ରାଜ୍ୟରେ ଜାରି ରହିଛି ବର୍ଷା। ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଝଡ଼ବର୍ଷା ଯୋଗୁଁ ପ୍ରବଳ ଗୁଳୁଗୁଳି ଏବଂ ତାତିରୁ ମିଳିଛି ଆଶ୍ୱସ୍ତି । ଅନ୍ୟପଟେ କାଲି ପାଇଁ ରାଜ୍ୟର ୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରୋପୁଟ, ମାଲକାନଗିରି, ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । Post navigation Adverse Weather delays President Murmu’s Odisha Visit; to reach Rairangpur by Road OAS Reshuffle: ତିନି ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି