Category: ରାଜ୍ୟ

ବିଜେପିରେ ସାମିଲ ହେଲେ ପୂର୍ଣ୍ଣଚନ୍ଦ୍ର ରାଉତ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଗତ ୧୦ ବର୍ଷ ଶାସନରେ ଦେଶର ଗରିବ, ଯୁବକ, କୃଷକ ଓ ମହିଳାଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ବର୍ତମାନ ଭାରତବର୍ଷ ବିଶ୍ୱର ନେତୃତ୍ୱ ନେବା ଦିଗରେ ଅଗ୍ରସର ହୋଇଛି…

ପୁରୀ ଲୋକ ସଭା କ୍ଷେତ୍ରର ନେତାଙ୍କୁ ନବୀନ ନିବାସ ଡାକରା

ଆଜିଠୁ ବିଜେଡି ଶିବିରରେ ଟିକେଟ କସରତ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି। ଯାହାକୁ ନେଇ କିଛି ନେତାଙ୍କୁ ଆଜି ନବୀନ ନିବାସ ଡାକରା ହୋଇଛି। ସୂଚନା ଅନୁଯାୟୀ, ପୁରୀ ସଂସଦୀୟ କ୍ଷେତ୍ର ନେତାଙ୍କୁ ନବୀନ ନିବାସ ଡାକରା ହୋଇଛି। ତେବେ ଜିଲ୍ଲା…

ବିଜେଡ଼ି ବିଜେପି ମେଣ୍ଟକୁ ନେଇ ବୟାନ ରଖିଲେ ଜୁଏଲ ଓରାମ

ସାମ୍ନାକୁ ଆସିଛି ଜୁଏଲ ଓରାମଙ୍କ ବୟାନ। ମେଣ୍ଟକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଥିବାବେଳେ ସେ ଆଜି ଏମିତି କିଛି କହିଛନ୍ତି। ଆଜି ଦିଲ୍ଲୀ ଗସ୍ତରେ ମଧ୍ୟ ଯାଇଛନ୍ତି ଓରାମ। ମେଣ୍ଟ ସସପେନ୍ସ ଲାଗିରହିଥିବା ବେଳେ ସେ କହିଛନ୍ତି ଯେ ଆମ…

ବିଜେପି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀ ଗଲେ ମନମୋହନ

ଆଜି ଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସୂଚନା ଅନୁଯାୟୀ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀ ଯାଇଛନ୍ତି ସାମଲ। ନିର୍ବାଚନ କମିଟିରେ ମୋହର ଲାଗିଥିବା ତାଲିକା ନେଇ ଯାଇଛନ୍ତି। ଏହା ପରେ ଆଜି କେନ୍ଦ୍ର ସଂସଦୀୟ ବୋର୍ଡକୁ…

ବିଜେଡିରେ ଯୋଗ ଦେଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା

ବିଜେଡିରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ। ରବିବାର ଶଙ୍ଖ ଭବନରେ ଶହ ଶହ ସମର୍ଥକଙ୍କ ସହ ସେ ଶଙ୍ଖ ଶିବିରରେ ସାମିଲ ହୋଇଛନ୍ତି। ବିଜେଡିରେ ମିଶିବା ପରେ ସେ ପାରାଦ୍ୱୀପରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି…

ନିର୍ବାଚନ କମିଟି ବୈଠକକୁ ନେଇ ବିଜୟପାଲଙ୍କ ପ୍ରତିକ୍ରିୟା

ନିର୍ବାଚନ ତାରିଖ ଘୋଷଣା ହେବାପରେ ବିଜେପିରେ ଘନ ଘନ ବୈଠକ ଆରମ୍ଭ ହୋଇଛି। ଏହି ମଧ୍ୟରେ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ପ୍ରତିକ୍ରିୟା ଏବେ ଚର୍ଚ୍ଚାରେ। ସେ କହିଛନ୍ତି ଯେ ପୁରା ନିର୍ବାଚନ ନେଇ ଷ୍ଟ୍ରାଟେଜି କରାଯାଇଛି। ଖାଲି ଏତିକି…

କୋରାପୁଟ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ; ୨ ମୃତ

ସାମ୍ନାକୁ ଆସିଛି ଭୟଙ୍କର ସଡ଼କ ଦୁର୍ଘଟଣା ଘଟଣା। କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ରେ ବ୍ରିଜରୁ ତଳକୁ ଖସିଲା ବରଯାତ୍ରୀ ଗାଡ଼ି। ଦୁର୍ଘଟଣାରେ ୧୨ ଆହତ ଏବଂ ୨ ଜଣଙ୍କ ମୃତ୍ୟୁ ଘଟିଛି।କୁନ୍ଦୁରା ଥାନା ଖଟଲାପଦର ବ୍ରିଜରୁ ଖସିଥିଲା। ୧୨ ଆହତଙ୍କ…

ବିଜେପି କାର୍ଯ୍ୟାଳୟରେ ରାଜ୍ୟ ନିର୍ବାଚନ କମିଟି ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ‘ରାଜ୍ୟ ନିର୍ବାଚନ କମିଟି ବୈଠକ’ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଶ୍ୱର ଟୁଡୁ; ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ…

ଆଜିଠାରୁ ଲାଗୁ ହେଲା ନିର୍ବାଚନ ଆଚରଣବିଧି (ମଡ଼େଲ କୋଡ଼ ଅଫ କଣ୍ଡକ୍ଟ)

ଆଜିଠାରୁ ଓଡ଼ିଶାରେ ଲାଗୁ ହେଲା ନିର୍ବାଚନ ଆଚରଣବିଧି (ମଡ଼େଲ କୋଡ଼ ଅଫ କଣ୍ଡକ୍ଟ)। ଏହା ଆଜିଠୁ ଆରମ୍ଭ ହୋଇ ନିର୍ବାଚନ ଶେଷ ପର୍ଯ୍ୟାୟ ଯାଇ ଲାଗୁ ହୋଇ ରହିବ। ଉଭୟ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଉପରେ ଆଦର୍ଶ ଆଚରଣ ବିଧି…

ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ

ଓଡ଼ିଶାରେ ୪ ପର୍ଯ୍ୟାୟର ଭୋଟ୍ ହେବ । ୧୩ ମଇରୁ ଓଡ଼ିଶାରେ ଭୋଟ । ରାଜ୍ୟରେ ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍‌ ୧ରେ ଭୋଟ ଗ୍ରହଣ ହେବ।ଜୁନ୍‌ ୪ ତାରିଖରେ ସାରା ଦେଶରେ ଭୋଟ ଗଣତି…