ଆଜି ଶ୍ରୀବିଗ୍ରହଙ୍କ ପବିତ୍ର ବାହୁଡ଼ା ଯାତ୍ରା। ୯ ଦିନ ମାଉସୀ ଘରେ ରହି ଶ୍ରୀମନ୍ଦିର ଫେରୁଛନ୍ତି ଶ୍ରୀଜିଉ। ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହେବା ପରେ ଏବେ ଆରମ୍ଭ ହୋଇଛି ରଥଟଣା। ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ହୋଇଛି। ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ପରିବେଶ। ଶ୍ରୀମନ୍ଦିର ଅଭିମୁଖେ ରଥ ଟାଣି ଆଣୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। Post navigation ଦରଦାମ ନିୟନ୍ତ୍ରଣ ପାଇଁ ପ୍ରୟାସ: ଜିଲ୍ଲାରେ ଖୋଲିବ ପରିବା ମଣ୍ଡି ଓଡ଼ିଶା ସହିତ ୫ଟି ରାଜ୍ୟକୁ ମିଳିପାରେ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ