Category: ରାଜ୍ୟ

Plus Two Exams 2027: ଯୁକ୍ତ ଦୁଇ ପରୀକ୍ଷା ୨୦୨୭; ସମସ୍ତ ପରୀକ୍ଷା କେନ୍ଦ୍ର ଓ ଷ୍ଟ୍ରଙ୍ଗ୍ ରୁମରେ ବାଧ୍ୟତାମୂଳକ ସିସିଟିଭି ସହିତ ଲାଇଭ୍ ଷ୍ଟ୍ରିମିଂ: CHSE

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ହେବାକୁ ଥିବା ୨୦୨୭ ବାର୍ଷିକ ଯୁକ୍ତ ଦୁଇ ପରୀକ୍ଷାକୁ ଅଧିକ କଡ଼ା, ନିରପେକ୍ଷ ଏବଂ ସ୍ୱଚ୍ଛ କରିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତ ଥର କେବଳ ସିସିଟିଭି କ୍ୟାମେରା…

Puri-Badampahar Express Approved: ପୁରୀ-ବାଦାମପାହାଡ଼ ଏକ୍ସପ୍ରେସକୁ ରେଲୱେ ବୋର୍ଡର ମଞ୍ଜୁରୀ

ଓଡ଼ିଶାର ପୁରୀରୁ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ମଧ୍ୟରେ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ପାଇଁ ରେଲୱେ ବୋର୍ଡ ମଞ୍ଜୁରୀ ଦେଇଛି । ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଦାବି ପରେ ଏହି ଅନୁମୋଦନ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି । ଏହି ଟ୍ରେନ୍ ପ୍ରତିଦିନ ଚଳାଚଳ…

Kotia Border Dispute: କୋଟିଆ ବିବାଦର ସମାଧାନ ପାଇଁ ରାଜନୈତିକ ଏକତା ଲୋଡ଼ିଲେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାର ଅସ୍ମିତା ଏବଂ ସାର୍ବଭୌମତ୍ୱର ପ୍ରତୀକ କୋଟିଆକୁ ନେଇ ଦୀର୍ଘ ଦିନରୁ ଚାଲିଆସୁଥିବା ସୀମା ବିବାଦ ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦଳମତ ନିର୍ବିଶେଷରେ ଓଡ଼ିଶାର ସ୍ୱାର୍ଥ ପାଇଁ ସମସ୍ତେ ଏକାଠି ହୋଇ ଏହାର ଏକ ମିଳିତ ସମାଧାନ…

India Chem 2026: ଇଣ୍ଡିଆ କେମ୍‌-୨୦୨୬ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଓଡ଼ିଶା ଆଣିବ ନୂଆ ନିବେଶ

ଭାରତର ଶିଳ୍ପ କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟୁଥିବା ବେଳେ ଓଡ଼ିଶା ନିଜକୁ ଦେଶର ଅଗ୍ରଣୀ ଉତ୍ପାଦନ ହବ୍ ଭାବେ ଗଢ଼ିତୋଳିବାକୁ ଆଗେଇ ଆସିଛି। ଅକ୍ଟୋବର ୨୨ରୁ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ବହୁପ୍ରତୀକ୍ଷିତ ‘ଇଣ୍ଡିଆ କେମ୍-୨୦୨୬’ ଶିଳ୍ପ ସମ୍ମିଳନୀରେ…

Asian Para Games: ଏସୀୟ ପାରା କ୍ରୀଡ଼ାରେ ଓଡ଼ିଶାର ପାୟଲ ନାଗ୍‌ଙ୍କୁ ରୌପ୍ୟ ପଦକ

ଏସୀୟ ପାରା କ୍ରୀଡ଼ାରେ ଚମକିଛନ୍ତି ଓଡ଼ିଶା ଝିଅ ପାୟଲ ନାଗ୍‌ । ମହିଳା ପାରା କମ୍ପାଉଣ୍ଡ ଆର୍ଚେରୀ ଡବଲ୍ସ ଇଭେଣ୍ଟରେ ପାୟଲ ନାଗ୍‌ ରୌପ୍ୟ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ଏହି ଇଭେଣ୍ଟରେ ପାୟଲ ନାଗ୍‌ଙ୍କ ସହ…

Naveen Patnaik’s CJP Support Row: CJPକୁ ନବୀନଙ୍କ ସମର୍ଥନ ପ୍ରସଙ୍ଗ: କଡ଼ା ସମାଲୋଚନା କଲେ ମନମୋହନ ସାମଲ

CJP କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମର୍ଥନ କରିବା ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ବିଜେଡି ସୁପ୍ରମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ CJPକୁ ସମର୍ଥନ ଜଣାଇବା ପରେ ଶାସକ ଦଳ ବିଜେପି ପକ୍ଷରୁ…

67th Police Commemoration Day: ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ: କଟକ ଓ ଭୁବନେଶ୍ୱରରେ ଅମର ଶହୀଦଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ରାଜ୍ୟରେ ଗୌରବ ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ। ଦେଶର ସୁରକ୍ଷା, ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଜନସାଧାରଣଙ୍କ ସେବା ପାଇଁ ନିଜର ଅମୂଲ୍ୟ ଜୀବନ ବଳିଦାନ ଦେଇଥିବା ବୀର ପୋଲିସ ଶହୀଦମାନଙ୍କ ସ୍ମୃତିରେ…

Heavy Rain: ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ: ୨୩ ସୁଦ୍ଧା ଅଧିକ ଘନୀଭୂତ ହେବା ସମ୍ଭାବନା

ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତା ଅକ୍ଟୋବର ୨୩ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ଓ ତତ୍‌ସଂଲଗ୍ନ ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ,…

Vijayadashami Celebrations Today: ଆଜି ପବିତ୍ର ବିଜୟାଦଶମୀ

ଆଜି ପବିତ୍ର ବିଜୟାଦଶମୀ। ମହାମାୟାଙ୍କ ଦଶହରା ଉତ୍ସବର ଏହା ହେଉଛି ଅନ୍ତିମ ପର୍ବ। ଆଜି ପୂଜା ମଣ୍ଡପଗୁଡ଼ିକରେ ବିଜୟାଦଶମୀ ଉତ୍ସବ ଅତ୍ୟନ୍ତ ଧୁମଧାମ ଓ ଶ୍ରଦ୍ଧାର ସହ ପାଳିତ ହେଉଛି। ମା’ଙ୍କ ଆରାଧନା, ଘଣ୍ଟଘଣ୍ଟା, ଶଙ୍ଖ ଧ୍ୱନି ଏବଂ ମନ୍ତ୍ରୋଚ୍ଚାରଣରେ ଗୁଞ୍ଜରିତ…

CM’s High-Level Meet Today: ଲୋକସେବା ଭବନରେ ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି ମଧ୍ୟାହ୍ନରେ ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଏକ ବଡ଼ଧରଣର ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି। ରାଜ୍ୟର ଆଇନ ଶୃଙ୍ଖଳା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ଆହ୍ୱାନ କରାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟର ବହୁ ପଦସ୍ଥ…