Category: ରାଜ୍ୟ

ବିଜେଡି ଅପ୍ରବାସୀ ସାମ୍ମୁଖ୍ୟର ରାଜ୍ୟ ପଦାଧିକାରୀଙ୍କ ନାମ ଘୋଷଣା

ଘୋଷଣା ହେଲା ବିଜୁ ଜନତା ଦଳର ଅପ୍ରବାସୀ ସାମ୍ମୁଖ୍ୟର ରାଜ୍ୟ ପଦାଧିକାରୀଙ୍କ ନାମ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।ତେବେ ବିଭିନ୍ନ ପଦରେ ନିଯୁକ୍ତ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ଦିନ ସାଢ଼େ ୨ଟା ସୁଦ୍ଧା ୪୪ ଟପିଲା ପାରଦ

ଭୁବନେଶ୍ୱର ; ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପୂର୍ବ ଭଳି ଜାରି ରହିଛି। ଆକାଶରୁ ବର୍ଷୁଛି ଅଗ୍ନିବର୍ଷା । ତାତିରୁ ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ । ଉପକୂଳ ଜିଲ୍ଲାଗୁଡ଼ିକରେ ଯଦିଓ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି, ପଶ୍ଚିମ ଓଡ଼ିଶାରେ ଲୋକେ ତାତିରେ…

ପୁରୀ କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା

ପୁରୀ ; ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା। ସୁଜିତ ମହାପାତ୍ରଙ୍କ ଟିକେଟ କଟିବା ପରେ ପୁରୀ ଜିଲ୍ଲା କଂଗ୍ରେସ ଅଫିସ୍‌ରେ ପଶି ପାଟିତୁଣ୍ଡ ସହ ଭଙ୍ଗାରୁଜା କରିଛନ୍ତି ସୁଜିତଙ୍କ ସମର୍ଥକ । ଆଜି ପୁରୀ ବିଧାନସଭା ଆସନ ପାଇଁ ଟିକେଟ୍‌…

କଂଗ୍ରେସ ଛାଡି ବିଜେଡିରେ ମିଶିଲେ ଶ୍ରୀୟା

ଭୁବନେଶ୍ୱର: ଆଜି କଂଗ୍ରେସ ଛାଡି ବିଜେଡିରେ ମିଶିଲେ ଶ୍ରୀୟା ବିଜେଡିରେ ମିଶିଲେ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଶ୍ରୀୟା ସମ୍ବେଦନା। ସେ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ଝିଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନରେ ଆମେ ଅନୁପ୍ରାଣିତ ହୋଇ ବିଜେଡିରେ…

ପାଞ୍ଚଟି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଆଜି ବିଧାନସଭା ନିର୍ବାଚନ ପାଇଁ ୬ଟି ଆସନରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ୬ ଆସନରୁ ୫ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ଗତକାଲି କଂଗ୍ରେସରେ ମିଶିଥିବା ଦେବାଶିଷ ନାୟକଙ୍କୁ ବରୀରୁ ଟିକେଟ ଦେଇଛି କଂଗ୍ରେସ ।…

ବିଜେଡିକୁ ହରେଇବା ପାଇଁ ଖଣ୍ଡପଡ଼ାରେ ଅନୁଭବଙ୍କ ମହାମେଣ୍ଟ

ଖଣ୍ଡପଡ଼ା ରାଜନୀତିରେ ନୂଆ ସମୀକରଣ। ବିଜେଡି ବିରୋଧରେ ମେଳି ବାନ୍ଧୁଛନ୍ତି ବିଦ୍ରୋହୀ। ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଭେଟିଲେ ଅନୁଭବ ପଟ୍ଟନାୟକ ଓ ଗୟାଧର ପରିଡା। ବିଜେଡି ଟିକେଟ୍ ଆଶାୟୀ ଥିଲେ ଉଭୟ ଅନୁଭବ ଓ ଗୟାଧର। ତେବେ ଦଳ ସାବିତ୍ରୀ ପ୍ରଧାନଙ୍କ ନାମ…

ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ ଜେ.ପି ନଡ୍ଡା

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଅପରାହ୍ନ ୩ଟାରେ ନଡ୍ଡା ଭୁବନେଶ୍ୱରରେ ପହଞ୍ଚିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ବରରେ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେଉଁ ପ୍ରସଙ୍ଗ ନେଇ…

ସମୀରଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ

ନିମାପଡା ;ନିମାପଡା ପାଣିପାଗ ବର୍ତ୍ତମାନ ବଦଳିବାରେ ଲାଗିଛି । ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ନିମାପଡ଼ା ବିଜେଡି କନ୍ଦଳ । ବିଜେଡି ଏଥର ସମୀର ଦଶଙ୍କ ଟିକେଟ କାଟିଛି । ସମୀରଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ କରିଛନ୍ତି…

ବିରାଟ ପଟୁଆରରେ ଆସି ନାମାଙ୍କନପତ୍ର ଦାଖଲ କଲେ ବ୍ରହ୍ମଗିରି ପ୍ରାର୍ଥୀ ଉପାସନା ମହାପାତ୍ର

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ତଥା ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଶ୍ରୀମତୀ ଉପାସନା ମହାପାତ୍ର ବିରାଟ ପଟୁଆରରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ପ୍ରଥମଥର ବିଧାନସଭାରେ ପ୍ରାର୍ଥୀ ଭାବେ ତାଙ୍କ ବାପାଙ୍କ ଗଡ଼ରୁ ଲଢ଼ୁଛନ୍ତି ।…

କୋରାପୁଟ ଓ ନବରଙ୍ଗପୁରରେ ବିରୋଧୀଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଓ ନବରଙ୍ଗପୁରରେ ନିରାଡମ୍ବର ଢଙ୍ଗରେ ନିର୍ବାଚନ ପ୍ରଚାର କରି ଛନ୍ତି। ନବୀନ ପଟ୍ଟନାୟକ ଆଜି ନିଆରା ଶୈଳୀରେ କୋରାପୁଟର ଓଏମ୍‌ପି ପଡିଆରେ ନିର୍ବାଚନ ପ୍ରଚାର କରିଛନ୍ତି। ଆଜି କୋରାପୁଟ ମୁଖ୍ୟମନ୍ତ୍ରୀ ମାତ୍ର…