Category: ରାଜ୍ୟ

Mob Violence in Sambalpur: ସମ୍ବଲପୁରରେ ଭିଡ ହିଂସା; ରାଜ୍ୟ ବାହାରର ଶ୍ରମିକଙ୍କୁ ମାଡ ମାରିଥିବା ଅଭିଯୋଗ

ସମ୍ବଲପୁରରେ ଭିଡ ହିଂସା । କ୍ଷେତ୍ରାଜପୁର ଥାନା ଧୋବାପଡ଼ା ଅଞ୍ଚଳରେ କେରଳର ଜଣେ ଶ୍ରମିକକୁ କିଛି ଲୋକ ମାଡ ମାରିଥିବା ଅଭିଯୋଗ ହୋଇଛି । ତାଙ୍କର ଭାଷାଗତ ସମସ୍ୟା ଓ ସନ୍ଦିଗ୍ଧ ହାବଭାବକୁ କିଛି ଲୋକ ପିଲାଚୋରି ସନ୍ଦେହରେ ତାଙ୍କୁ ଘେରି…

Berhampur Engineering Student Death Case: ବ୍ରହ୍ମପୁରରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ପରିବହନ ମନ୍ତ୍ରୀଙ୍କ ପୁତୁରା ଗିରଫ

ବ୍ରହ୍ମପୁରରେ ଇଂଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଗିରଫ ହେଲେ ପରିବହନ ମନ୍ତ୍ରୀଙ୍କ ପୁତୁରା ବିଶ୍ବଜିତ ଜେନା । ଛାତ୍ରୀଙ୍କ ପୁରୁଷ ବନ୍ଧୁ ବିଶ୍ବଜିତଙ୍କୁ ଗିରଫ କଲା ଗୋଳନ୍ଥରା ଥାନା ପୋଲିସ୍। ପରିବାର ସଦସ୍ୟଙ୍କ ଅଭିଯୋଗ କ୍ରମେ ପୁଲିସ ଆତ୍ମହତ୍ୟା ନିମନ୍ତେ ବାଧ୍ୟ…

Rajya Sabha Cross Voting: ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଘଟଣା; ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ

ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଅଭିଯୋଗ ଘଟଣାରେ ବିଜେଡିର ଅଯୋଗ୍ୟତା ଆବେଦନକୁ ଖାରଜ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ସୂଚନା ଯୋଗ୍ୟ; ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିଲା ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ । ଏଥିରେ ୮ ବିଧାୟକଙ୍କ ବିରୋଧରେ କ୍ରସ…

Tamil Nadu Ammonia Leak Case: ତାମିଲନାଡୁରେ ଭୟାବହ ଆମୋନିଆ ଗ୍ୟାସ୍ ଲିକ୍‌ରେ ୨ ଓଡ଼ିଆ ମହିଳା ମୃତ; ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତିରୁଭଲ୍ଲୁର ଜିଲ୍ଲାର ଏକ ସି ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁଁ ୨ ଓଡ଼ିଆ ମହିଳା ଜୁମାଣୀ ଜୁଆଙ୍ଗ…

MLA’s Driver Detained for Harassing Minor Girl: ଟ୍ରେନ ଭିତରେ ନାବାଳିକା ଅସଦାଚରଣ ଅଭିଯୋଗରେ ଲକ୍ଷ୍ମୀପୁର ବିଧାୟକଙ୍କ ଡ୍ରାଇଭର ଗିରଫ

ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ଜଣେ ୯ ବର୍ଷ ର ନାବାଳିକାକୁ ଖରାପ୍ ଇଙ୍ଗିତ ଓ ଦୁର୍ବ୍ୟବହାର କରି ବିଧାୟକଙ୍କ ଡ୍ରାଇଭର ଗିରଫ । ଲକ୍ଷ୍ମୀପୁର ବିଧାୟକଙ୍କ ଡ୍ରାଇଭର ବିକାଶ ବାଗ୍‌ଙ୍କୁ ଗିରଫ କଲା ଜିଆର୍‌ପି । ସୂଚନା ଯୋଗ୍ୟ; କୋରାପୁଟରୁ ଭୁବନେଶ୍ବର ଗ୍ରସ୍ତ…

Youth’s Suicide Outside Police Station: ଥାନା ସାମ୍ନାରେ ଯୁବକଙ୍କ ଆତ୍ମହତ୍ୟା

ଥାନା ସାମ୍ନାରେ ଯୁବକଙ୍କ ଆତ୍ମହତ୍ୟା । ମୟୂରଭଞ୍ଜ କୁଳିଅଣା ଥାନା ସମ୍ମୁଖରେ ଘଟିଛି ଅଭାବନୀୟ ଘଟଣା । ଥାନା ସମ୍ମୁଖରେ ଜଣେ ଯୁବକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ କୁଳିଅଣା କାମତା ଗାଁର…

Morning School Date Extended in Nuapada: ନୂଆପଡ଼ା ଜିଲ୍ଲାରେ ବଢ଼ିଲା ସକାଳୁଆ ସ୍କୁଲ୍ ଅବଧି

ନୂଆପଡ଼ା ଜିଲ୍ଲାରେ ବଢ଼ିଲା ସକାଳୁଆ ସ୍କୁଲ୍ ଅବଧି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୂଆପଡା ଜିଲ୍ଲା ପ୍ରଶାସନ ସକାଳ ସ୍କୁଲ ସମୟକୁ ଜୁନ୍ ୨୫ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଛାତ୍ରଛାତ୍ରୀମାନଙ୍କୁ ପ୍ରଚଣ୍ଡ ଗରମରୁ ରକ୍ଷା କରିବା ପାଇଁ ଏହି…

Passenger Delivers Baby In Train: ରାଉରକେଲା-ଗୁଣପୁର ରାଜାରାଣୀ ଏକ୍ସପ୍ରେସରେ ପ୍ରସବ କଲେ ମହିଳା ଯାତ୍ରୀ

ଚଳନ୍ତା ଟ୍ରେନରେ ପ୍ରସବ କରିଛନ୍ତି ଜଣେ ମହିଳା ଯାତ୍ରୀ । ରାଉରକେଲା-ଗୁଣପୁର ରାଜାରାଣୀ ଏକ୍ସପ୍ରେସ ଭିତରେ ମହିଳା ଯାତ୍ରୀ ଶିଶୁପୁତ୍ର ଜନ୍ମ କରିଛନ୍ତି। କିଛି ସମୟ ବ୍ୟବଧାନରେ ଟ୍ରେନ୍ ଯାତ୍ରୀ ଜଣକ ଦୁଇଟି ସନ୍ତାନ ପ୍ରସବ ଗୋଟିଏ ଟ୍ରେନ୍ ଭିତରେ, ଅନ୍ୟଟି…

Student Death Case in Berhampur: ଅଡୁଆରେ ଖଣିମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରା; ଛାତ୍ରୀଙ୍କୁ ପ୍ରେମ, ପ୍ରତାରଣା ପରେ ଆତ୍ମହତ୍ୟା ପାଇଁ ପୋତ୍ସାହିତ ଅଭିଯୋଗ

ବ୍ରହ୍ମପୁର ଛାତ୍ରୀ ମୃତ୍ୟୁ ଘଟଣାରେ ଖଣିମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରା ବିଶ୍ବଜିତ୍‌ଙ୍କ ନାଁରେ ମାମଲା । ଛାତ୍ରୀଙ୍କୁ ପ୍ରେମ, ପ୍ରତାରଣା ପରେ ହତ୍ୟା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ।ମନ୍ତ୍ରୀଙ୍କ ପୁତୁରା ବିଶ୍ବଜିତ ଜେନାଙ୍କ ସହିତ ଯୁବତୀଙ୍କର ପ୍ରେମ ସମ୍ପର୍କ ଥିଲା…

Rayagada Mob Violence: ରେଡ୍‌ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ହିଂସା: ଏସ୍‌ପି

ରାୟଗଡ଼ା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି ରାୟଗଡ଼ା ଏସ୍‌ପି ରାଜ ପ୍ରସାଦ । ସେ କହିଛନ୍ତି ଏହି ଘଟଣା ଏକ ଅତ୍ୟନ୍ତ ନିନ୍ଦନୀୟ ଏବଂ ସମ୍ବେଦନଶୀଳ ଘଟଣା । ଏଥିରେ ୩…