ସ୍ଥଗିତ ହେଲା CSIR (କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ) UGC NET ପରୀକ୍ଷା। ଜୁନିୟର ଫେଲୋସିପ ପାଇଁ ହୋଇଥାନ୍ତା ପରୀକ୍ଷା। ପରୀକ୍ଷା ତାରିଖ ନେଇ ପରେ ଘୋଷଣା କରାଯିବ। ୨୫ରୁ ୨୭ ତାରିଖ ମଧ୍ଯରେ ପରୀକ୍ଷା ହେବାର ଥିଲା। ସଂସାଧନ ଅଭାବରୁ ପରୀକ୍ଷା ସ୍ଥଗିତ ରହିଲା। ପରୀକ୍ଷା ଘୁଞ୍ଚିବା ନେଇ ସୂଚନା ଦେଇଛି ଏନଟିଏ।

Leave a Reply

Your email address will not be published. Required fields are marked *