Category: ରାଜ୍ୟ

ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ବି ଲଢ଼ିବେ ନବୀନ ପଟ୍ଟନାୟକ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର 5ମ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ଖୋଦ ବିଜେଡି ସଭାପତି ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ। ସେ ହିଞ୍ଜିଳି ସହିତ କଣ୍ଟାବାଞ୍ଜିରେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଛି। ସେହିପରି…

ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର : ଆସନ୍ତାକାଲିଠୁ ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲିଠୁ ୩ ଦିନ ଯାଏଁ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି…

କେନ୍ଦ୍ର ସହ ମିତ୍ରତା ଯୋଗୁ ବିଜେଡି ହରାଇବ ସଂଖ୍ୟାଲଘୁ ଭୋଟ!

କାହିଁକି ବିଜୁ ଜନତା ଦଳ ନେତୃତ୍ୱ ଚିନ୍ତିତ ହେବାକୁ ବାଧ୍ୟ? ବାରମ୍ବାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଚେହେରା ଏବଂ ଉଚ୍ଚାରଣରେ ବିବ୍ରତ ଭାବ ଫୁଟି ଉଠୁଛି? ପ୍ରାର୍ଥୀ ମନୋନୟନ ପର୍ବର ପ୍ରଥମ ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟି କିଛି ଚାପର ସମ୍ମୁଖୀନ…

ବିଜେଡିରେ ଯୋଗଦେଲେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଅରୁନ୍ଧତୀ ଦେବୀ

ଭୁବନେଶ୍ବର: ସମ୍ବଲପୁର ସାଂସଦ ତଥା ଦେବଗଡ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କ ସହ ତାଙ୍କ ପୁତ୍ର ନମନ ଗଙ୍ଗଦେବ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି। ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ…

ରାୟଗଡ଼ାରେ ଧରାପଡିଲା ବିପୁଳ ଟାବଲେଟ

ରାୟଗଡ଼ା ରେଳ ଷ୍ଟେସନ ନିକଟରୁ ବିପୁଳ ଟାବ୍‌ଲେଟ୍‌ ଧରିଲେ ଲୋକେ। ଏମିତି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏକ କଣ୍ଟେନରରୁ ୮ଟି ଇନୋଭା ଗାଡ଼ିରେ ଲୋଡ୍‌ ବେଳେ ଧରାପଡ଼ିଛି।ମୋଟ ୧୯, ୬୦୦ ଟାବ୍‌ଲେଟ୍‌ ଧରିଛି ପୋଲିସ। ସୂଚନା ଅନୁଯାୟୀ ମିଳିଥିବା…

ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨୯ ନକ୍ସଲ ନିହତ

ଛତିଶଗଡ଼ : ଛତିଶଗଡ଼ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ର କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୯ ଜଣ ନକ୍ସଲ ନିହତ। ଏମାନଙ୍କ ମଧ୍ୟରେ ମାଓବାଦୀ ସଂଗଠନର କିଛି ଟପ ଲିଡର ରହିଛନ୍ତି। ନକ୍ସଲଙ୍କ ସହ ଲଢ଼େଇ କରିବା ବେଳେ ୩…

ପଦ୍ମ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀର ବିଜେଡିର ପୂର୍ବତନ ବିଧାୟକ ତଥା ପୂର୍ବତନ ଚେୟାରମ୍ୟାନ ବେଦବ୍ୟାସ ନାୟକ ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ନାୟକଙ୍କ…

ଭିକେ ପାଣ୍ଡିଆନଙ୍କ ବିରୋଧରେ CEOଙ୍କୁ ଫେରାଦ ହେଲା ବିଜେପି

ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିରୋଧରେ CEOଙ୍କୁ ଫେରାଦ ହେଲା ରାଜ୍ୟ ବିଜେପି । ବିଜେପି ଅଭିଯୋଗ କରିଛି ଯେ ପାଣ୍ଡିଆନ ଆଜି ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଘଂନ କରିଛନ୍ତି । ବସ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ କଟକ…

ସିଭିଲ‌‌ ସର୍ଭିସ୍‌‌ ୨୦୨୩ ପରୀକ୍ଷା ଫଳ: ଓଡ଼ିଆ ପୁଅ ଅନିମେଶ ଦ୍ଵିତୀୟ ସ୍ଥାନରେ

ପ୍ରକାଶ ପାଇଲା UPSC ରେଜଲ୍ଟ ୨୦୨୩ । ଏଥର କୃତକାର୍ଯ୍ୟ ହୋଇଛନ୍ତି ୧୦୧୬ ପରୀକ୍ଷାର୍ଥୀ । ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଥିବା ବେଳେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ ଦ୍ବିତୀୟ ରାଙ୍କ୍‌ରେ ରହିଛନ୍ତି । ଡି ଅନନ୍ୟା ରେଡ୍ଡୀ ତୃତୀୟ ସ୍ଥାନରେ…

୫/୬ କୋଟିର ଡିଲ୍ କରିଛନ୍ତି ପ୍ରଭୁ ଜାନି : କୈଳାସ କୁଲେସିକା

ଭୁବନେଶ୍ୱର : ପ୍ରାର୍ଥୀ ଘୋଷଣା ପରେ ବିସ୍ଫୋରକ ବୟାନ ଦେଲେ କୈଳାସ କୁଲେସିକା । ପଇସା ଦେଇ ପ୍ରଭୁ ଜାନି ଟିକେଟ ନେଇଥିବା କହିଲେ କୁଲେସିକା । ୫/୬ କୋଟି ଟଙ୍କା ଦେଇ ପ୍ରଭୁ ଜାନି ଡିଲ୍ କରିଥିବା କହିଲେ ।…