ବଲାଙ୍ଗିର ଜିଲ୍ଲା ଟିଟିଲାଗଡରୁ ଜବତ ହୋଇଛି ୫୦,୦୦୦ ଟଙ୍କାର ୫୦୦ ଟଙ୍କିଆ ଜାଲ ନୋଟ୍ । ଏସମ୍ପର୍କରେ ଭୁବନେଶ୍ୱର STF ଏବଂ ଟିଟିଲାଗଡ଼ ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ସ୍ପେଶାଲ ଟାସ୍କ ଫୋର୍ସ ଦ୍ୱାରା ୫୦,୦୦୦ ଟଙ୍କାର ଜାଲ୍ ନୋଟ ଜବତ ହୋଇଛି । ଏହା ସହ ୨ ଜଣଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ STF । ଏହି ଜାଲ ନୋଟ୍ ରାକେଟର ଲିଙ୍କ୍ ନେଇ ଅଧିକ ଖୋଳତାଡ଼ କରୁଛି ସ୍ପେଶାଲ ଟାସ୍କ ଫୋର୍ସ । Post navigation ୱକ୍ଫ ଭୋଟିଂକୁ ନେଇ ସବୁ ରହସ୍ୟମୟ: ଅମର ଶତପଥୀ ଏକକାଳୀନ ୨୮ ଜଣ ଆଇଏଏସ ଅଧିକାରୀଙ୍କର ବଦଳି ସହ ହେଲା ପଦୋନ୍ନତି