ଭୁବନେଶ୍ଵର: ଆଜି ଓଡ଼ିଶାର ବଞ୍ଚିତ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ବିଲ ପାର୍ଲିଆମେଣ୍ଟରେ ପାରିତ ହୋଇଛି।

ଆଦିବାସୀ ମାନ୍ୟତାରୁ ବଞ୍ଚିତ ଧୁରୁଆ, କୋଣ୍ଡା ରେଡ୍ଡୀ,ଦୋରା(ଯାଥା – ମୁକା ଦୋରା ଓ ନୁକl ଦୋରା),ଚୁକ୍ଟିଆ ଭୁଂଜିଆ,ପାଉଡି ଭୂୟାଁ, ତାମଡିଆଙ୍କ ବିଭିନ୍ନ ବର୍ଗ,ସାରା, ରାଜୁଆଡ଼,ସେଲିଆ ପରଜାଙ୍କ ବିଭିନ୍ନ ବର୍ଗ,ମାଙ୍କିଡିଆ,କୁଅଁର ସମ୍ପ୍ରଦାୟର ବିଭିନ୍ନ ବର୍ଗ,କନ୍ଧଙ୍କ ବିଭିନ୍ନ ବର୍ଗ ଓବ ଣ୍ଡା ପରଜାଙ୍କ ବିଭିନ୍ନ ବର୍ଗଙ୍କୁ ଅନୁସୂଚିତ ଜନଜାତି (ST) ତାଲିକା ଭୁକ୍ତ କରିବା ପାଇଁ ପାର୍ଲିଆମେଣ୍ଟରେ ଆଗତ ବିଲ ଗତ 6 ତାରିଖରେ ପାରିତ ହୋଇଥିଲା। ଆଜି ତାହା ଲୋକସଭାରେ ପାରିତ ହୋଇଯାଇଛି।ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇବା ପରେ ଏହା ସଂଶୋଧିତ ଅଧିନିୟମ ଆକାରରେ କାର୍ଯ୍ୟକାରୀ ହେବ।

 

By Nirvay

Leave a Reply

Your email address will not be published. Required fields are marked *