୍ରାଶ ହୋଇଛି । ଶୁକ୍ରବାର ଅରୁଣାଚଳ ପ୍ରଦେଶର ଅପର ସିଆଙ୍ଗ ଜିଲ୍ଲାରେ ସେନାର ଅତ୍ୟାଧୁନିକ ହାଲୁକା ହେଲିକପ୍ଟର କ୍ରାଶ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ମିଗିଙ୍ଗ ଜିଲ୍ଲାରେ ଏହି…