Category: ରାଜ୍ୟ

ବାଣ ବିସ୍ଫୋରଣ ଘଟଣା, ଗଲାଣି ୧୩  ଜୀବନ

ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ବର୍ତମାନ ସୁଦ୍ଧା ୧୭ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ…

ବିଧାନସଭାରେ ବି ବାଜିମାରିବ ବିଜେପି: ଆକ୍ସିସ ଏକଜିଟ୍ ପୋଲ

ଆସିଲା ଓଡ଼ିଶା ବିଧାନସଭାକୁ ନେଇ ଜାତୀୟ ଗଣମାଧ୍ୟମର ଏକଜିଟ୍ ପୋଲ । ଇଣ୍ଡିଆ ଟୁଡେ ଆକ୍ସିସ-ମାଇ ଇଣ୍ଡିଆର ସର୍ଭେ ଅନୁସାରେ ଏଥର ଓଡ଼ିଶାରେ ବିଜେଡି ବିଜେପି ବିଧାନସଭାରେ ସମାନ ସମାନ ଆସନ ଜିତିବେ। ବିଜେପି ୬୨ ରୁ ୮୦ , ବିଜେପି…

ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା,ଦୋଷୀଙ୍କୁ ଗିରଫ ନ କଲେ ଡିଜି ଅଫିସ ଘେରିବ ବିଜେପି : ସଂଗ୍ରାମ ପାତ୍ର

ଭୁବନେଶ୍ୱର : ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା । କାଲି ଦିନ ୧୧ଟା ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ଡିଜିପିଙ୍କ ଅଫିସ ଘେରିବାକୁ ଚେତାବନୀ ଦେଇଛି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ।…

ସମ୍ବଲପୁରରେ ଅଂଶୁଘାତରେ ୫ ଜଣଙ୍କ ମୃତ୍ୟୁ

ରାଜ୍ୟରେ ବଢ଼ି ଚାଲିଛି ଅଂଶୁଘାତ ଜନିତ ମୃତ୍ୟୁ। ସମ୍ବଲପୁରରେ ୧୮ ଅସ୍ୱାଭାବିକ ମୃତ୍ୟୁ ମଧ୍ୟରୁ ଅଂଶୁଘାତରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ। ୭ ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ୫ ଜଣଙ୍କ ଅଂଶୁଘାତଜନିତ…

୨ ଲକ୍ଷରୁ ଅଧିକ ଭୋଟରେ ଜିତିବେ ଧର୍ମେନ୍ଦ୍ର: ଜୟନାରାୟଣ ମିଶ୍ର

ସରିଯାଇଛି ସାଧାରଣ ନିର୍ବାଚନ-୨୦୨୪, ନିର୍ବାଚନ ଫଳାଫଳ ଜୁନ୍‌ ୪ ତାରିଖରେ ପ୍ରକାଶ ପାଇବ ବୋଲି ସ୍ପଷ୍ଟ ହୋଇଥିବା ବେଳେ ଏହାକୁ ନେଇ ଚାଲିଛି ଆକଳନ। ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ଜାତୀୟ ସର୍ଭେ ସଂସ୍ଥା ସେମାନଙ୍କର ବୁଥ ବାହୁଡା ମତ…

ରାଉରକେଲାରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୩୫ ଛୁଇଁଲା

ରାଉରକେଲା : ରାଜ୍ୟରେ ଅସ୍ୱାଭାବିକ ମୃତ୍ୟୁ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ମୃତ୍ୟୁ ସଂଖ୍ୟା ଏବେ ୩୫କୁ ବୃଦ୍ଧି ପାଇଛି। ୩୫ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ବୋଲି ଜଣା ପଡିଛି । ପୋଷ୍ଟମର୍ଟମ ରିପୋର୍ଟରୁ…

ଇଭିଏମ ବଦଳ ସନ୍ଦେହରେ ଧର୍ମଶାଳାରେ ଉତ୍ତେଜନା

ଯାଜପୁର : ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଚତୁର୍ଥ ପର୍ଯ୍ୟାୟ ମତଦାନ ଶନିବାର ଶେଷ ଶେଷହେବା ପରେ ତୁମୁଳକାଣ୍ଡ ସୃଷ୍ଟି ହୋଇଛି । ହେଲେ ଇଭିଏମ୍‌ ବଦଳ ସନ୍ଦେହରେ ଧର୍ମଶାଳାରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ୱାଧୀନ ପ୍ରାର୍ଥୀ…

ପୁରୀ ବାଣ ବିସ୍ପୋରଣ ଘଟଣା,ଆଉ ୨ ମୃତ

ଆଜି ପୁରୀ ବାଣ ବିସ୍ପୋରଣ ଘଟଣାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି।ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଏହାସହ ଏବେ…

ରାଜଧାନୀରେ ସକାଳୁ ସକାଳୁ ସିରିଜ୍ ଦୁର୍ଘଟଣା

ରାଜଧାନୀରେ ସକାଳୁ ସକାଳୁ ସିରିଜ୍ ଦୁର୍ଘଟଣା । ସତସଙ୍ଗବିହାର ନିକଟରେ ସିରିଜ ଦୁର୍ଘଟଣାଘଟିଛି। ୩ ଟି ଗାଡ଼ି ପଛକୁ ପଛ ହେଲେ ଧକ୍କା। ଫଳରେ ୩ଟି କାର୍ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ, ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରର ଚାଳକ ଗୁରୁତର…

ଶେଷ ପର୍ଯ୍ୟାୟରେ ମୋଟ ୭୦.୬୭% ମତଦାନ

ରାଜ୍ୟରେ ଜୁନ ୧ରେ ଅନୁଷ୍ଠିତ ହୋଇଥିବା ଶେଷ ପର୍ଯ୍ୟାୟ ନିର୍ବାଚନରେ ମୋଟ ୭୦.୬୭% ମତଦାନ ହୋଇଛି। ମୟୂରଭଞ୍ଜ ରେ ୭୩.୮୧%, ବାଲେଶ୍ବର ରେ ୭୦.୪୧%,ଭଦ୍ରକରେ ୭୦.୩୪%,କେନ୍ଦ୍ରାପଡ଼ାରେ ୬୮.୬୪% ,ଯାଜପୁର ୬୭.୯୧% ଓ ଜଗତସିଂହପୁରରେ ୭୩.୦୬% ମତଦାନ ହୋଇଛି । ସବୁଠୁ ଅଧିକ…