Category: ରାଜ୍ୟ

ରତନ ଟାଟା ଅସୁସ୍ଥ; ଆଇସିୟୁରେ ଭର୍ତ୍ତି

ଭାରତର ଅନ୍ୟତମ ବୃହତ୍ତମ କମ୍ପାନୀ ଟାଟା ସନ୍ସର ଅଧ୍ୟକ୍ଷ ଓ ଶିଳ୍ପପତି ରତନ ଟାଟା ଗୁରୁତର ଅବସ୍ଥାରେ ମୁମ୍ବାଇର ଏକ ହସ୍ପିଟାଲରେ ଆଇସିୟୁରେ ଅଛନ୍ତି। ରତନ ଟାଟା ସୋମବାର କହିଛନ୍ତି ଯେ, ତାଙ୍କ ବୟସ ଏବଂ ଆନୁଷଙ୍ଗିକ ଅସୁସ୍ଥତା କାରଣରୁ ତାଙ୍କର…

ଯୁବତୀଙ୍କ ଆତ୍ମହତ୍ୟା ଘଟଣା; ବାପା-ସାବତ ମା’ ଗିରଫ

ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଆଗରେ ଯୁବତୀ ରାଣୀଙ୍କ ଆତ୍ମହତ୍ୟା ଘଟଣାରେ ବାପା ଓ ସାବତ ମା’ଙ୍କୁ ସଦର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଅଶୋକ ପ୍ରଧାନ ଓ ଜ୍ୟୋତ୍ସ୍ନାରାଣୀ ପ୍ରଧାନ। ଉଭୟ ବାପା ଓ ମା’…

ବାରିପଦାରେ ହେବ କଳା ବାଘ ସଫାରି: ଓଡ଼ିଶା ପର୍ଯ୍ୟଟନରେ ଆଉ ଏକ ନୂଆ ଅଧ୍ୟାୟ

ବାରିପଦାରେ ପ୍ରଥମ କଳା ବାଘ ସଫାରି ହେବା ପରେ ଓଡ଼ିଶା ପର୍ଯ୍ୟଟନରେ ଆଉ ଏକ ନୂଆ ଅଧ୍ୟାୟ ଯୋଡି ହେବ। ଏହି ସଫାରି ପର୍ଯ୍ୟଟକଙ୍କୁ ବିଶେଷ ଆକୃଷ୍ଟ କରିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ବାରିପଦାର ୧୮ ନମ୍ବର ଜାତୀୟ ରାଜପଥ…

ଆଉ କେତେ ସଦସ୍ୟ ଖୋଜିବେ ମାନ୍ୟବର ନବୀନ? ୨୪ ବର୍ଷ କମ ପଡିଲା?

୨୪ ବର୍ଷ ଓଡ଼ିଶାର ଶାସନଭାର ସମ୍ଭାଳିଲା ବିଜେଡି। ତାପରେ ବି କଣ ସଦସ୍ୟ କମ ପଡିଗଲେ। ଆଉ କେତେ ସଦସ୍ୟ ଖୋଜିବେ ମାନ୍ୟବର ନବୀନ? ଏବେ କଣ ଅଫିସର, ଅମଲା ନବୀନଙ୍କ ହାତ ଛାଡିଦେଲେ କି ? ଯେଉଁମାନଙ୍କୁ ଭରସା କରି…

ସୁଭଦ୍ରା ଯୋଜନା କ୍ରେଜ; ମାଡ଼ିଚାଲିଛନ୍ତି ମୋହନ ସରକାର, ବିଜେଡି ଶିବିରରେ କମ୍ପନ

ଏବେ ସାରା ଓଡ଼ିଶାରେ ଚାଲିଛି ସୁଭଦ୍ରା ଯୋଜନାର କ୍ରେଜ। ପ୍ରଥମ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା ସେପ୍ଟେମ୍ବର ୧୭ରେ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିବା ବେଳେ ଆଜି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସିଛି। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ…

ସବୁ ଜିଲ୍ଲାରେ ଖୋଲିବ ବନ୍ୟପ୍ରାଣୀ ସମ୍ପର୍କିତ ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର ବନ୍ୟଜନ୍ତୁ ଅଦାଲତ

ରାଜ୍ୟରେ ବନ୍ୟଜନ୍ତୁ ସମ୍ପର୍କିତ ଅପରାଧ ବଢ଼ିବାରେ ଲାଗିଛି। ତେଣୁ ବନ୍ୟପ୍ରାଣୀ ଅପରାଧ ସମ୍ପର୍କିତ ମାମଲା ଶୁଣାଣି ପାଇଁ ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ସ୍ୱତନ୍ତ୍ର ଅଦାଲତ । ବନ୍ୟପ୍ରାଣୀ ଶିକାର, ସେମାନଙ୍କ ବିରୋଧରେ ଘଟୁଥିବା ଅପରାଧକୁ ରୋକିବା ପାଇଁ ଏଭଳି ପଦକ୍ଷେପ…

ହରିୟାଣା ହାରିଲା କଂଗ୍ରେସ, ବିଳାପ କରିବ ବିଜେଡି

ହରିୟାଣା ନିର୍ବାଚନ ଫଳ କଂଗ୍ରେସକୁ ଜାତୀୟସ୍ତରରେ ବଡ଼ ଧକ୍କା ଦେଇଛି। କିନ୍ତୁ ଓଡ଼ିଶାରେ କଂଗ୍ରେସ ଅପେକ୍ଷା ବିଜୁ ଜନତା ଦଳର ନେତାମାନେ ଏବେ ବିଳାପ କରିବା ଅବସ୍ଥାକୁ ଆସିଯାଇଛନ୍ତି । ପୂର୍ବ ଶାସକ ଦଳର ନେତାମାନେ ଧରି ନେଇଥିଲେ ଯେ ହରିୟାଣାରେ…

ଖୁବ୍‌ଶୀଘ୍ର ବାରିପଦାରେ ଆରମ୍ଭ ହେବାକୁ ଯାଉଛି କଳାବାଘ ସଫାରୀ

ଖୁବ୍‌ଶୀଘ୍ର ବାରିପଦାରେ କଳାବାଘ ସଫାରୀ ଆରମ୍ଭ ହେବା ନେଇ ସୂଚନା ଦେଲେ ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ । ସେ କହିଛନ୍ତି କଳା ବାଘ ସଫାରୀ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସିଜେଡଏ ଠାରୁ ଅନୁମତି ମିଳିଛି, ସୁପ୍ରିମକୋର୍ଟଙ୍କ ଅନୁମତିକୁ…

କଟକ ଦୁର୍ଗାପୂଜାରେ ମୁତୟନ ହେବେ ୬୫ ପ୍ଲାଟୁନ୍ ଫୋର୍ସ

ଦୁର୍ଗା ପୂଜା ମାହୋଲରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କଟକ ଦୁର୍ଗାପୂଜାରେ ମୁତୟନ ହେବେ ୬୫ ପ୍ଲାଟୁନ୍ ଫୋର୍ସ ।ଦୁର୍ଗାପୂଜା ପ୍ରସ୍ତୁତି ନେଇ ଡିସିପି ଜଗମୋହନ ମୀନାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି କଟକ ଦୁର୍ଗାପୂଜାରେ ପାଇଁ ୫ ଏଡିସିପି, ୨୫…

ବିଜେପିର Missed Call ସଦସ୍ୟତା ଅଭିଯାନରୁ ବହୁତ ଉର୍ଦ୍ଧ୍ବରେ ବିଜେଡି: ନବୀନ ପଟ୍ଟନାୟକ

ତ୍ୟାଗ ଓ ସେବାର ପ୍ରତୀକ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଶ ବିଜୁ ଜନତା ଦଳ, ଆଜିଠାରୁ, ତାର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଏହା ଦୁଇ ମାସ ଧରି ଚାଲିବ । ଦଳ ସଭାପତି…