ରାଜଧାନୀରେ କକ୍ରୋଚ୍ ଜନତା ପାର୍ଟିର ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଜାରି ରହିଛି। ଦ୍ୱିତୀୟ ଦିନରେ ଦିଲ୍ଲୀର ଜନ୍ତରମନ୍ତରରେ ସେମାନଙ୍କର ପ୍ରତିବାଦ ଜାରି ରଖିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଡ଼ି ରହିଛନ୍ତି କକରୋଚ୍ ଜନତା ପାର୍ଟି (CJP) ନେତା ଅଭିଜିତ୍ ଦୀପକେ ଓ ସମର୍ଥକମାନେ। ଏହା ସହ ସମଗ୍ର ଭାରତବର୍ଷର ଚାଷୀମାନଙ୍କୁ ଜନ୍ତର ମନ୍ତରରେ ଛାତ୍ରମାନଙ୍କ ସହିତ ଯୋଗ ଦେବାକୁ ଅନୁରୋଧ କରିଛି କକ୍ରୋଚ୍ ଜନତା ପାର୍ଟି। Post navigation MLA’s Driver Detained for Harassing Minor Girl: ଟ୍ରେନ ଭିତରେ ନାବାଳିକା ଅସଦାଚରଣ ଅଭିଯୋଗରେ ଲକ୍ଷ୍ମୀପୁର ବିଧାୟକଙ୍କ ଡ୍ରାଇଭର ଗିରଫ