ତାଜା ଖବର ରାଜନୀତି ରାଜ୍ୟ Congress Press Meet: ମୋକିମ ବିଜେପିର ବ୍ୟାଖ୍ୟାନର କ୍ରୀଡ଼ନକ ସାଜିଛନ୍ତି: ଅରବିନ୍ଦ ଦାସ December 15, 2025 Papirani
ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ : ୨୪ ଘଣ୍ଟାରେ ୩୩୪ ଆକ୍ରାନ୍ତ ଚିହ୍ନଟ July 5, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପୁଣି ଥରେ ତିନି ଶହ ପାର କରିଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୩୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ଚିହ୍ନଟଙ୍କ ମଧ୍ୟରେ ୧୮…
ପାଣିପାଗ ବିଭାଗର ସତର୍କ ସୂଚନା: ୫ ଦିନ ଯାଏ ପ୍ରବଳ ବର୍ଷିବ! July 5, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜିଠାରୁ ୫ ଦିନ ଯାଏଁ ଗଂଜାମ, ନୟାଗଡ, କନ୍ଧମାଳ ଏବଂ ବୌଦ୍ଧର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ସ୍ଥାନକୁ ଅରେଜ୍ ୱାର୍ଣ୍ଣିଂ ଜାରି କରାଯାଇଛି ।…
ତାଜମହଲ ହୋଇ ନ ଥିଲେ ପେଟ୍ରୋଲ ଆଜି ୪୦ ଟଙ୍କାରେ ମିଳିଥାନ୍ତା-ଓୱେସି July 5, 2022 ଏଜେନ୍ସୀ : ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଏଆଇଏମ୍ଆଇଏମ୍(ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସି । ମୁଦ୍ରାସ୍ପୀତି ଏବଂ ବେକାରୀ ଭଳି ପ୍ରସଙ୍ଗରେ ସେ କେନ୍ଦ୍ର ସରକାରଙ୍କୁ ଘେରିବା ସହ କଡ଼ା ସମାଲୋଚନା କରିଛନ୍ତି । ମୋଦି ସରକାର ଦେଶର…
ସଶକ୍ତ ନା ଅସହାୟ ମହିଳା, ୩ ବର୍ଷରେ ୧୬ ହଜାର ଦୁଷ୍କର୍ମ July 4, 2022 ନିର୍ଭୟ ମିଡିଆ : ଭୁବନେଶ୍ୱର : ୨୦୨୦ ଅକ୍ଟୋବରରେ ଉତ୍ତରପ୍ରଦେଶର ହାଥ୍ରସରେ ଏକ ଦଳିତ ଯୁବତୀଙ୍କ ବଳାକ୍ରାର ଘଟଣାରେ ଓଡ଼ିଶା ବିଧାନସଭା ଉଠିଥିଲା ପଡ଼ିଥିଲା । କେନ୍ଦ୍ରର ମୋଦୀ ସରକାର ଏବଂ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଓଡ଼ିଶା ବିଧାନସଭା ଭିତରେ…
ଭାଜପା ଓ ନୀତୀଶଙ୍କ ଉପରେ ବର୍ଷିଲେ ପାଶୱାନ July 4, 2022 ଏଜେନ୍ସୀ : ପାଟନା : ଲୋକଜନଶକ୍ତି ପାର୍ଟି ପାଶୱାନ ଗ୍ରୁପର ଚିରାଗ ପାଶୱାନ ବିହାରରେ ଶାସନ କରୁଥିବା ଜଦୟୁ ଓ ଭାଜପା ମେଣ୍ଟ ଉପରେ ଜୋରଦାର ବର୍ଷିଛନ୍ତି । ଦୁଇଟି ଯାକ ଦଳ ଏକାଠି ସରକାର ଚଳାଉଥିଲେ ମଧ୍ୟ ସେମାନଙ୍କର ମଧ୍ୟରେ…
ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଫାଟ July 4, 2022 ନିର୍ଭୟ ମିଡ଼ିଆ : ପୁରୀ : ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଦେଖାଦେଇଛି ଫାଟ । ରଥର ଦକ୍ଷିଣମୋଡ଼ ପୂର୍ବରୁ ଆଜି ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ଫାଟ ସମ୍ପର୍କରେ ଜଣାପଡ଼ିଛି । ତାଳଧ୍ୱଜ ରଥର ପଡ଼ିନାହାକା ଚକରେ ଫାଟ…
ବ୍ୟୁଟି ୱିଥ୍ ବ୍ରେନ, ସିନି ସେଟ୍ଟି ମିସ୍ ଇଣ୍ଡିଆ -୨୦୨୨ July 4, 2022 ଏଜେନ୍ସୀ : ମୁମ୍ବାଇ : ଦେଶକୁ ମିଳିଛି ନୂଆ ବ୍ୟୁଟି କୁଇନ୍ । ଫେମିନା ମିସ୍ ଇଣ୍ଡିଆ-୨୦୨୨ର ଘୋଷଣା ହୋଇଛି । କର୍ଣ୍ଣାଟକର ସିନି ସେଟ୍ଟି ପିନ୍ଧିଛନ୍ତି ମିସ୍ ଇଣ୍ଡିଆ ମୁକୁଟ । ବ୍ୟୁଟି ୱିଥ୍ ବ୍ରେନ୍ ସିନି ୩୧ ପ୍ରତିଯୋଗୀଙ୍କୁ…
ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ଅଙ୍କିତକୁ ବାନ୍ଧିଲା ପୁଲିସ୍ July 4, 2022 ଏଜେନ୍ସୀ : ନୂଆଦିଲ୍ଲୀ : ସିଙ୍ଗରରୁ ରାଜନେତା ବିନିଥିବା ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରିଥିବା ଅଙ୍କିତ ସିର୍ସାକୁ ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସେଲ ଗିରଫ କରିବାକୁ ସକ୍ଷମ ହୋଇଛି । ଅଙ୍କିତ ସହ ତା’ର ସହଯୋଗକୁ ମଧ୍ୟ ଗିରଫ…
ଅହମଦାବାଦର ନାଁ ଆଦାନୀବାଦ ରଖିବାକୁ ପରାମର୍ଶ ଦେଲେ କେଟିଆର July 4, 2022 ଏଜେନ୍ସୀ : ହାଇଦ୍ରାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହାଇଦ୍ରାବାଦକୁ ଭାଗ୍ୟନଗର ଭାବେ ସମ୍ବୋଧନ କରିବାରୁ ଏହାକୁ ନେଇ ବିବାଦ ଦେଖାଯାଇଛି । ଭାଜପା କ୍ଷମତାକୁ ଆସିଲେ ହାଇଦ୍ରାବାଦର ନାଁ ଭାଗ୍ୟନଗର କରାଯିବ ବୋଲି ମଧ୍ୟ ଦଳର ନେତାମାନେ ମତ…
ତୈଳ ସଙ୍କଟ ଯୋଗୁ ବନ୍ଦ ହେଲା ସବୁ ସ୍କୁଲ July 4, 2022 ଏଜେନ୍ସୀ : କଲମ୍ବୋ : ସାଂଘାତିକ ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଆଜି ଠାରୁ ଶ୍ରୀଲଙ୍କାରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲକୁ ବନ୍ଦ କରି ଦିଆଯାଇଛି । ଏ ସମ୍ପର୍କରେ ଶ୍ରୀଲଙ୍କାର ଶିକ୍ଷାମନ୍ତ୍ରୀ ଘୋଷଣା କରିଛନ୍ତି । ଜୁଲାଇ ୪ରୁ…