School closed due lockdown, coronavirus pandemic and second wave of covid-19.

ବାଲେଶ୍ୱରର ରେମୁଣା ବିଇଓ ଓ ଏବିଇଓଙ୍କୁ ସ୍କୁଲ୍‌ରେ ତାଲା ପକାଇଲେ ଅଭିଭାବକ। ଶ୍ରୀଜଙ୍ଗ ସ୍କୁଲ୍‌ରେ ଶନିବାର ମଧ୍ୟାହ୍ନ ଭୋଜନ ପରିବର୍ତ୍ତେ ବିସ୍କୁଟ୍ ଖାଇ ଦେଇଥିବାରୁ ବିଇଓ, ଏବିଇଓଙ୍କୁ ତାଲା ପକାଇଲେ ଅଭିଭାବକ ।

ସୂଚନା ମୁତାବକ ରେମୁଣାରେ ଥିବା ଶ୍ରୀଜଙ୍ଗ ସ୍କୁଲ୍‌ରେ ଶନିବାର ମଧ୍ୟାହ୍ନ ଭୋଜନ ପରିବର୍ତ୍ତେ ପିଲାଙ୍କୁ ବିସ୍କୁଟ୍ ଖାଇ ଫେରିଥିଲେ ପିଲା । ଯାହାକୁ ନେଇ ଅସୋନ୍ତୋଷ ଦେଖା ଦେଇଥିଲା । ଏହାକୁ ନେଇ ଅଭିଯୋଗ ହେବା ପର ଆଜି ତଦନ୍ତ ପାଇଁ ଉଭୟ ବିଇଓ ଓ ଏବିଇଓ ସ୍କୁଲ୍ କୁ ଯାଇଥିବା ବେଳେ ରାଗରେ ସେମାନଙ୍କୁ ଘେରିଥିଲେ ଅଭିଭାବକ । ତାପରେ ରାଗରେ ସ୍କୁଲ୍ ରେ ଉଭୟଙ୍କୁ ଚାବି ପକେଇ ଦେଇଥିଲେ ।

Leave a Reply

Your email address will not be published. Required fields are marked *