ତାଜା ଖବର ଦେଶ E20 Ethanol Mandate in India: ସବୁ ପେଟ୍ରୋଲ ପମ୍ପରେ ଇଥାନଲ ମିଶା ପେଟ୍ରୋଲ ବିକ୍ରି ବାଧ୍ୟତାମୂଳକ April 1, 2026 Nirvay
ତାଜା ଖବର ଦେଶ E20 Ethanol Mandate in India: ସବୁ ପେଟ୍ରୋଲ ପମ୍ପରେ ଇଥାନଲ ମିଶା ପେଟ୍ରୋଲ ବିକ୍ରି ବାଧ୍ୟତାମୂଳକ April 1, 2026 Nirvay
ତାଜା ଖବର ରାଜ୍ୟ Visa Application Centre In Bhubaneswar: ଭୁବନେଶ୍ୱରରେ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ April 1, 2026 Papirani
ତାଜା ଖବର ଦେଶ PM Modi CCS Meeting: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଆଜି ସଂଧ୍ୟା ୭ଟାରେ ବସିବ CCS ବୈଠକ April 1, 2026 Papirani
ତାଜା ଖବର ରାଜ୍ୟ Utkal Divas 2026: ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬; ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ April 1, 2026 Papirani
ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ – ଆଲୋଚନା ନ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ March 16, 2023 ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ଓଡ଼ିଶାରେ ଡ୍ରାଇଭର ସଂଘର ଆନ୍ଦୋଳନ ପ୍ରସଙ୍ଗ ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ *ଡ୍ରାଇଭରଙ୍କ ଦାବିକୁ ଗୁରୁତ୍ବର ସହ ନେବାକୁ CMଙ୍କୁ ଅନୁରୋଧ *ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଲୋଚନା କରି ସମାଧାନର ରାସ୍ତା…
୧୦ ଦଫା ଦାବିରେ ବୁଧବାରଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଓଡିଶା ଡ୍ରାଇଭର ମହାସଙ୍ଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ଆରମ୍ଭ March 16, 2023 ୧୦ ଦଫା ଦାବିରେ ବୁଧବାରଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଓଡିଶା ଡ୍ରାଇଭର ମହାସଙ୍ଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ଆରମ୍ଭ ହୋଇଛି।ପ୍ରଥମ ଦିନରେ ସମଗ୍ର ରାଜ୍ୟରେ ଆନ୍ଦୋଳନର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ତେବେ ଆସନ୍ତାକାଲି ଭୁବନେଶ୍ଵରରେ ଅଟୋ ଡ୍ରାଇଭର ଆନ୍ଦୋଳନ କରିବାକୁ…
ନାଟୁ ନାଟୁକୁ ଓସ୍କାର March 13, 2023 ଏକ ନୂଆ ରେକର୍ଡ ସୃଷ୍ଟି କଲା ଏସଏସ ରାଜାମୌଲୀଙ୍କ ଫିଲ୍ଲ ଆରଆରଆର । ବେଷ୍ଟ ଓରିଜିନାଲ ସଙ୍ଗ୍ ବର୍ଗରେ ଫିଲ୍ମ ଆରଆରଆରର ଗୀତ ନାଟୁ-ନାଟୁକୁ ମିଳିଛି ଓସ୍କାର ସମ୍ମାନ । ସୂଚନାଯୋଗ୍ୟ ଯେ, ୯୫ତମ ଏକାଡେମୀ ଆୱାର୍ଡ/ଓସ୍କାର ବିଜେତାର ଘୋଷଣା ହୋଇଯାଇଛି…
‘ପ୍ରୋଜେକ୍ଟ କେ’ ସୁଟିଂ ସମୟରେ ବିଗ ବି ଆହତ March 6, 2023 ବିଗ ବିଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର । ହାଇଦ୍ରାବାଦ୍ରେ ପ୍ରୋଜେକ୍ଟ କେ ର ସୁଟିଂ ସମୟରେ ଆହତ ହୋଇଛନ୍ତି ଅମିତାଭ । ଆକ୍ସନ ସିନ୍ ସମୟରେ ତାଙ୍କ ପଞ୍ଜରା ହାଡରେ ଲାଗିଛି ଆଘାତ । ଯେଉଁ କାରଣରୁ ସୁଟିଂ ବାତିଲ…
ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟାଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା। February 20, 2023 ଗତକାଲି ଉଭୟu ନିର୍ବନ୍ଧ ସମ୍ପନ୍ନ ହୋଇଛି। ଅନନ୍ୟାଙ୍କ ସମ୍ବଲପୁର ସ୍ଥିତ ବାସଭବନରେ ପାରମ୍ପରିକ ରୀତିନୀତିରେ ହୋଇଛି ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହା ଉଭୟଙ୍କର ଦ୍ୱିତୀୟ ବିବାହ ହେବ। G[òùe KòQò ^òKUZe a§ê C_iÚòZ [òùf û Gjû @ûMeê…
ନବ ହତ୍ୟାକାଣ୍ଡ : ପ୍ରଦୀପଙ୍କ ଆଲୋଡନକାରୀ ମନ୍ତବ୍ୟ, ‘ଷଡ଼ଯନ୍ତ୍ର ପଛରେ ମୁଖ୍ୟମନ୍ତ୍ରୀ ଚଉକି ଆଶା’ February 9, 2023 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ନବ ଦାସଙ୍କ ମୃତ୍ୟୁକୁ ୧୧ ଦିନ ବିତିଗଲାଣି । ହେଲେ କ୍ରାଇମ୍ବ୍ରାଞ୍ଚ ଘଟଣାର ମୂଳରେ ପହଞ୍ଚିପାରିନାହିଁ । ଘଟଣାର ମୋଡ଼ ବଦଳାଇବା ପାଇଁ ନିୟମିତ ଉଦ୍ୟମ ହେଉଛି । ତେବେ ନବଙ୍କୁ ହତ୍ୟା କରିବା…
ତୁର୍କୀ-ସିରିୟା ଭୂମିକମ୍ପ, ଧ୍ୱଂସସ୍ତୂପ ତଳୁ ଖୋଜା ଚାଲିଛି ମୃତାହତଙ୍କୁ February 8, 2023 ଏଜେନ୍ସୀ : ଅଙ୍କାରା : ତୁର୍କୀ ଏବଂ ସିରିୟାରେ ସୋମବାର ହୋଇଥିବା ଭୂକମ୍ପରେ ମୃତକଙ୍କ ସଂଖ୍ୟା ୫,୧୫୧ରେ ପହଞ୍ଚି ଯାଇଛି । ଏବେ ବି ହଜାର ହଜାର ଲୋକ ନିଖୋଜ ଅଛନ୍ତି । ଏସବୁ ମଧ୍ୟରେ ତୁର୍କୀର ରିସେପ ତାଇପ ଏର୍ଡୋଗାନ…
ପୁଣି ବଢ଼ିଲା ରେପୋ ରେଟ୍ February 8, 2023 ଏଜେନ୍ସୀ : ନୂଆଦିଲ୍ଲୀ ସାଧାରଣ ଲୋକଙ୍କୁ ଝଟ୍କା । ପୁଣି ବଢ଼ିଲା ରେପୋ ରେଟ୍ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟ୍ରେ ୨୫ ବେସିସ୍ ପଏଣ୍ଟ ତଥା ୦.୨୫ ପ୍ରତିଶତ ବୃଦ୍ଧି କରିଛି । ଏନେଇ ଆର୍ବିଆଇ ଗଭର୍ଣ୍ଣର…
କଂଗ୍ରେସରେ ଯୋଗ ଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ! February 8, 2023 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଦିଲ୍ଲୀସ୍ଥିତ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସ ଦଳରେ ଯୋଗ ଦେବେ ବୋଲି ସୂଚନା ରହିଛି । ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ…
ଦିଲ୍ଲୀ ମଦ ନୀତି ମାମଲା : କେସିଆର୍ଙ୍କ ଝିଅଙ୍କର ପୂର୍ବତନ ଅଡିଟର୍ଙ୍କୁ ଗିରଫ କଲା ସିବିଆଇ February 8, 2023 ଏଜେନ୍ସୀ : ନୂଆଦିଲ୍ଲୀ : କେସିଆର୍ଙ୍କ ଝିଅ କେ. କବିତାଙ୍କ ଅଧୀନରେ ଚାକିରି କରୁଥିବା ତେଲେଙ୍ଗାନାର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ଙ୍କୁ ସିବିଆଇ ଗିରଫ କରିଛି । ଏହି ମାମଲାରେ ସାଉଥ୍ଗ୍ରୁପ୍ର କେ. କବିତାଙ୍କ ପୂର୍ବତନ ଅଡିଟର୍ ବୁତ୍ଚି ବାବୁ ପ୍ରତିନିଧିତ୍ୱ କରୁଥିଲେ…