ନବନିଯୁକ୍ତ ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନରେ ରାଜ୍ୟ କଂଗ୍ରେସର ଆରମ୍ଭ ହୋଇଥିବା ତିନି ଦିନିଆ ସଂକଳ୍ପ ପଦଯାତ୍ରା ଆଜି ପୁରୀରେ ଶେଷ ହୋଇଛି । ସଂକଳ୍ପ ଯାତ୍ରାରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲୁ ଆଜି ସାମିଲ ହୋଇଥିଲେ । ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପରେ ସଭାପତି ଓଡ଼ିଶାରେ ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିବେ । ପଦଯାତ୍ରାର ପ୍ରଥମ ଦିନରେ ହିଁ ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଡାହାଣ ହାତରେ ଆଘାତ ଲାଗିଥିଲା । Post navigation କିଟ କାଣ୍ଡରେ ଆଉ ୫ ଗିରଫ ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା