Assault of journalist: SDJM court grants bail to 4 accused
ବଲାଙ୍ଗିରରେ ହାତଗୋଡ଼ ବାନ୍ଧି ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ ନିଜ ଆଡୁ ମାମଲା ଗ୍ରହଣ କରି ନୋଟିସ୍ କଲେ NHRC । ମାମଲା ଗ୍ରହଣ ସହ ଡିଜିପିଙ୍କୁ ନୋଟିସ୍ କଲେ NHRC ।
 
୨ ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ଜାତୀୟ ମାନବ ଅଧିକାର କମିଶନ ।
 
ଖବର ସଂଗ୍ରହ ବେଳେ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ କୁଳଥିପାଲି ଗାଁରେ ହାତଗୋଡ଼ ବାନ୍ଧି ମାଡ଼ ମରାଯାଇଥିଲା । ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କ ସମେତ ମାଷ୍ଟରମାଇଣ୍ଡ ଠିକାଦାର ଗଜେନ୍ଦ୍ର ଦଳାଇକୁ ବି ପୋଲିସ ଗିରଫ କରିଛି ।
 
 

By Nirvay

Leave a Reply

Your email address will not be published. Required fields are marked *