Category: ରାଜ୍ୟ

ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହଷ୍ଟେଲ୍ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ଛାତ୍ରୀ ହେଲେ କୃତ୍ତିକା ରାଜ। ତାଙ୍କ ଘର ଦିଲ୍ଲୀରେ ହୋଇଥିବା ବେଳେ ସେ ବି.ଟେକ୍ ତୃତୀୟ ବର୍ଷରେ ପଢ଼ୁଥିଲେ। ସୂଚନାଯୋଗ୍ୟ,…

ମା’ ସମଲେଶ୍ୱରୀଙ୍କ ନିକଟକୁ ଆସିଲା ସରିଆ ଧାନ

ଆସନ୍ତା ୮ ତାରିଖରେ ପାଳନ ହେବାକୁ ଯାଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୁଆଁଖାଇରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କୁ ନବାନ୍ନ ଅର୍ପଣ ହେବ। ଆଜି ଚାଷୀ ନିଜ କ୍ଷେତରେ ଅମଳ ହୋଇଥିବା ସରିଆ ଧାନ ମୁଖ୍ୟ ପୂଜକଙ୍କୁ ପ୍ରଦାନ…

ବିଧାନସଭାରେ ‘ବ୍ଲାକ୍‌ ରୋଜ୍‌’ ଜାହାଜ ବୁଡ଼ିବା ପ୍ରସଙ୍ଗ ଉଠାଇ ପୂର୍ବ ସରକାରଙ୍କୁ ଟାର୍ଗେଟ

ଆଜି ବିଧାନସଭାରେ ‘ବ୍ଲାକ୍‌ ରୋଜ୍‌’ ଜାହାଜ ବୁଡ଼ିବା ପ୍ରସଙ୍ଗ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ। ଖଣି ବିଭାଗର ଖର୍ଚ୍ଚ ଦାବି ବିଷୟରେ ଆଲୋଚନା ହେଉଥିବା ବେଳେ ପାରାଦୀପ ଉପକୂଳରେ ବୁଡ଼ିଥିବା ବ୍ଲାକରୋଜ୍‌ ଜାହାଜ କାହାର ବୋଲି…

ରାଜ୍ୟରେ ଆରମ୍ଭ ହେଲା ବିଜେପିର ସଦସ୍ୟତା ଅଭିଯାନ

ଆଜି ବିଜେପିର ସଦସ୍ୟ ଅଭିଯାନ ନେଇ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଜେପିର ସଦସ୍ୟତା ଅଭିଯାନରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ସଦସ୍ୟତା ଗ୍ରହଣ କରିଛନ୍ତି। ରାଜ୍ୟ…

‘ସୁଭଦ୍ରା’ ଆବେଦନ ପାଇଁ ୪ଟି ମୋଡ୍‌ରେ ହେଉଛି ଆଧାର ଅଥେଣ୍ଟିକେସନ: ମଦନ ମୋହନ ରାଉତ

ସୁଭଦ୍ରା ଯୋଜନା ଆବେଦନ ପାଇଁ ଜନସେବା କେନ୍ଦ୍ରରେ ଭିଡ଼ ପ୍ରସଙ୍ଗରେ ଜନସେବା କେନ୍ଦ୍ର ଓଡ଼ିଶା ମୁଖ୍ୟ ମଦନ ମୋହନ ରାଉତଙ୍କ ସୂଚନା । ସେ କହିଛନ୍ତି ‘ସୁଭଦ୍ରା’ ଆବେଦନ ପାଇଁ ୪ଟି ମୋଡ୍‌ରେ ହେଉଛି ଆଧାର ଅଥେଣ୍ଟିକେସନ। ମୋବାଇଲ, ବାୟୋମେଟ୍ରିକ, ଫେସ୍‌,…

ସୁନୀତି ମୁଣ୍ତଙ୍କୁ ବିଜେପି ପାର୍ଟି ଅଫିସରୁ ତଡ଼ିଦେଲେ ବିଜେପି କର୍ମୀ 

ବିଜେପି ପାର୍ଟି ଅଫିସରେ ବିଜେପିରୁ ନିଲମ୍ୱିତ ହୋଇଥିବା ସୁନୀତି ମୁଣ୍ଡଙ୍କୁ ଦୁର୍ବ୍ୟବହାର । ସଭାପତି ମନମୋହନ ସାମଲଙ୍କୁ ଭେଟିବାକୁ ଆସିଥିବା ବେଳେ ସୁନୀତି ମୁଣ୍ଡଙ୍କୁ ଜୋରଦାର ବିରୋଧ କରିଥିଲେ ବିଜେପି ସଦସ୍ୟ । ଏହାପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଘଉଡ଼ାଇ ରାସ୍ତାରେ…

ଚିକିଟି ମଦମୃତ୍ୟୁ ମାମଲା; ଅପମିଶ୍ରଣ ବା ବିଷକ୍ରିୟାରୁ ହୋଇଛି ମୃତ୍ୟୁ !

ଗଞ୍ଜାମ ଜିଲା ଚିକିଟିରେ ବିଷାକ୍ତ ମଦମୃତ୍ୟୁକୁ ନେଇ ଏମ୍‌କେସିଜି ଅଧୀକ୍ଷକଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ବାହାରୁ କିଛି ବିଷାକ୍ତ ପଦାର୍ଥ ମିଶାଯାଇ ଥାଇପାରେ କାରଣ ରୋଗୀ ଲକ୍ଷଣରୁ ବାହାରୁ କିଛି ବିଷାକ୍ତ ପଦାର୍ଥ ମିଶାଯାଇଥିବା ଲାଗୁଛି । ଅପମିଶ୍ରଣ ବା…

ଗ୍ୟାସ ସିଲିଣ୍ଡର ଫାଟି କ୍ଷୟକ୍ଷତି ହେଲେ ମିଳିବ କ୍ଷତିପୂରଣ: ଓଡ଼ିଶା ହାଇକୋର୍ଟ

ଗ୍ୟାସ ସିଲିଣ୍ଡର ଫାଟି କ୍ଷୟକ୍ଷତି ହେଲେ ମିଳିବ କ୍ଷତିପୂରଣ । ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଯଦି କୌଣସି ଲୋକ ଗ୍ୟାସ୍ ଫାଟିବାରେ ଆହତ ହୋଇଛନ୍ତି ତାଙ୍କୁ ୨ଲକ୍ଷ ଓ ମୃତକଙ୍କୁ ମିଳିବ…

ରାଜ୍ୟରେ ଗତ ୫ ବର୍ଷ ଭିତରେ ଉଦ୍ଧାର ହୋଇଛନ୍ତି ୨୮୩ ଜଣ ଶିଶୁ ଶ୍ରମିକ

ରାଜ୍ୟରେ ୫ ବର୍ଷରେ ୨୮୩ ଶିଶୁ ଶ୍ରମିକ ଉଦ୍ଧାର। ଆଜି ବିଧାନଭାର ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନ ରାଜ୍ୟରେ ଗତ ୫ ବର୍ଷ ଭିତରେ କେତେ ସଂଖ୍ୟକ ଶିଶୁ ଶ୍ରମିକ ଉଦ୍ଧାର ହେଇଛନ୍ତି? ଆଉ ଶିଶୁ ଶ୍ରମିକ…

ପାର୍ସଲ ବୋମା ବିସ୍ଫୋରଣ ମାମଲା: କୋର୍ଟରେ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସାକ୍ଷ୍ୟ ଗ୍ରହଣ । ପାଟଣାଗଡ଼ ଏ. ଡ଼ି. ଜେଙ୍କ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ତତକଳୀନ କ୍ରାଇମବ୍ରାଞ୍ଚ ଆଇ. ଜି ଅରୁଣ ବୋଥ୍ରା । କୋର୍ଟରେ ସରକାରୀ ଓକିଲ ଓ ଏହି ଘଟଣାର…