ରୋଗୀଙ୍କ ଜୀବନ ସହ ଖେଳ । ବରଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ନିରାମୟରେ ଦିଆଯାଉଛି ଏକ୍ସପାଏରୀ ମେଡିସିନ୍। ଏଠାକୁ ଆସିଥିବା ଜଣେ ଆହତ ବାଳକଙ୍କୁ ସେଭଳି ମେଡିସିନ୍‌ ଦିଆଯିବା ଏବଂ ତାହା ଖାଇବା ପରେ ରୋଗୀଙ୍କ ମୁଣ୍ଡ ବୁଲାଇବା ଜଣାପଡିବା ପରେ ଅସନ୍ତୋଷ ବଢ଼ିଛି । ଏହି ଘଟଣା ପରେ ନିରାମୟ ଯୋଜନା ଅଧୀନରେ ବଣ୍ଟନ ହେଉଥିବା ଔଷଧର ଗୁଣବତ୍ତା ଓ ନିୟମିତ ଯାଞ୍ଚକୁ ନେଇ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *