Category: ରାଜ୍ୟ

Andhra Pradesh Stampede: ଆନ୍ଧ୍ରରେ ଦଳାଚକଟା, ୯ ମୃତ

ଆନ୍ଧ୍ର ପ୍ରଦେଶ ର ଶ୍ରୀକାକୁଲମରେ ଦଳାଚକଟା ଘଟି ୯ ଜଣଙ୍କ ମୃତ୍ୟୁ ଘଟିଛି । କାଶିବୁଗା ସ୍ଥିତ ଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିର ଭିତରେ ଦଳାଚକଟା ଯୋଗୁଁ ନଅ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। । ଏକାଦଶୀ…

Nuapada By-Election: ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲା ବିଜେଡି

ନୂଆପଡ଼ା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଗଣତନ୍ତ୍ରର ମୂଲ୍ୟକୁ ଦଳିମକଚି ନିର୍ବାଚନ ପରିଚାଳନା କରୁଛନ୍ତି ବୋଲି ସଙ୍ଗୀନ ଅଭିଯୋଗ ଆଣି ଆଜି ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଛି ବିଜେଡି । ଏକ ବିରାଟ ପଟୁଆରରେ ବିଜେଡି ନେତୃବୃନ୍ଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

Gandhamardan Scam: ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ

ଖାରଜ ହେଲା ରାଜା ଚକ୍ରଙ୍କ ଜାମିନ ଆବେଦନ। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଛି । ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ରର ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ଅନ୍ୟ ଅଭିଯୁକ୍ତ…

Water Resources Department: ରାଜୀବ ଭବନରେ ଜଳସମ୍ପଦ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜୀବ ଭବନରେ ଜଳସମ୍ପଦ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେଠାରେ ପହଞ୍ଚି ଉନ୍ନୟନ କମିଶନର ଓ ଜଳସମ୍ପଦ ମୁଖ୍ୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ହାଇଡ୍ରୋ ଲୋଜିକାଲ ଡାଟା ସେଣ୍ଟରର କଲେ ମୁଖ୍ୟମନ୍ତ୍ରୀ ସମୀକ୍ଷା…

CMC Council Meeting: ସିଏମସି କାଉନସିଲ ବୈଠକରେ ଗଣ୍ଡଗୋଳ; ମୁହାଁମୁହିଁ ହେଲେ ବିଜେଡି ଓ ବିଜେପିର କର୍ପୋରେଟର

ସିଏମସି କାଉନସିଲ ବୈଠକରେ ପ୍ରବଳ ଗଣ୍ଡଗୋଳ । ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପିର କର୍ପୋରେଟର। ଏପରିକି ମାଇକ ଭାଙ୍ଗିବା, ଫୁଲଦାନୀ ଫୋପାଡ଼ିବା ସହ ଠେଲପେଲା ହେବାଭଳି ପରିସ୍ଥିତି ଦେଖିବାକୁ ମିଳିଛି । ୫୧ ନଂ ୱାର୍ଡରେ ଜିମ୍‌ ଯନ୍ତ୍ରାଂଶ ଲାଗିବାକୁ…

Nuapada By-Election: ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ପୋଲିସ ଚଢ଼ାଉ

ନୂଆପଡ଼ା ଖରିଆର୍ ରୋଡ୍‌ରେ ରହୁଥିବା ଘରେ ପୋଲିସର ଚଢ଼ାଉ । ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ବରେ ଅଛନ୍ତି ପ୍ରୀତିରଞ୍ଜନ। ନୂଆପଡ଼ା ଖରିଆର୍ ରୋଡ୍ ରେ ରହୁଥିବା ଘରେ ପୋଲିସର ଚଢ଼ାଉ କରୁଛି ପୁଲିସ। ଘରେ ପ୍ରୀତିରଞ୍ଜନ ନଥିବାରୁ ପୋଲିସ ଫେରି…

Bus Fire Safety: ଯାତ୍ରୀବାହୀ ବସ୍‌ରେ ବାଧ୍ୟତାମୂଳକ ଅଗ୍ନି ସୁରକ୍ଷା ବ୍ୟବସ୍ଥା

ଯାତ୍ରୀବାହୀ ବସ୍‌ରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ ।ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ବସ୍‌ରେ ଫାୟାର ଡିଟେକସନ୍ ଓ ସପ୍ରେସନ୍ ସିଷ୍ଟମ ରଖିବା ବାଧ୍ୟତାମୂଳକ । ଆପତ୍ତକାଳୀନ ପ୍ରସ୍ଥାନ ଦ୍ୱାର, କାଚ ଭାଙ୍ଗିବାକୁ…

Pitabash Panda Murder Case: ପୀତବାସ ହତ୍ୟା ମାମଲା; ଫୁଲବାଣୀ ଜେଲ୍‌ରେ ମାଷ୍ଟରମାଇଣ୍ଡ ପିଣ୍ଟୁ ଦାଶ

ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଜେଲ୍‌ରୁ ଫୁଲବାଣୀ ଜେଲ୍ ସ୍ଥାନାନ୍ତର ହେଲେ ଅଭିଯୁକ୍ତ ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ୍ ପିଣ୍ଟୁ । କଡ଼ା ସୁରକ୍ଷା ମଧ୍ୟରେ ଅଭିଯୁକ୍ତକୁ ଫୁଲବାଣୀ ଜେଲ୍‌କୁ ଆଣିଲା ପୋଲିସ । ବ୍ରହ୍ମପୁର ଜେଲ୍‌ରେ…

Police SI Exam Scam: SI ପରୀକ୍ଷା କେଳେଙ୍କାରୀ ମାମଲା; ସିବିଆଇକୁ ସହଯୋଗ କରିବ କ୍ରାଇମବ୍ରାଞ୍ଚ

ଓଡ଼ିଶା ପୋଲିସ ସବ୍ ଇନସ୍ପେକ୍ଟର ପରୀକ୍ଷା ଦୁର୍ନୀତି ମାମଲା ତଦନ୍ତରେ ସିବିଆଇକୁ ସମ୍ପୂର୍ଣ୍ଣ ସହଯୋଗ କରିବ କ୍ରାଇମବ୍ରାଞ୍ଚ । ଏହା ଅନ୍ତଃରାଜ୍ୟ ଲିଙ୍କ ହୋଇଥିବାରୁ ସିବିଆଇ ଏହାକୁ ବହୁତ ଭଲଭାବରେ ତଦନ୍ତ କରିପାରିବ ବୋଲି ସୂଚନା ଦେଇଛନ୍ତି କ୍ରାଇମ ବ୍ରାଞ୍ଚ ଆରକ୍ଷୀ…

Run For Unity: ଏକତା ଦୌଡ଼ କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଦେଶ ପାଳୁଛି ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ। ଏହି ଉପଲକ୍ଷେ ସାରା ଦେଶରେ ‘ଏକତା ଦିବସ’ ପାଳନ କରାଯାଉଛି। ଏହାକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି । ଏହି ଅବସରରେ ଭୁବନେଶ୍ୱରରେ ଏକତା…