ତେଲ ବଦଳରେ ଟାଙ୍କିରୁ ବାହାରୁଛି ପାଣି, ଗର୍ଜିଲେ ଲୋକେ

ନିର୍ଭୟ ମିଡ଼ିଆ : ବଣାଇ : ପେଟ୍ରୋଲ ଟାଙ୍କିରୁ ବାହାରୁଛି ପାଣି ମିଶା ତେଲ । ଏହାକୁ ପକାଇଲେ ଆଉ ଆଗକୁ ଗଡ଼ୁନି ଗାଡ଼ି । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଲମସି ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ତେଲ…

ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା କଲେ ନକ୍ସଲ

ନିର୍ଭୟ ମିଡ଼ିଆ : ନୂଆପଡ଼ା : ନକ୍ସଲଙ୍କ ବର୍ବରକାଣ୍ଡ । ଘରକୁ ଡାକି ଜଣେ ଯୁବକଙ୍କୁ ନକ୍ସଲ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଢେକୁନପାନି ଗାଁରେ । ଉକ୍ତ ଯୁବକଙ୍କ…

କରୋନା ମହାମାରୀକୁ ନେଇ ପୁଣି ସତର୍କ କରାଇଲା ‘ହୁ’

ଏଜେନ୍ସୀ : ନୂଆଦିଲ୍ଲୀ : ମୃତ୍ୟୁର ତାଣ୍ଡବ ରଚିବା ପରେ ନିୟନ୍ତ୍ରଣକୁ ଆସିଥିବା ମହାମାରୀ କୋଭିଡ୍‌ ଧିରେ ଧିରେ ତାର ସ୍ଥିତି ଜାହିର କରିବାରେ ଲାଗିଛି । କରୋନାର ତାର ପ୍ରଭାବ ବିସ୍ତାର କରୁଥିବାରୁ ଏନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ…

ଏକାଥରେ ୫ ପୁଲିସ୍‌ କର୍ମଚାରୀ ନିଲମ୍ବିତ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : କର୍ତ୍ତବ୍ୟରେ ଅନିୟମିତତା ଓ ଅହେତୁକ ଅନୁକମ୍ପା ପ୍ରଦର୍ଶନ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ମାଲକାନଗିରି ଜିଲ୍ଲାର ୫ ପୁଲିସ୍‌କର୍ମଚାରୀ । ଏହି କର୍ମଚାରୀମାନେ କୁଡୁମୁଲୁଗୁମ୍ମା ସ୍ଥିତ ପୁଲିସ୍‌ ଫାଣ୍ଡିରେ କାର୍ଯ୍ୟରତ ଥିଲେ । ସେମାନଙ୍କୁ କାର୍ଯ୍ୟରୁ…

ଆଜିଠାରୁ ଯୁକ୍ତ ଦୁଇ ନାମଲେଖା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜିଠାରୁ ଯୁକ୍ତ ଦୁଇ ନାମଲେଖା । ଯୁକ୍ତ ଦୁଇରେ ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା । ନାମଲେଖା ପ୍ରକ୍ରିୟା ସମୟ ସକାଳ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ଅନୁଷ୍ଠିତ ହେବ ।…

ଦୁର୍ଦ୍ଦଶା ବଢ଼ାଉଛି ବର୍ଷା, ଜଳବନ୍ଦୀ ଅବସ୍ଥାରେ ୧୨ଟି ଜିଲ୍ଲାର ଲୋକ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ଉଦ୍‌ବେଗଜନକ ରହିଛି ବନ୍ୟା ସ୍ଥିତି । ରାଜ୍ୟର ୧୨ଟି ଜିଲ୍ଲା ଏବେ ବନ୍ୟାର ଆଁ ଭିତରେ ଥିବା ବେଳେ ବହୁ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବିଶେଷ କରି କଟକ, ଜଗତସିଂହପୁର,…

ଅବପାତରେ ପରିଣତ ହେଲା ଲଘୁଚାପ, ଓଡ଼ିଶା ପାଇଁ ରେଡ୍‌ ୱାର୍ଣ୍ଣିଂ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଆଜି ଅବପାତରେ ପରିଣତ ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗଭୀର…

ଜମ୍ମୁ :୨୫ ଲକ୍ଷ ବାହାର ଭୋଟର, ଉଠିଲା ବିରୋଧର ସ୍ୱର

ଏଜେନ୍ସୀ :ଜମ୍ମୁ : ଜମ୍ମୁ-କଶ୍ମୀରରେ ଭୋଟ ଦେବେ ଅଣବାସିନ୍ଦା। ଜମ୍ମୁ-କଶ୍ମୀର ଭୋଟର ତାଲିକା ସଂଶୋଧନ ପରେ ୨୫ ଲକ୍ଷ ନୂଆ ଭୋଟରଙ୍କୁ ସାମିଲ କରାଯାଇଛି। ଯେଉଁମାନେ ହେଉଛନ୍ତି ଅଣ ଜମ୍ମୁ-କଶ୍ମୀର ବାସିନ୍ଦା। ତେବେ ଭୋଟର ତାଲିକା ସଂଶୋଧନକୁ ନେଇ ଉଠିଛି ବିରୋଧର…

ସଲମାନଙ୍କ ଟାଇଗର୍-୩ ଫିଲ୍ମ ବୟକଟ୍ ଦାବି

ଏଜେନ୍ସୀ : ମୁମ୍ବାଇ : ବଲିଉଡ ଉପରେ ଲାଗିଛି ଏବେ ‘ବୟକଟ୍’ ଗ୍ରହଣ। ବି-ଟାଉନ୍କୁ ଗ୍ରାସ କରିଛି ‘ବୟକଟ୍’ ଟ୍ରେଣ୍ଡ। ବଲିଉଡ ଫିଲ୍ମକୁ ବୟକଟ୍ ପାଇଁ ଦାବି ଜୋର୍ ଧରିଛି। ପ୍ରଥମେ ‘ଲାଲ ସିଂହ ଚଡ୍ଡା’, ‘ପଠାନ’ ଏବଂ ‘ରକ୍ଷା ବନ୍ଧନ’କୁ…

ବନ୍ୟା ପାଇଁ ଘୁଞ୍ଚିଲା ଏଏସଓ ଲିଖିତ ପରୀକ୍ଷା

ନିର୍ଭୟ ମିଡିଆ : ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଥିବା ବନ୍ୟା ବିତ୍ପାତ ପାଇଁ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଏଏସଓ ଲିଖିତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ତେବେ ଏହି ପରୀକ୍ଷା ନିମନ୍ତେ ନୂଆ ତାରିଖ ଘୋଷଣା କରାଯାଇ ନାହିଁ।…