Tag: OPSC Examination

OPSC Exam Cheating in Cuttack : ପରୀକ୍ଷାରେ କପି ଅଭିଯୋଗରେ ୪ ଓପିଏସ୍‌ସି ପରୀକ୍ଷାର୍ଥୀ ଗିରଫ

ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପରୀକ୍ଷାର୍ଥୀ ଗିରଫ । କଟକର ଏକ ପରୀକ୍ଷା କେନ୍ଦ୍ରରେ ଓପିଏସ୍‌ସି ପରୀକ୍ଷାରେ କପି ଅଭିଯୋଗରେ ଗିରଫ କଲା ମର୍କତନଗର ପୋଲିସ୍‌ । ପରୀକ୍ଷା ହଲ୍‌ ଭିତରକୁ ଲ୍ମୋବାଇଲ୍‌ ଲୁଚାଇ ଆଣିବା ସହିତ ଇଅର୍‌ଫୋନ୍ ବ୍ୟବହାର କରୁଥିବାବେଳେ…