Category: ରାଜ୍ୟ

BJD MP Sasmit Patra Resigns: ସଂସଦର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର

ସଂସଦର ଆଇଟି ଓ କମ୍ୟୁନିକେସନ ଷ୍ଟାଣ୍ଡି କମିଟିରୁ ଇସ୍ତଫା ଦେଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ବିଜୁଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ପଦ ଛାଡ଼ିଲେ ସସ୍ମିତ। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ ଇସ୍ତଫା ଦେଇଥିବା ଜଣାପଡ଼ିଛି।…

MLA Manorama Mohanty Targets Police: ବିଧାୟିକାଙ୍କ କ୍ୱାର୍ଟର୍ସରେ ପୋଲିସ ପଶିବା ଘଟଣା; ପୋଲିସକୁ ମାରି ଥାଆନ୍ତି ଚାପୁଡ଼ା: ମନୋରମା ମହାନ୍ତି

କଳାହାଣ୍ଡି ଜିଲ୍ଲା ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ କେସିଙ୍ଗା ପୋଲିସ ପକ୍ଷରୁ ଚାଲିଛି ଚଢାଉ କରାଯାଇଛି । ବିଧାୟିକାଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ ପ୍ରସାଦଙ୍କୁ…

Vigilance Nabs RI: ଭିଜିଲାନ୍ସ ଜାଲରେ ମଙ୍ଗରାଜପୁର ଆରଆଇ ରାଜାରାମ ବାନ୍ଦ୍ରା

ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ତହସିଲ ଅନ୍ତର୍ଗତ ମଙ୍ଗରାଜପୁରର ରାଜସ୍ୱ ନିରୀକ୍ଷକ ରାଜାରାମ ବାନ୍ଦ୍ରା । ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି ସରକାରୀ ବାବୁ। ଜଣେ ଜମି ମାଲିକଙ୍କଠାରୁ ୩୦,୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଗିରଫ…

Councilors Resign From BJD: ବିଜେଡିରୁ ଇସ୍ତଫା ଦେଲେ ୯ କାଉନ୍‌ସିଲର୍‌

କେନ୍ଦୁଝର ବିଜେଡିକୁ ଶକ୍ତ ଝଟ୍‌କା । ଇସ୍ତଫା ଦେଲେ ୯ କାଉନ୍‌ସିଲର୍‌ । ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି କାଉନ୍‌ସିଲର୍‌ମାନେ । ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସଙ୍କ ସମେତ ୯ ଇସ୍ତଫା ଦେଇଥିବା…

Minor Girl Tortured In BBSR: ଭୁବନେଶ୍ୱରରେ ନାବାଳିକାକୁ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ; ଘର ମାଲିକ ଅଟକ

ନାବାଳିକାକୁ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ । ଘରେ କାମ କରୁଥିବା ନାବାଳିକାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା। ଭୁଲ୍ ହେବାରୁ ନିର୍ଘାତ ମାଡ଼ ମାରୁଥିଲେ ଘର ମାଲିକାଣୀ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏଭଳି କିଛି ଅମାନବୀୟ କାଣ୍ଡକୁ ନେଇ…

Police At MLAs Residence: ବିଜେଡି ବିଧାୟିକାଙ୍କ ଘରେ ପୋଲିସ

ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଘରେ ପୋଲିସ । ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ବିରୋଧରେ ହତ୍ୟା ଧମକ ଦେଇଥିବା ଅଭିଯୋଗ। ଓଡ଼ିଶା ସରକାରୀ ଅଧିକାରୀଙ୍କୁ ହତ୍ୟା ଧମକ ଦେବା ଅଭିଯୋଗ ପରେ ନର୍ଲା ବିଜେଡି…

Tilagarh MLA Fires in Air: ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ନାଁରେ ମାମଲା ରୁଜୁ, ପିଏସ୍‌ଓ ସସ୍‌ପେଣ୍ଡ

ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଓ ତାଙ୍କ ପିଏସ୍‌ଙ୍କ ନାଁରେ ମାମଲା ରୁଜୁ ହୋଇଛି । ଟିଟିଲାଗଡ଼ ଥାନାରେ ଆର୍ମସ୍‌ ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ । ରାମ ନବମୀ ଅବସରରେ ଟିଟିଲାଗଡରେ ଅନୁଷ୍ଠିତ ଶୋଭାଯାତ୍ରାରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ବ୍ଲାଙ୍କ…

Blank Firing by Nabin Jain: ବନ୍ଧୁକ ଚଳାଇବା ଘଟଣାରେ ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କ ଗିରଫ ଦାବି କଲା ବିଜେଡି

ଶୁକ୍ରବାର ପବିତ୍ର ରାମ ନବମୀ ଅବସରରେ ଟିଟିଲାଗଡରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିଲା । ଏହି ଶୋଭାଯାତ୍ରାରେ ଅରାଜକତାର ସମସ୍ତ ସୀମାରେଖା ଉଲ୍ଲଂଘନ କରି ଟିଟିଲାଗଡ ବିଧାୟକ ନବୀନ ଜୈନ ଏକ ବନ୍ଧୁକ ବାହାର କରି ସର୍ବସାଧାରଣଙ୍କ ସାମ୍ନାରେ ଉପରକୁ ଫାଙ୍କା…

Subhadra Yojana Registration: ଏପ୍ରିଲ ୧ରୁ ହେବ ନୂଆ ହିତାଧିକାରୀଙ୍କ ପାଇଁ ସୁଭଦ୍ରା ପଞ୍ଜୀକରଣ

ଓଡ଼ିଶା ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନା ପାଇଁ ନୂତନ ହିତାଧିକାରୀଙ୍କ ନାମ ପଞ୍ଜୀକରଣ ପାଇଁ ଆବେଦନ ଏପ୍ରିଲ ୧ ତାରିଖରୁ ଆନୁଷ୍ଠାନିକ ଭାବରେ ଆରମ୍ଭ ହେବ । ଏପ୍ରିଲ ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ପାଇଁ ‘ସୁଭଦ୍ରା…

Blank Firing by Titilagarh MLA: ବିଧାୟକ ନବୀନ ଜୈନଙ୍କ ଫାଙ୍କା ଗୁଳିଚାଳନା ଘଟଣାରେ ପିଏସ୍‌ଓଙ୍କୁ ଡାକରା

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବିଜେପି ବିଧାୟକ ନବୀନ ଜୈନଙ୍କ ଫାଙ୍କା ଗୁଳିଚାଳନା ଘଟଣାରେ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ଡାକରା ହୋଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବଲାଙ୍ଗୀର ଏସ୍‌ପି କହିଛନ୍ତି । ସୂଚନା ଅନୁଯାୟୀ,…