ଆଜି ଶଙ୍ଖଭବନରେ ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ଇଦ ଅବସରରେ ଆୟୋଜିତ ଇଫତାର ପାର୍ଟିରେ ସାମିଲ ହେଲେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଅବସରରେ ସେ ସମସ୍ତ ମୁସଲମାନ ଭାଇ ଓ ଭଉଣୀଙ୍କୁ ଇଦ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ବିଜୁ ଜନତା ଦଳର ଅନେକ ନେତାଙ୍କୁ ଦେଖିବାକୁ ମିଳିଥିଲା । ଚନ୍ଦ୍ରର ଦୃଶ୍ୟମାନତା ଆଧାରରେ ଇଦର ତାରିଖ ସ୍ଥିର କରାଯାଏ । ଯଦି ୩୦ ମାର୍ଚ୍ଚ, ୨୦୨୫ ରାତିରେ ଚନ୍ଦ୍ର ଦେଖାଯାଏ, ତେବେ ଇଦ୍ ୩୧ ମାର୍ଚ୍ଚ ୨୦୨୫ ରେ ପାଳନ କରାଯିବ । Post navigation ବିଧାୟକଙ୍କ ନିଲମ୍ବନ ନେଇ ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ