Category: ରାଜ୍ୟ

ଗାନ୍ଧିଜୀଙ୍କ ପ୍ରକୃତ ଆଦର୍ଶ ଓ ଲକ୍ଷ୍ୟକୁ ମୋଦୀଜୀଙ୍କ ନେତୃତ୍ବରେ ଆମ ସରକାର ପୂରଣ କରୁଛି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ ଜିଲ୍ଲା ତେଲେଙ୍ଗାପେଣ୍ଠରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନରେ ଯୋଗଦେଇ କହିଛନ୍ତି ଯେ ଗାନ୍ଧୀଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା। ଗାନ୍ଧିଜୀ ହେଉଛନ୍ତି ସମଗ୍ର ମାନବ ଜାତିର…

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି: ୪ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଫଳରେ ୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏହି ସଂପର୍କରେ ଆଜି ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଲଘୁଚାପ ପ୍ରଭାବରେ ୪ ତାରିଖ ବେଳକୁ…

ଲୋକ ସବୁ କଥା ଜାଣିଲେ ବୋଲି ବିଜେଡିକୁ ପ୍ରତ୍ୟାଖ୍ୟାନ କଲେ: ବିରଞ୍ଚି ତ୍ରିପାଠୀ

ବିଜେଡିର ପଦଯାତ୍ରା ଉପଲକ୍ଷେ ବିଜେପି ସରକାର ବିରୋଧରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଅଭିଯୋଗର ଆଟାକ୍‌କୁ କାଉଣ୍ଟର କରି ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ କହିଛନ୍ତି ନବୀନ ଗୋଟିଏ କଥା ସତ କହିଛନ୍ତି ଯେ ଲୋକ…

ମୋ ପରିବାର କଥା ମୁଁ ବାହାରେ କହିବି ନାହିଁ – ଶ୍ରୀମୟୀ ମିଶ୍ର

ବିଜେଡି ଦଳ କନ୍ଦଳକୁ ନେଇ ଶ୍ରୀମୟୀ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଆଜି ଗାନ୍ଧୀ ଜୟନ୍ତୀ । ମହାତ୍ମା ଗାନ୍ଧୀ ସବୁ ବେଳେ କହୁଥିଲେ ଏ ଦେଶ ସେ ଦିନ ସ୍ବାଧୀନ ହେବ ଯେଉଁଦିନ ଗୋଟେ ନାରୀ ସ୍ବାଧୀନ ଭାବରେ ରାତିରେ…

ମିଛ କହି ବିଜେପି କ୍ଷମତାକୁ ଆସିଛି- ନବୀନ ପଟ୍ଟନାୟକ 

ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ଏହି ଜନସମ୍ପର୍କ ପଦଯାତ୍ରାକୁ ଶୁଭାରମ୍ଭ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଆଜି ଗାନ୍ଧୀ ଜୟନ୍ତୀ । ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳୀ…

ନୀତିକାନ୍ତିରେ ବିଭ୍ରାଟ କଲେ କଠୋର ପଦକ୍ଷେପ ନିଆଯିବ: ଆଇନମନ୍ତ୍ରୀ

ଶ୍ରୀମନ୍ଦିରରେ ଲୁହା କଡ଼େଇରେ ଅବଢ଼ା ରନ୍ଧାହେବା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ସମୀକ୍ଷା ଚାଲିଛି। ନୀତିକାନ୍ତିରେ ବିଭ୍ରାଟ କଲେ କୋଠର ପଦକ୍ଷେପ ନିଆଯିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ କଠୋର ପଦକ୍ଷେପ…

କାର୍ଯ୍ୟରେ ଅବହେଳା ନେଇ ୫ ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ

ଫୁଲବାଣୀ ଡାଙ୍ଗଣାମୁ ଘାଟିରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ଘଟଣାରେ କାର୍ଯ୍ୟରେ ଅବହେଳା ନେଇ ୫ ପୋଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗୋଚ୍ଛାପଡ଼ା ଥାନା ଏଏସଆଇ, ହାବିଲଦାର ଓ ୩ ହୋମଗାର୍ଡଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୩ ହୋମଗାର୍ଡ…

ସରକାର ଚଳାଇବେ ଅନ୍‌ଲାଇନ ଅଟୋ ଓ କାର୍‌

ଏଥର ଅନ୍‌ଲାଇନ ଅଟୋ ଓ କାର୍‌ ସରକାର ଚଳାଇବେ। ରାଜ୍ୟ ସରକାର ଅନ୍‌ଲାଇନ ଅଟୋ ଓ କାର୍‌ ସେବା ଯୋଗାଇବେ। ଖୁବଶୀଘ୍ର ଏହି ଯାତ୍ରୀ ସେବା ଆରମ୍ଭ ହେବ। ରାଜ୍ୟ ପରିବହନ କମିଶନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।…

ହବିଷ୍ୟାଳିଙ୍କ ପାଇଁ ଅଢ଼େଇ କୋଟି ଅନୁମୋଦନ

ପୁରୀରେ ହବିଷ୍ୟାଳିଙ୍କ କାର୍ତ୍ତିକ ବ୍ରତ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କା ଅନୁମୋଦନ କରାଯାଇଛି। ଅର୍ଥରାଶି ସହିତ ହବିଷ୍ୟାଳିଙ୍କୁ କାର୍ତ୍ତିକ ମାସ ବ୍ରତ ପାଳନ ନିମନ୍ତେ ସମସ୍ତ ସୁବିଧା ଓ ସହଯୋଗ…

ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ

ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ । ସବୁଜ ବଦଳରେ ବାଦାମୀ ରଙ୍ଗର ଡ୍ରେସ୍ ପିନ୍ଧିବେ ଛାତ୍ରଛାତ୍ରୀ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ମିଳିବ ଡ୍ରେସ୍। ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲକୁ ୟୁନିଫର୍ମ ବଣ୍ଟାଯିବ। ପୁରୁଣା…