ତାଜା ଖବର ରାଜନୀତି ରାଜ୍ୟ ମିଶିକି ଅଛନ୍ତି ବିଜେଡି-ବିଜେପି: ରାହୁଲ ଗାନ୍ଧୀ May 30, 2024 Papirani ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ଶେଷ ମୁହୂର୍ତ୍ତରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ଆସିଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ ନେତା ରାହୁଲ…
ରାଜ୍ୟ ଆହତଙ୍କୁ ଭେଟି ଆଶୁଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ May 30, 2024 Nirvay ଭୁବନେଶ୍ୱର : ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହତମାନଙ୍କୁ ଭେଟିଛନ୍ତି। ଭୁବନେଶ୍ୱର ସମ ହସ୍ପିଟାଲରେ ଗୁରୁତର ଆହାତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ବରିଷ୍ଠ ଡାକ୍ତରଙ୍କ ସହ ଚିକିତ୍ସା ବ୍ୟବସ୍ଥା ବିଷୟରେ…
ରାଜନୀତି ରାଜ୍ୟ କେରଳ ଛୁଇଁଲା ମୌସୁମୀ May 30, 2024 Nirvay ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର ଅର୍ଥାତ ୩୦ ତାରିଖ ଦିନ କେରଳ ଛୁଇଁଛି । ମୌସୁମୀ ବାୟୁ କେରଳ ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ(IMD) ସୂଚନା ଦେଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା…
ତାଜା ଖବର ରାଜନୀତି ରାଜ୍ୟ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର May 30, 2024 Papirani ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ରାଜ୍ୟ ଓ ଦେଶରେ ପ୍ରଚାରର ଶେଷ ଦିନ । ଓଡିଶାରେ ଚତୁର୍ଥ ପର୍ଯ୍ୟାୟ ଓ ଦେଶରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ । ଆଜି ସନ୍ଧ୍ୟା ସୁଦ୍ଧା ସବୁ ଦଳ ପ୍ରଚାର…
ତାଜା ଖବର ରାଜନୀତି ରାଜ୍ୟ ଚାପ ଖେଳ ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି May 30, 2024 Papirani ପୁରୀ ଚନ୍ଦନ ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି। କଟକ ଏସସିବି ମେଡିକାଲରେ ଜଣେ ଏବଂ ଭୁବନେଶ୍ବରର ଦୁଇ ଘରୋଇ ମେଡିକାଲରେ…
ରାଜନୀତି ରାଜ୍ୟ ଯାଜପୁର ଠିକାଦାରଙ୍କ ଘରେ IT ରେଡ୍ May 30, 2024 Nirvay ଯାଜପୁର ଟାଉନରେ ଜଣେ ଠିକାଦାରଙ୍କ ଘରେ IT ରେଡ୍ ହେଉଥିବା ସୂଚନା ମିଳିଛି। ବିଦ୍ୟୁତ ବିଭାଗ ଠିକାଦାର ଧରଣୀ ସାହୁଙ୍କ ଘରେ ସକାଳୁ IT ରେଡ୍ ଚାଲିଥିବା ସୂଚନା ମିଳିଛି।ଠିକାଦାରଙ୍କ ଯାଜପୁର ପୈାରପାଳିକା ହାଟପାଟଣା ସ୍ଥିତ ଘରେ ରେଡ୍ ହେଉଛି। ଚଢାଉରେ…
ତାଜା ଖବର ରାଜନୀତି ରାଜ୍ୟ ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ ପାଇଁ ଏମ୍ସରେ ପହଞ୍ଚିଛନ୍ତି ଆଇପିଏସ ଆଶିଷ ସିଂହ May 30, 2024 Papirani ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ କରାଇବା ନିମନ୍ତେ ଆଜି ଭୁବନେଶ୍ୱରସ୍ଥିତ ଏମ୍ସରେ ପହଞ୍ଚିଛନ୍ତି ଆଇପିଏସ ଆଶିଷ ସିଂହ । ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏମ୍ସ ଭୁବନେଶ୍ୱର ପକ୍ଷରୁ ଏଥିନିମନ୍ତେ ଏକ ସ୍ବତନ୍ତ୍ର ମେଡିକାଲ…
ତାଜା ଖବର ରାଜନୀତି ରାଜ୍ୟ ଭୋଟ ପାଇଁ କଟକ ଜିଲ୍ଲାର ୩ଟି ସ୍ଥାନରେ ୩୦ ତାରିଖରୁ ଲଗୁହେବ ୧୪୪ ଧାରା May 29, 2024 Papirani ରାଜ୍ୟରେ ଜୁନ ୧ରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କଟକ ଜିଲ୍ଲା ନିଆଳି, ସାଲେପୁର ଏବଂ ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀର ଅଞ୍ଚଳରେ ଜାରି ହେଇଛି ୧୪୪ ଧାରା । ଜିଲ୍ଳାପାଳ ଅରିନ୍ଦମ ଡାକୁଆ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ୧୪୪…
ରାଜ୍ୟ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ନିଆଁ ପଡି ୨୫ ଆହତ May 29, 2024 Nirvay ପୁରୀ : ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଏକ ବଡଧରଣର ଅଘଟଣ ଘଟିଛି। ବାଣ ନିଆଁ ପଡ଼ି ୨୦ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି। ମହାପ୍ରଭୁ ଚାପ ଖେଳିବା ସମୟରେ ବାଣ ଫୁଟାଯାଇଥିଲା, ଏତିକି ବେଳେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ…
ରାଜନୀତି ରାଜ୍ୟ ନନ୍ଦିଘୋଷ ଟିଭି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ May 29, 2024 Nirvay ନନ୍ଦିଘୋଷ ବିରୋଧରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଭାରତର ନିର୍ବାଚନ ଆୟୋଗ ‘ନନ୍ଦିଘୋଷ ଟିଭି’ ବିରୋଧରେ ତଦନ୍ତ ପାଇଁ ଭାରତର ନିର୍ବାଚନ ଆୟୋଗ ସିଇଓ ଓଡ଼ିଶାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କୁହାଯାଇଛି । ନିର୍ବାଚନ ସମ୍ପୂର୍ଣ୍ଣ…