ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପରୀକ୍ଷାର୍ଥୀ ଗିରଫ । କଟକର ଏକ ପରୀକ୍ଷା କେନ୍ଦ୍ରରେ ଓପିଏସ୍ସି ପରୀକ୍ଷାରେ କପି ଅଭିଯୋଗରେ ଗିରଫ କଲା ମର୍କତନଗର ପୋଲିସ୍ । ପରୀକ୍ଷା ହଲ୍ ଭିତରକୁ ଲ୍ମୋବାଇଲ୍ ଲୁଚାଇ ଆଣିବା ସହିତ ଇଅର୍ଫୋନ୍ ବ୍ୟବହାର କରୁଥିବାବେଳେ ପ୍ରାର୍ଥୀଙ୍କୁ ପରୀକ୍ଷାକେନ୍ଦ୍ରରେ ଧରାଯାଇଛି । ପରୀକ୍ଷାର୍ଥୀ ସହ ଅନ୍ୟ ୩ ଜଣଙ୍କୁ ଗିରଫ କରିଛି ମର୍କତନଗର ଥାନା ପୋଲିସ୍। Post navigation No School Bags for 10 Days a Year: Odisha Schools to implement NEP-2020 Guidelines Heat Wave in Odisha: ଆସନ୍ତା ତିନି ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା