ରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କଲେ ଦ୍ରୌପଦୀ ମୁର୍ମୁ

ଏଜେନ୍ସୀ : ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର ମଧ୍ୟାହ୍ନରେ ନାମାଙ୍କନ ଦାଖଲ କରିଛନ୍ତି ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ସଂସଦ ଭବନରେ ଭାଜପା ଓ ଏନଡିଏ ନେତାଙ୍କ ଉପସ୍ଥିତିରେ ଶ୍ରୀମତୀ ମୁର୍ମୁ ପ୍ରାର୍ଥିପତ୍ର…

ଗୁଜରାଟ ଦଙ୍ଗା ମାମଲାରେ ମୋଦିଙ୍କୁ କ୍ଲିନଚିଟ୍‌, ସୁପ୍ରିମକୋର୍ଟରେ ଆବେଦନ ଖାରଜ

ଏଜେନ୍ସୀ : ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା କ୍ଲିନଚିଟ୍‌ କାଏମ ରହିଛି । କ୍ଲିନଚିଟ୍‌ ବିରୋଧରେ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି…

ମହିଳା ଯନ୍ତ୍ରୀଙ୍କ ଘରୁ ସୁନା ଅଳଙ୍କାର ଚୋରି

ନିର୍ଭୟ ମିଡ଼ିଆ : ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦରରେ ଦୀର୍ଘ ଦିନର ବ୍ୟବଧାନ ପରେ ଜଣେ ମହିଳା ଯନ୍ତ୍ରୀଙ୍କ ଘରକୁ ଟାର୍ଗେଟ କରିଛନ୍ତି ଦୁର୍ବୃତ୍ତ । ଯନ୍ତ୍ରୀଙ୍କ ଘରେ କଳା କନା ବୁଲାଇଛନ୍ତି । ଘଟଣା ସ୍ଥଳରେ…

ରାଜ୍ୟରେ ମାଡ଼ୁଛି କରୋନା, ଦିନକରେ ୭୩ ଚିହ୍ନଟ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗୁରୁବାର ଓଡ଼ିଶାରେ ମୋଟ ୭୩ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ଗୁରୁବାର ସଂକ୍ରମିତଙ୍କ ସଂଖ୍ୟା ୪୫ ଥିବାବେଳେ ଆଜି ସେଥିରେ ଆଉ…

ସ୍କୁଲ ଗେଟ୍‌ ଭୁଶୁଡ଼ି ପଡ଼ିବାରୁ ଚାପି ହୋଇଗଲେ ୨ ଜଣ

ନିର୍ଭୟ ମିଡ଼ିଆ : ରାଉରକେଲା : ହଠାତ୍‌ ଭୁଶୁଡ଼ି ପଡ଼ିଲା ସ୍କୁଲ ଗେଟ୍‌ । ଏହା ତଳେ ଚାପି ହୋଇ ଆଖି ବୁଜିଦେଲେ ଜଣେ ବୃଦ୍ଧ ଓ ଜଣେ ନାବାଳକ । ଏପରି ଅଘଟଣ ଗୁରୁବାର ରାତିରେ ରାଉରକେଲା ସେକ୍ଟର ୯…

ଆଣ୍ଟି ସ୍ମଗଲିଙ୍ଗ ଗାର୍ଡଙ୍କ ଘରେ ପଶିଲା ଭିଜିଲାନ୍ସ

ନିର୍ଭୟ ମିଡ଼ିଆ : ବାଲେଶ୍ୱର ଭିଜିଲାନ୍ସ ପଞ୍ଝାରେ ପଡ଼ିଲେ ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ସକାଳେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଜଳେଶ୍ୱର ସ୍ଥିତ ଏଫସିଆଇର ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ ଜନାର୍ଦ୍ଦନ ପଳେଇଙ୍କ ଘରେ…

୧୪ ବର୍ଷ ତଳର ରାଗ ଶୁଝାଇଲା ବାପା: ପୁଅକୁ ହାଣି ନିଜେ ଝୁଲି ପଡ଼ିଲା

ନିର୍ଭୟ ମିଡ଼ିଆ : ନୂଆପଡ଼ା : ପୁଅ ଉପରେ ୧୪ ବର୍ଷ ତଳର ପୁରୁଣା ରାଗ ଶୁଝାଇଲା ବାପା । ୧୪ ବର୍ଷ ତଳେ ଅନ୍ୟ ଜାତିରେ ବିବାହ କରିଥିବା ପୁଅଠାରୁ ପ୍ରତିଶୋଧ ନେଲା । ବାପା ଟାଙ୍ଗିଆ ଚୋଟରେ ଆଖି…

ଶରଦ ପାୱାରଙ୍କୁ ଧମକାଉଛନ୍ତି ଜଣେ କେନ୍ଦ୍ରମନ୍ତ୍ରୀ, ଅଭିଯୋଗ କଲେ ସଞ୍ଜୟ ରାଉତ

ଏଜେନ୍ସୀ : ମୁମ୍ବାଇ : ମହାରାଷ୍ଟ୍ରର ରାଜନୀତିକ ସଙ୍କଟ ଭିତରେ ବଡ଼ ଅଭିଯୋଗ ଆଣିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ଏନସିପି ସୁପ୍ରିମୋ ତଥା ମହାରାଷ୍ଟ୍ରରେ ଗଠନ ହୋଇଥିବା ମେଣ୍ଟର ବରିଷ୍ଠ ନେତା ଶରଦ ପାୱାରଙ୍କୁ ଜଣେ କେନ୍ଦ୍ରମନ୍ତ୍ରୀ ଧମକାଉଥିବା…

ଗୌହାଟୀରେ କ୍ୟାମ୍ପ କରିଛନ୍ତି ମହାରାଷ୍ଟ୍ରର ବିଧାୟକ, କିନ୍ତୁ ଆସାମ ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି!

ଏଜେନ୍ସୀ : ଗୌହାଟୀ : ମହାରାଷ୍ଟ୍ରର ରାଜନୀତିକ ସଙ୍କଟ ମଧ୍ୟରେ ଶିବସେନା ୪୦ରୁ ଅଧିକ ବିଦ୍ରୋହୀ ବିଧାୟକ ଆସାମର ଗୌହାଟୀରେ ଥିବା ଗୋଟିଏ ପଞ୍ଚ ତାରକା ହୋଟେଲରେ ଡେରା ପକାଇଛନ୍ତି । ବରିଷ୍ଠ ଶିବସେନା ନେତା ଏକନାଥ ସିଂଦେଙ୍କ ନେତୃତ୍ୱରେ ଏହି…

ଅଯୋଗ୍ୟ ଘୋଷଣା ନୋଟିସ ପରେ ଶିବସେନାକୁ ଜବାବ ଦେଲେ ସିଂଦେ

ଏଜେନ୍ସୀ : ମୁମ୍ବାଇ : ଏକନାଥ ସିଂଦେଙ୍କ ସମେତ ବିଦ୍ରୋହ ଘୋଷଣା କରିଥିବା ୧୨ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଶିବସେନା ପ୍ରକ୍ରିୟା ଆରମ୍ଭ କରିଛି । ଏହି ବିଧାୟକମାନେ ଦଳର ହ୍ୱିପ ମାନି ନଥିବାରୁ ସେମାନଙ୍କ ବିଧାନସଭା…