ଜଳିଗଲା ବ୍ୟବସାୟ ପ୍ରତିଷ୍ଠାନ, ୩ ଗୁରୁତର

ନିର୍ଭୟ ମିଡ଼ିଆ : କଟକ : କଟକ ଜିଲ୍ଲା ନିବନ୍ଧନ କାର୍ଯ୍ୟାଳୟ ପାଖରେ ଥିବା ଏକ ବ୍ୟବସାୟ ପ୍ରତିଷ୍ଠାନରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବ୍ୟବସାୟ ପ୍ରତିଷ୍ଠାନରର ଲାଗିଥିବା ରେକର୍ଡ ରୁମ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ…

ଆମ୍ବୁଲାନ୍ସ-ବସ୍‌ ମୁହାଁମୁହିଁ ଧକ୍କା

ନିର୍ଭୟ ମିଡ଼ିଆ : ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ଅନ୍ତର୍ଗତ ରାଧାନଗରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସକୁ ଯାତ୍ରୀବାହୀ ବସ୍‌ଧକ୍କା ଦେବାରୁ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୩ ଜଣ ଆହତ ହୋଇଛନ୍ତି…

ଆଜିଠୁ କେନ୍ଦ୍ରୀୟ ବଜେଟ୍‌ ଅଧିବେଶନ, ୧ରେ ପୂର୍ଣ୍ଣାଙ୍ଗ ବଜେଟ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହେଉଛି କେନ୍ଦ୍ରୀୟ ବଜେଟ୍‌ ଅଧିବେଶନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ସଦସ୍ୟଙ୍କୁ ଉଦବୋଧନ ଦେବା ପରେ ଆରମ୍ଭ ହେବ ୨୦୨୩-୨୪ ଆର୍ଥକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ । ଏଥର ବଜେଟ୍‌…

ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗତକାଲି ଏଏସ୍‌ଆଇ ଗୋପାଳ ଦାସଙ୍କ ଗୁଳି ମାଡ଼ରେ ନିହତ ହେବା ପରେ ଆଜି ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି ।…

ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସଇତାନ ସ୍ୱାମୀ: ଅଭିଯୁକ୍ତ ଥାନାରେ ଅଟକ

ନିର୍ଭୟ ମିଡ଼ିଆ : ନିମାପଡ଼ା : ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଥିବା ଦିଘାଲ ବସ୍ତିରେ ସ୍ତ୍ରୀର ତଣ୍ଟିକାଟି ହତ୍ୟା କରିଛି ସଇତାନ ସ୍ୱାମୀ । ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି…

ନବ ଦାସଙ୍କୁ ଗୁଳିମାଡ଼ ଘଟଣା : ଏତଲା ଦେଲେ ବ୍ରଜରାଜନଗର ଥାନା ଅଧିକାରୀ

ନିର୍ଭୟ ମିଡ଼ିଆ : ବ୍ରଜରାଜନଗର : ନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି । କେସ୍‌ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍‌ ଆକ୍ଟ (୨୭) ୧…

ଡିଭାଇଡରରେ ପିଟି ହୋଇ ଜଳିଗଲା ଯାତ୍ରୀବାହୀ ବସ୍‌

ନିର୍ଭୟ ମିଡ଼ିଆ : ନୟାଗଡ଼ : ଆଜି ସକାଳୁ ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଫାଲ୍‌ପାଦୁଠାରେ ଏକ ବସ୍‌ ଡିଭାଇଡରରେ ପିଟି ହୋଇ ହୁତୁହୁତୁ ହୋଇ ଜଳି ଯାଇଛି । ବସ୍‌ଟି ୨୦ ଯାତ୍ରୀଙ୍କୁ ଧରି ଖୋର୍ଦ୍ଧା ଜିଲ୍ଲା କୁହୁଡିଠାରେ ଥିବା…

ଝାରସୁଗୁଡ଼ାରେ ପହଞ୍ଚôଲା ନବ ଦାସଙ୍କ ପାର୍ଥିବ ଶରୀର

ନିର୍ଭୟ ମିଡ଼ିଆ : ଝାରସୁଗୁଡ଼ା : ଝାରସୁଗୁଡ଼ାରେ ପହଞ୍ଚିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀର । ସେଠାରେ ନିଜ ପ୍ରିୟ ନେତାଙ୍କୁ ସହରବାସୀ ଶେଷ ଦର୍ଶନ କରିବା ପରେ ମୃତଦେହକୁ ଅନ୍ତିମ ସଂସ୍କାର କରାଯିବ । ଏଥିନିମନ୍ତେ ଝାରସୁଗୁଡ଼ାରେ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼

ନିର୍ଭୟ ମିଡ଼ିଆ : ଝାରସୁଗୁଡ଼ା : ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ହୋଇଛି ଗୁଳିମାଡ଼ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଛି । ତାଙ୍କ ଛାତି ତଳକୁ ଗୁଳି ବାଜିଛି ବୋଲି…

ଭାରତ ଯୋଡା ଯାତ୍ରା ବେଳେ ସୁରକ୍ଷାରେ ତ୍ରୁଟି

ଏଜେନ୍ସୀ : ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା। ଏହି ଯାତ୍ରା ଏବେ ଜମ୍ମୁକଶ୍ମୀରରେ ପହଞ୍ଚି ସାରିଛି। ତେବେ ଜମ୍ମୁ-କଶ୍ମୀରରେ ଭାରତ ଯୋଡୋ ଯାତ୍ରା ବେଳେ ସୁରକ୍ଷାରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଏହି ଯାତ୍ରାରେ…