ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଭୁବନେଶ୍ୱରର ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚର ୫ଜଣିଆ ଟିମ୍ । ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ଏକ ପାଞ୍ଚ ଜଣିଆ ଦଳ OSEPA ମୁଖ୍ୟାଳୟ ପରିଦର୍ଶନ କରି ପାଠ୍ୟପୁସ୍ତକ ଅନିୟମିତତାର ତଦନ୍ତର ଅଂଶ ଭାବରେ ଏକ ବିସ୍ତୃତ ତଦନ୍ତ କରିଛି।

କ୍ରାଇମବ୍ରାଞ୍ଚ ଟିମ୍ ଓସେପା ଉପନିର୍ଦ୍ଦେଶିକା ଇତିଶ୍ରୀ ନାୟକଙ୍କୁ ପାଠ୍ୟପୁସ୍ତକର ପ୍ରସ୍ତୁତି, ସମୀକ୍ଷା ଏବଂ ପ୍ରକାଶନ ବିଷୟରେ ପଚରା ଉଚରା କରୁଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *