ମହିଳା ସବ୍‌ଇନ୍ସପେକ୍ଟରଙ୍କୁ ଗାଡ଼ି ଚଢ଼ାଇ ହତ୍ୟା

ଏଜେନ୍ସୀ : ରାଞ୍ଚି : ଝାଡ଼ଖଣ୍ଡରେ ହରିୟାଣା ଘଟଣାର ପୁନରାବୃତ୍ତି । ଗାଡ଼ି ଚେକିଂ ବେଳେ ଜଣେ ମହିଳା ସବଇନ୍ସପେକ୍ଟରଙ୍କୁ ପିକଅପ୍‌ ଭ୍ୟାନ ଚଢ଼ାଇ ହତ୍ୟା କରାଯାଇଛି । ଆଜି ରାଞ୍ଚିରେ ଏହି ଘଟଣା ଘଟିଛି । ଆଜି ସକାଳେ ରାଞ୍ଚିର…

ପାଣିପାଗ ବିଭାଗର ସତର୍କ ସୂଚନା, ଆହୁରି ୩ ଦିନ ପ୍ରବଳ ବର୍ଷିବ !

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ମଧ୍ୟ ରହିଛି । ଆସନ୍ତାକାଲିଠୁ ପୁଣି ୩ ଦିନ ଧରି ବର୍ଷା ହେବାର ସମ୍ଭାବନା…

ଆଜିଠୁ ଯୁକ୍ତ ୨ ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା ଆରମ୍ଭ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର ଆଜିଠୁ ଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା । ସାମ୍ସ ଓଡ଼ିଶା ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଜିଠୁ ଆବେଦନ କରିପାରିବେ । ଆଜି ଦିନ ୧୧ଟାରେ www.samsodisha.gov.inରେ ଉପଲବ୍ଧ ହେବ କମନ ଆପ୍ଳିକେସନ…

କାର ଉପରେ ଚଢ଼ିଗଲା ଡମ୍ପର, ୫ ମୃତ

ଏଜେନ୍ସୀ : ଉତ୍ତରପ୍ରଦେଶ ଉତ୍ତରପ୍ରଦେଶର ରାଏବରେଲି ଜିଲ୍ଲାର ଏକ ଅଭାବନୀୟ ଘଟଣା ଘଟିଛି । ଏକ କାର ଉପରେ ଡମ୍ପର ମାଡ଼ିଯିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି । ଭାଦୋଦର ପୁଲିସ…

ଭୁବନେଶ୍ୱରରେ ପହଞ୍ଚିଲା ଆଇଏଲ୍‌ଏସ୍‌ ନିର୍ଦ୍ଦେଶକଙ୍କ ମୃତଦେହ, ଆଜି ହେବ ଶେଷକୃତ୍ୟ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଦିବଙ୍ଗତ ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଡ. ଅଜୟ ପରିଡ଼ାଙ୍କ ମରଶରୀର ଗୌହାଟୀରୁ ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି । ଡ. ପରିଡ଼ାଙ୍କ ମୃତଦେହ ପହଞ୍ଚିବା ପରେ ବିମାନବନ୍ଦରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।…

ଚୀନର ଦୋମୁହାଁ ନୀତି: ଏପଟେ ଶାନ୍ତି ଆଲୋଚନା, ସେପଟେ ସମରାଭ୍ୟାସ

ଏଜେନ୍ସୀ : ନୂଆଦିଲ୍ଲୀ : ସୁଧୁରୁନି ଡ୍ରାଗନ୍। ପୁଣି ଚାଲାକି ଦେଖାଇଛି ଚୀନ, ଆପଣାଇଛି ଦୋମୁହାଁ ନୀତି। ଗୋଟିଏ ପଟେ ଏଲ୍ଏସିରେ ଶାନ୍ତି ପାଇଁ ଆଲୋଚନା ଚାଲିଥିବା ବେଳେ ଆଉ ଗୋଟିଏ ପଟେ ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ସମରାଭ୍ୟାସ ଚଳାଇଛି ଡ୍ରାଗନ୍।…

ଶିବସେନାର ୧୨ ବିଦ୍ରୋହୀ ସାଂସଦଙ୍କୁ ୱାଇ + ସୁରକ୍ଷା

ଏଜେନ୍ସୀ : ମୁମ୍ବାଇ : ପୁଣି ଶିବସେନାରେ ଆରମ୍ଭ ହୋଇଛି ବିଦ୍ରୋହ। ବିଧାୟକଙ୍କ ପରେ ସାଂସଦଙ୍କର ପାଳି ପଡିଛି। ଉଦ୍ଧବ ଗୋଷ୍ଠୀଙ୍କ ୧୨ ଜଣ ବିଦ୍ରୋହୀ ସାଂସଦଙ୍କୁ ଦିଆଯାଇଛି ‘ୱାଇ’ କ୍ୟାଟେଗୋରୀ ସୁରକ୍ଷା। ଗତକାଲି ରାତିରେ ଏହି ୧୨ ସାଂସଦ ଲୋକସଭା…

ରାସ୍ତା ନ ଥିବାରୁ ଉଜୁଡ଼ିଗଲା ସଂସାର

ନିର୍ଭୟ ମିଡ଼ିଆ : ରେଢ଼ାଖୋଲ : ଗାଁକୁ ରାସ୍ତା ଖଣ୍ଡେ ନ ଥିବାରୁ ଅକାଳରେ ଚାଲିଗଲା ଜଣେ ରୋଗୀଙ୍କ ଜୀବନ। ଦୀର୍ଘ ୫ କିମି ଦୂରରେ ଛିଡ଼ା ହୋଇଥିବା ଆମ୍ବୁଲାନ୍ସ ନିକଟକୁ ଖଟିଆରେ ରୋଗୀ ବୋହି ଆଣିବାକୁ ଲାଗିଗଲା ୨ ଘଣ୍ଟାରୁ…

ନିଟ୍ ପରୀକ୍ଷାରେ ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଖୋଲି ଯାଞ୍ଚ, ମାମଲା ରୁଜୁ

ଏଜେନ୍ସୀ : ଥିରୁବନନ୍ତପୁରମ୍ : ନିଟ୍ ପରୀକ୍ଷାରେ ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଖୋଲି ଯାଞ୍ଚ। ପରୀକ୍ଷା ଦେବାକୁ ଯାଇଥିବା ଏକାଧିକ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବାକୁ କରାଗଲା ବାଧ୍ୟ। ଏଭଳି କିଛି ଅଭିଯୋଗ ଆସିଛି କେରଳର କୋଲମ ଜିଲ୍ଲାରୁ। ନିକଟରେ କେରଳରେ ମେଡିକାଲ ପ୍ରବେଶିକା…

ଏଣିକି ବ୍ରହ୍ମପୁରରେ ବି ମାସ୍କ ବାଧ୍ୟତାମୂଳକ

ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : ଟୁଇନ ସିଟି ସମେତ ସମ୍ବଲପୁର ପରେ ଏବେ କରୋନା ରୋକିବାକୁ ନିୟମକୁ କଡ଼ାକଡ଼ି କଲା ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି)। ଏଣିକି ବ୍ରହ୍ମପୁରରେ ବି ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ଏବେ ଦୈନିକ ହଜାରେ…