ନିଟ (NEET) ବିବାଦ ଦିନକୁ ଦିନ ବଢ଼ିବାରେ ଲାଗୁଛି। ଏ ନେଇ ସଂସଦରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଫଳରେ ଜୁଲାଇ ୧ ତଥା ସୋମବାର ଦିନ ୧୧ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବି ରଖିଛନ୍ତି ବାଚସ୍ପତି। NEET ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା ହେବା ପରେ ଗୃହକୁ ମୁଲତବି ଘୋଷଣା କରାଯାଇଛି। Post navigation ୩୦ରେ ବିଜେପିର ସମ୍ବର୍ଦ୍ଧନା ଉତ୍ସବ ବଦଳିପାରେ ମେକ୍ ଇନ୍ ଓଡ଼ିଶା ନାଁ