ରଜ ପର୍ବ ପାଳନ କରାଯାଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ରାଇରଙ୍ଗପୁର ଟାଉନ୍‌ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ୨ ଭଉଣୀ ୨ ପୁରୁଷ ବନ୍ଧୁଙ୍କ ସହ ବାଇକ୍‌ରେ ଯିବା ବେଳେ ଜଙ୍ଗଲରେ ଦୁଷ୍କର୍ମ ହୋଇଛି ନାବାଳିକା ସାନ ଭଉଣୀ । ପୀଡ଼ିତାଙ୍କ ବଡ ଭଉଣୀ ଏବଂ ବାପା ଥାନାରେ ଅଭିଯୋଗ କରିବା ପରେ ତଦନ୍ତ କରୁଛି ପୋଲିସ।

ଅନ୍ୟପଟେ ଏହି ଘଟଣାରେ ଜଣେ ପୁରୁଷ ବନ୍ଧୁ ମୋଟର ସାଇକେଲରେ ଏକ ନିଛାଟିଆ ସ୍ଥାନକୁ ନେଇ ଯୌନ ନିର୍ଯାତନା ଦେଇଥିଲେ । ଅନ୍ୟ ତିନିଜଣ ଯୁବକ ତାଙ୍କୁ ଏଥିରେ ସହଯୋଗ କରିଥିବା ତଦନ୍ତରୁ ଜଣାପଡ଼ିଥିବା ସୂଚନା ଦେଇଛନ୍ତି ଏସ୍‌ପି କହିଛନ୍ତି ।

Leave a Reply

Your email address will not be published. Required fields are marked *