ଦିନକୁ ଦିନ ଯୁବପିଢ଼ି ଭୁଲିଯାଉଛନ୍ତି ନିଜ ସଂସ୍କାର । ଏହାର ଉଦାହରଣ ଦେଖିବାକୁ ମିଳିଛି ଆଜି ମା’ ସମଲେଇଙ୍କ ପବିତ୍ର ପୀଠରେ । ମା’ଙ୍କ ପୀଠରେ ବସି ପ୍ରେମୀଯୁଗଳଙ୍କ ଅଶ୍ଳୀଳ ଆଚରଣ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ପରେ ଓଡ଼ିଶାର ପବିତ୍ର ମନ୍ଦିରର ସୁରକ୍ଷା ତ୍ରୁଟିକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି। Post navigation Odisha Govt corrects English Spellings of 64 Places