ବାଲେଶ୍ୱର ଲୋକସଭା ଆସନରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି ଖାରବେଳ । ସେ ବାଲେଶ୍ୱର ଲୋକସଭା ଆସନରୁ ବିଜେପି ଟିକେଟ ଆଶାୟୀ ଥିଲେ । କିନ୍ତୁ ଦଳ ପୁଣି ଥରେ ପ୍ରତାପ ଷଡଙ୍ଗୀଙ୍କୁ ବାଲେଶ୍ୱରରୁ ପ୍ରାର୍ଥୀ କରିଥିଲା । ଏହା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ଖାରବେଳ ସାଇଁ । ବାଲେଶ୍ୱର ଲୋକସଭା ଆସନର ଟିକେଟ ପରିବର୍ତନ କରି ତାଙ୍କୁ ପ୍ରାର୍ଥୀ କରିବାକୁ କହିଥିଲେ ଖାରବେଳ । କିନ୍ତୁ ବିଜେପି ପ୍ରାର୍ଥୀ ପରିବର୍ତନ ନକରିବା ପରେ ଶେଷରେ ସ୍ୱାଧୀନ ଲଢିବାକୁ ନିଷ୍ପତି ନେଇଛନ୍ତି ଖାରବେଳ ସ୍ୱାଇଁ । Post navigation ସୋନିଆ ଓ ପ୍ରିୟଙ୍କା ସହ ଯାଇ ରାଏବରେଲୀରେ ପ୍ରାର୍ଥିପତ୍ର ଦାଖଲ କଲେ ରାହୁଲ ବିଜେଡ଼ି ବିରୋଧରେ ସଂଗୀନ ଆରୋପ ଆଣିଲେ ଖଣ୍ଡପଡ଼ା ନେତା ଅନୁଭବ ପଟ୍ଟନାୟକ