Category: ରାଜ୍ୟ

Pravati Hails Narishakti Vandan Act: ନାରୀଶକ୍ତି ଅଧିବେଶନ ଅମୃତକାଳର ଅମୃତବେଳା: ପ୍ରଭାତୀ ପରିଡା

ଚଳିତ ବର୍ଷ ଏପ୍ରିଲ ୧୬ରୁ ୧୮ ତାରିଖ ଦେଶର ୨୫ବର୍ଷର ଅମୃତକାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅମୃତ ବେଳା ହେବାକୁ ଯାଉଛି । ଏ ନେଇ ସୂଚନା ଦେଇଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ସଂସଦରେ ତ୍ରିଦିବସୀୟ ମାତୃଶକ୍ତି…

112 Call Centre Staff Protest: ଧାରଣାରେ ୧୧୨ କଲ୍ ସେଣ୍ଟର କର୍ମଚାରୀ

୧୦ ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି କର୍ମଚାରୀ । ଧାରଣାରେ ବସିଛନ୍ତି ଓଡ଼ିଶାବାସୀଙ୍କୁ ଜରୁରୀ କାଳୀନ ସେବା ଯୋଗାଉଥିବା ୧୧୨ କର୍ମଚାରୀ । ୫ ମାସ ହେବ ଦରମା ନମିଳିବା, କର୍ମକ୍ଷେତ୍ରରେ ନିର୍ଯାତନା ଭଳି ୧୦ ଦଫା ଦାବି କରି…

Neredi Project: ଓଡ଼ିଶାକୁ ବଂଶଧାରା ଝଟକା; ନେରେଡିକୁ ସବୁଜ ସଂକେତ

ଅନେକଙ୍କୁ ଏହି ଖବର କେବଳ ଚକିତ କରିବ ତା’ ନୁହେଁ ବରଂ ଦାରୁଣ ଆଘାତ ମଧ୍ୟ ଦେବ । ନବୀନ ସରକାରଙ୍କ ପାପର ବୋଝ ପିଢ଼ି ପରେ ପିଢ଼ି କେତେ ପୀଡ଼ାଦାୟକ ତାହା ସମସ୍ତେ ଅବଶ୍ୟ ବୁଝିବେ ଆଜି ନହେଲେ କାଲି…

Heatwave Alert: ଆଗାମୀ ସପ୍ତାହେ ଯାଏ ରାଜ୍ୟରେ କଲବଲ କରିବ ତାତି

ଆଗାମୀ ୭ ଦିନ ଯାଏଁ ରାଜ୍ୟରେ କଲବଲ କରିବ ତାତି। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଓ ତାତି ଅନୁଭୂତ ହେବ। ଅସହ୍ୟ ଗରମ ଓ ଗୁଳିଗୁଳିରେ ଅସ୍ତବ୍ୟସ୍ତ ହେଲାଣି ଜୀବନ। ଆଜିଠାରୁ ଦିନ…

Sadhu Nepak Returns to Congress: କଂଗ୍ରେସକୁ ବାହୁଡ଼ିଲେ ପୂର୍ବତନ ବରଗଡ଼ ବିଧାୟକ ସାଧୁ ନେପାକ

ପୂର୍ବତନ ବରଗଡ଼ କଂଗ୍ରେସ ବିଧାୟକ ସାଧୁ ନେପାକ ଆଜି ତାଙ୍କ ଶତାଧିକ ସମର୍ଥକଙ୍କ ସହିତ କଂଗ୍ରେସ ଭବନଠାରେ ପିସିସି ସଭାପତି ଭକ୍ତ ଚରଣ ଦାସ, ଓଡିଶା ସହ-ପ୍ରଭାରୀ ଜେଟ୍ଟୀ କୁସୁମ କୁମାର ତଥା ଅନ୍ୟ ତୁଙ୍ଗ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ବିଜେଡି…

ICC in Higher Education Institutes: ସପ୍ତାହେ ଭିତରେ ସବୁ କଲେଜରେ ICC ଗଠନ ପାଇଁ ନିର୍ଦ୍ଦେଶ

ସମସ୍ତ କଲେଜରେ କର୍ମଚାରୀ ଏବଂ ଛାତ୍ର ଉଭୟଙ୍କ ପାଇଁ ଏକ ନିରାପଦ ପରିବେଶ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ସମସ୍ତ କଲେଜରେ ସପ୍ତାହେ ଭିତରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ପ୍ରତିଷ୍ଠା କରିବାକୁ ବାଧ୍ୟତାମୂଳକ କରିଛନ୍ତି । ସବୁ ସରକାରୀ,…

Khondalite Stone Controversy: ବବି ଦାସଙ୍କ ଘରେ ଖଣ୍ଡୋଲାଇଟ ବ୍ୟବହାର ପ୍ରସଙ୍ଗରେ ମୁହଁ ଖୋଲିଲେ ପରିବାର

ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଘରେ ଶ୍ରୀମନ୍ଦିର ଖଣ୍ଡୋଲାଇଟ୍ ପଥର ବ୍ୟବହାର ଅଭିଯୋଗ ଆସିବା ପରେ ମୁହଁ ଖୋଲିଛନ୍ତି ବବିଙ୍କ ପରିବାର । ପ୍ରେସମିଟ୍‌ରେ ଅଭିଯୋଗକୁ ମିଛ ବୋଲି କହିଛନ୍ତି ବବିଙ୍କ ଦାଦା ଯଯାତି କେଶରୀ । ତାଙ୍କ…

Sijimali Mining Issue: ସିଜିମାଳି ପ୍ରସଙ୍ଗରେ ଜୁଏଲ ଓରାମଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ସସ୍ମିତ ପାତ୍ର

ରାୟଗଡ଼ା ଜିଲ୍ଲା ସିଜିମାଳିରେ ଖଣି ଖନନ ଓ ସଡ଼କ ନିର୍ମାଣକୁ ସ୍ଥାନୀୟ ଆଦିବାସୀଙ୍କ ବିରୋଧ ଓ ପୋଲିସର ପକ୍ଷପାତିତା ପ୍ରସଙ୍ଗରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଓଡ଼ିଶାର ଆଦିବାସୀଙ୍କ…

Mahanadi Water Dispute Hearing: ମହାନଦୀ ଜଳ ବିବାଦକୁ ନେଇ ଆସନ୍ତା ୨୦ରେ ହେବ ପରବର୍ତ୍ତୀ ଶୁଣାଣି

ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ ତାରିଖରେ ହେବ ବୋଲି ଆଡ୍‌ଭୋକେଟ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ କ୍ରମେ କ୍ଷେତ୍ର ପରିଦର୍ଶନ ରିପୋର୍ଟ ଅନ୍ତର୍ଭୁକ୍ତ କରାଯିବ ।…

Terror Links: ଆତଙ୍କବାଦୀ ଲିଙ୍କ୍ ସନ୍ଦେହରେ ଭୁବନେଶ୍ୱରର ଯୁବକଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍, ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ ଥିବା ସନ୍ଦେହରେ ଭୁବନେଶ୍ୱରରୁ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଗିରଫ କରିଥିବା କମିଶନରେଟ୍ ପୋଲିସ ଶନିବାର ଦିନ କହିଛି । ଅଭିଯୁକ୍ତ ଶେଖ ଇମ୍ରାନ ଓରଫ ଏସ.କେ. ଇମ୍ରାନଙ୍କୁ କ୍ୟାପିଟାଲ…