Category: ରାଜ୍ୟ

ଦିନ ୧୧ଟା ସୁଦ୍ଧା ରାଜ୍ୟରେ ହେଇଛି ୨୧.୩୨ ପ୍ରତିଶତ ମତଦାନ

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନର ଦିନ ୧୧ଟା ସୁଦ୍ଧା ୨୧.୩୦ ପ୍ରତିଶତ ମତଦାନ ସରିଛି । ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଦେଇଛନ୍ତି। ପୂର୍ବାହ୍ନ ୧୧ଟା ସୁଦ୍ଧା ଦେବଗଡରେ ସର୍ବାଧିକ ମତଦାନ ହୋଇଛି । ଦେବଗଡରେ…

ଉପାସନାଙ୍କୁ ଅଶାଳୀନ ଭାଷାରେ ଗାଳି ଦେଲେ ବିଜେଡି ଯୁବକ; ଗଡ଼ରୋଡଙ୍ଗରେ ଉତ୍ତେଜନା

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ଆଜି ବ୍ରହ୍ମଗିରିରେ ଦେଖା ଦେଇଛି ଅସନ୍ତୋଷର ମାହୋଲ । ବ୍ରହ୍ମଗିରିରୁ ବିଜେପି ବିଧାନସଭା ପ୍ରାର୍ଥୀ ଓ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଛନ୍ତି ବିଜେଡିର…

ଓମାନରେ ଫସିଛନ୍ତି ଓଡ଼ିଆ ଯୁବକ, ଉଦ୍ଧାର ପାଇଁ ପ୍ରଶାସନକୁ କରୁଛନ୍ତି ଗୁହାରି

ଓମାନ ଦେଶରେ ଫସିଛନ୍ତି ୭ ଜଣ ଓଡ଼ିଆ ଶ୍ରମିକ। କାମ କରିବାକୁ ଯାଇ ଅତ୍ୟାଚାରର ଶିକାର ହୋଇଛନ୍ତି ଓଡ଼ିଆ ଯୁବକ। ଏଥିରେ ଗଞ୍ଜାମ ଜିଲ୍ଲାର ୫ ଜଣ, ଜଗତସିଂହପୁର ଓ ଖୋର୍ଦ୍ଧା ୨ ଜଣ ଯୁବକ ରହିଛନ୍ତି। ଜଣେ ଠିକାଦାର ମିଥ୍ୟା…

ଏଥର ଓଡିଶାରେ ହେବ ବିଜେପି ସରକାର: ଧର୍ମେନ୍ଦ୍ର

ଆଜି ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନ ଦେବା ପୂର୍ବରୁ ମା’ ସମଲେଇଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ ନିଜର ମତଦାନ ପୂର୍ବରୁ ମା’ ସମଲେଇଙ୍କ ଆଶୀର୍ବାଦ ଲୋକ କଲ୍ୟାଣକାରୀ ହେବ । ଦେଶକୁ ଏକ ଶକ୍ତିଶାଳୀ ଦେଶ ଏବଂ…

ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ

ରାଜ୍ୟରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ମତଦାନ । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ମତଦାନ କରୁଛନ୍ତି ଭୋଟର । ରାଜ୍ୟରେ ୬ ଲୋକସଭା କଟକ, ଭୁବନେଶ୍ବର, ପୁରୀ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା…

ସ୍ୱର୍ଣ୍ଣ ପଦକ ସହ ବିଶ୍ୱ ରେକର୍ଡ଼ କଲେ ଓଡିଶା ଝିଅ

ଭୁବନେଶ୍ୱର : ଭାରତ ପାଇଁ ଗର୍ବ ଓଡିଶା ଝିଅ । IWF ୱାର୍ଲଡ ୟୁଥ ୱେଟଲିପ୍ଟିଂ ଚମ୍ପିଆନସିପରେ ଓଡିଶା ଝିଅ କମାଲ ଦେଖାଇଲେ । ପେରୁର ଲିମା ଠାରେ ଅନୁଷ୍ଠିତ IWF ୱାର୍ଲଡ ୟୁଥ ୱେଟ ଲିପ୍ଟିଂ ଚମ୍ପିଆନସିପରେ ମହିଳା ୪୦…

ବନ୍ଧକ ନେଇ ପ୍ରଶ୍ନ କଲେ, ସ୍ୱାସ୍ଥ୍ୟ ନେଇ ଉତ୍ତର ଦେଉଛି ବିଜେଡି

ଗତକାଲି ଓଡିଶାର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀ ବନ୍ଧକ ଅଛନ୍ତି ଏବଂ ତାଙ୍କୁ ମୁକ୍ତ କରିବାକୁ ଚିଠି ଲେଖିଥିଲା ବିଜେପି । ବିଜୁ ଜନତା ଦଳକୁ ମୁଖ୍ୟମନ୍ତ୍ରୀଙ୍କ ବନ୍ଧକ ନେଇ ପ୍ରଶ୍ନ କରାଯାଇଥିଲା । କିନ୍ତୁ ଉତ୍ତରରେ…

ମୁଖ୍ୟମନ୍ତ୍ରୀଙ୍କୁ ‘ବନ୍ଧନ ମୁକ୍ତ’ କରିବା ଦାବିରେ ବିଜେପିର ରାମ ମନ୍ଦିର ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ଜାରି କରାଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ସର୍ଟ ଭିଡ଼ିଓ ଏବେ ଚର୍ଚ୍ଚାରେ ରହିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତକିଛି ଦିନ ହେବ ତାଙ୍କର ପୂର୍ବତନ ବ୍ୟକ୍ତିଗତ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ବନ୍ଧକ…

ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ କହିଲେ ନବୀନ

ଯେତେ ଘୋଡେଇଲେ ବି ଲୁଚୁନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଅବସ୍ଥା,ବାଉଳା ହେଉଛନ୍ତି ନବୀନ। ରାଇରଙ୍ଗପୁର ନିର୍ବାଚନୀ ସଭାରେ ଭାଷଣ ଦେବା ବେଳେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କୁ ସମ୍ବୋଧନ କରିବା ବେଳେ କହିଲେ ପ୍ରଧାନମନ୍ତ୍ରୀ। ଭାଷଣ ଦେବାବେଳେ ନିଜ ବକ୍ତବ୍ୟରେ କହିଥିଲେ…

ସାଢ଼େ ଚାରିକୋଟି ଓଡ଼ିଆ ଲୋକଙ୍କ ମତକୁ ବିଜେଡି ହାଇଜ୍ୟାକ କରିବାର ଯୋଜନା କରୁଛି: ସଜ୍ଜନ ଶର୍ମା

ଭୁବନେଶ୍ୱର, :ଆଜି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି । ବିଗତ ଦିନରେ ଓଡ଼ିଶାର ଗଣତାନ୍ତ୍ରିକ ଆନ୍ଦୋଳନର ମୁଖ୍ୟ ରାଜନୈତିକ ସଂଗଠନ ଥିଲା ବିଜେଡି । ଏହାର ରାଜନୈତିକ ବ୍ୟାପାର କମିଟି, ରାଜ୍ୟ…