Category: ରାଜ୍ୟ

୬ରେ ରତ୍ନଭଣ୍ଡାରର ଚୂଡ଼ାନ୍ତ ନିଷ୍ପତ୍ତି: ଆଇନ ମନ୍ତ୍ରୀ

ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବ ବୋଲି କହିଲେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ୬ ତାରିଖରେ ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏ ନେଇ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି। ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ…

୮ରେ ହେବନି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ୮ ତାରିଖରେ ବନ୍ଦ ରହିବ। ରଥଯାତ୍ରା ପାଇଁ ସରକାରୀ ଛୁଟି ଥିବାରୁ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏ ନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦେଇଛି।

ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ଚାଷୀଙ୍କୁ ଫସଲ ପାଇଁ ୧୧ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବେ। ଏହାସହିତ ପ୍ରତ୍ୟେକ ଚାଷୀଙ୍କୁ ଏକ ଟଙ୍କା ପ୍ରିମିୟମରେ ପ୍ରଧାନମନ୍ତ୍ରୀ ଫସଲ ବୀମା…

ଏବେ ଓଡ଼ିଆ ଭାଷାରେ ଏମବିବିଏସ୍ ଶିକ୍ଷା, କମିଟି ଗଠକ କଲେ ରାଜ୍ୟସରକାର

ରାଜ୍ୟରେ ଓଡିଆ ଭାଷାରେ ଡାକ୍ତରୀ ଶିକ୍ଷା ପ୍ରଦାନ କରିବାରକୁ ଦୃଷ୍ଟିରେ ରଖି ଡାକ୍ତର ମାନସ ରଞ୍ଜନ ସାହୁଙ୍କ ତତ୍ତ୍ଵାବଧାନରେ ଏକ କମିଟି ଗଠନ କରାଯାଇଛି । ଏହି ୨୨ ଜଣ ସଦସ୍ୟ ଥିବା କମିଟି ଓଡିଆ ଭାଷାରେ MBBS ଶିକ୍ଷା ଅନୁବାଦ…

ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’ ଓଡିଶାରେ ହେବ କାର୍ଯ୍ୟକାରୀ: ମୁଖ୍ୟମନ୍ତ୍ରୀ

ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’କୁ ଓଡିଶାରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାରେ ମହିଳାଙ୍କ ସୁରକ୍ଷା, ନିରାପତ୍ତା ଓ ସଶକ୍ତିକରଣକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ…

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ୪ ଅଫିସରଙ୍କୁ ହଟାଗଲା

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍‌ଓ)ରେ କାର୍ଯ୍ୟରତ ୪ ଅଫିସରଙ୍କୁ ଜିଏ ବିଭାଗକୁ ଫେରାଗଲା । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସିଏମ୍‌ଓରେ କାର୍ଯ୍ୟରତ ଥିବା ୪ ଅଫିସରଙ୍କୁ ହଟାଯାଇଛି । ଲାଲା ମନୋଜ କୁମାର ରାୟ, ରବୀନ୍ଦ୍ର କୁମାର ସେଠୀ, ଶୁଭ୍ରାଂଶୁ…

ରଥଯାତ୍ରା ଶୃଙ୍ଖଳିତ ଓ ସୁପରିଚାଳନା ପାଇଁ ଡିଜିପିଙ୍କ ବୈଠକ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଶୃଙ୍ଖଳିତ ଓ ସୁପରିଚାଳନା ନିମନ୍ତେ ଡିଜିପିଙ୍କ ବୈଠକ । ଟାଉନ୍ ହଲରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଡିଜିପିଙ୍କ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୋଲିସ ପ୍ରଶାସନର ସମସ୍ତ ବରିଷ୍ଠ ଅଧୂକାରୀଙ୍କୁ ନେଇ ବୈଠକ କରିଛନ୍ତି ଡିଜିପି…

ଲୋକସେବା ଭବନରେ କାର୍ଯ୍ୟରତ ଏଏସ୍‌ଓଙ୍କ ମୃତଦେହ ଉଦ୍ଧାର

ଲୋକସେବା ଭବନରେ କାର୍ଯ୍ୟରତ ASO ମୋରା ମାରାଣ୍ଡିଙ୍କ ମୃତଦେହ ଉଦ୍ଧାର । ଆଚାର୍ଯ୍ୟ ବିହାର ସ୍ଥିତ ରହୁଥିବା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ସୂଚନା । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି । ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମଟମ୍…

ବେଦାନ୍ତ ଖଣି ସମ୍ମୁଖରେ ମୁହାଁମୁହିଁ ହେଲେ ବିକ୍ଷୋଭକାରୀ ଓ ପୋଲିସ

ସୁନ୍ଦରଗଡ଼ ହେମଗିରି ଜାମୁକାନି ବେଦାନ୍ତ କୋଇଲା ଖଣିରେ ଉତ୍ତେଜନା । କୋଇଲା ଖଣି ପ୍ରକଳ୍ପରେ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ । ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇନେବାକୁ ପ୍ରୟାସ ବେଳେ ଉତ୍ତେଜନା । କ୍ଷତିପୂରଣ ଦାବିରେ ୨୦ ଦିନ ହେଲା ଆନ୍ଦୋଳନରେ କରିଥିଲେ ବିକ୍ଷୋଭକାରୀ। ଆଜି…

ବଲେ ବଲେ ଢାବା ସହ କିଛି ସମ୍ପର୍କ ନାହିଁ: ବିଜେଡି ନେତ୍ରୀ ଏଲିନା

ଯାଜପୁରର ବଲେ ବଲେ ଢାବା ସିଲ ଘଟଣା ଏବେ ଚର୍ଚ୍ଚାରେ ଅଛି। ଏହି ଘଟଣାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି ନେତ୍ରୀ ଏଲିନା ଦାସ । ଏଲିନା ଲିଜରେ ଓ ବିନା କାଗଜପତ୍ରରେ ଢାବା ଚଳାଉଥିବା ଅଭିଯୋଗ ହୋଇଥିଲା । ହାଇକୋର୍ଟରେ…