ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଦ ଡୋମିନିକା ଆୱାର୍ଡ ଅଫ୍ ଅନର ପାଇବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଗୁଆନାରେ ହେବାକୁ ଥିବା ଭାରତ-କାରିକୋମ୍ ସମିଟ୍ରେ ଦିଆଯିବ । କରୋନା ମହାମାରୀ ସମୟରେ ଡୋମିନିକା ପ୍ରତି ତାଙ୍କର ଅବଦାନ ଏବଂ ଭାରତ ଏବଂ ଡୋମିନିକା ମଧ୍ୟରେ ଥିବା ସଂପର୍କକୁ ଦୃଢ ରଖିବା ପାଇ ଭାରତର ପ୍ରଧାନମନ୍ତ୍ରୀଙ୍କୁ ମିଳିବ ସମ୍ମାନ ଡୋମିନିକାର ସର୍ବୋଚ୍ଚ ସମ୍ମାନ । କମନୱେଲଥ୍ ଅଫ୍ ଡୋମିନିକାର ସଭାପତି ସିଲଭାନି ବର୍ଟନ୍ ଏହି ପୁରସ୍କାର ମୋଦିଙ୍କୁ ପ୍ରଦାନ କରିବେ। Post navigation ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଜାମିନ ଆବେଦନ ଖାରଜ ଚଳତବର୍ଷ କଟକ ବାଲିଯାତ୍ରାକୁ ଆସିବେ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ