Category: ରାଜନୀତି

ଅପରାଜିତାଙ୍କ ଅଫିସରେ ବାଇଆଁଙ୍କ ସମର୍ଥକ

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବୁନୁ-ବାଇଆଁ କଳି ତୀବ୍ର ହେବାରେ ଲାଗଛି। ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ଓ ବରିଷ୍ଠ ନେତା ଅମରେଶ ଜେନା ଓରଫ ବାଇଁଆଙ୍କୁ ନେଇ ଦଳର ହାଇକମାଣ୍ଡ ଚିନ୍ତାରେ। ଦୁଇ ଜଣ ଯାକ…

ORHDC ଦୁର୍ନୀତି ମାମଲା; ମୋକିମଙ୍କୁ ଲାଗିଲା ହାଇକୋର୍ଟଙ୍କ ଝଟ୍‌କା

ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ଲାଗିଲା ହାଇକୋର୍ଟଙ୍କ ଝଟ୍‌କା । (ORHDC) ଦୁର୍ନୀତି ମାମଲାରେ ମୋକିମଙ୍କୁ ୩ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ। ଏହି ମାମଲାରେ ମୋକିମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତାଙ୍କ ଆବେଦନକୁ ଖାରଜ…

ଖୁବ୍‌ ଶୀଘ୍ର ଆସିବ ବିଜେପିର ବାକି ଥିବା ପ୍ରାର୍ଥୀ ତାଲିକା

ନିର୍ବାଚନ ପାଖେଇ ଆସୁଥିବା ବେଳେ ଟିକେଟ ଆଶାୟୀ ମଧ୍ୟ ଅପେକ୍ଷା କରି ବସିଛନ୍ତି। ଓଡ଼ିଶାରେ ନିର୍ବାଚନ ପାଇଁ ସବୁ ଦଳ ଅଣ୍ଟା ଭିଡ଼ି ପ୍ରସ୍ତୁତ ହେଇଛନ୍ତି। ତେବେ ଏହି ଭିତରେ ବଡ ଖବର ସାମ୍ନାକୁ ଆସିଛ। ଖୁବ୍‌ ଶୀଘ୍ର ଆସିବ ବିଜେପିର…

ଲୋକଙ୍କୁ ଧମକାଉଛନ୍ତି ଅଫିସର: ପ୍ରଦୀପ ପାଣିଗ୍ରାହୀ

ଆଜି ବିଜେପି ପ୍ରେସମିଟରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରି ଅନେକ ପ୍ରସଙ୍ଗ ଉଠାଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ସେ ସ୍ୱାସ୍ଥ୍ୟ, ଶିକ୍ଷା, ଆଇନଶୃଙ୍ଖଳା ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଭିତ୍ତିଭୂମି ଅଭାବ ଯୋଗୁଁ ଏମ୍‌କେସିଜି ମେଡିକାଲ ସ୍ୱାସ୍ଥ୍ୟ…

ବିଜେପି ପାର୍ଟି ଅଫିସରେ ହିମାଂଶୁ ସାହୁଙ୍କ ସମର୍ଥକଙ୍କ ହଙ୍ଗାମା

ବିଜେପି ପାର୍ଟି ଅଫିସରେ ହଙ୍ଗାମା। ଧର୍ମଶାଳାର ହିମାଂଶୁ ସାହୁଙ୍କ ସମର୍ଥକଙ୍କ ହଙ୍ଗାମା ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ହିମାଂଶୁଙ୍କ ବଦଳରେ ସ୍ମୃତିରେଖା ପହିଙ୍କୁ ଟିକେଟ ଦେଇଥିବାରୁ ଏହି ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ମିଶେଇ ୩/୪ ଥର ହିମାଂଶୁଙ୍କ ସମର୍ଥକ…

ରାଉରକେଲାରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ଦିଲ୍ଲୀପ ରାୟ

ଭୁ‌ବନେଶ୍ବର: ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଚଳିତ ସାଧାରଣ ନିର୍ବାଚନରେ ରାଉରକେଲା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହେଇପାରନ୍ତି। ଦଳୀୟ ଘୋଷଣା ପୂର୍ବରୁ ନିର୍ବାଚନ ପ୍ରଚାର ବେଳେ ସାଂସଦ ଜୁଏଲ ଓରାମ ଏନେଇ ଇସାରା ଦେଇଛନ୍ତି। ସେ କହିଛନ୍ତି,…

ଜଳ ସଂରକ୍ଷଣ ଓ ବିନିଯୋଗ କରିବାରେ ରାଜ୍ୟ ସରକାର ବିଫଳ : ଭର୍ତ୍ତୃହରି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପିର କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ । ଉତ୍ତର ଓଡିଶାରେ ୪ଟି ନଦୀ ଶୁଖିଲା, ମହାନଦୀ ପାଣି ପିଇବା ଯୋଗ୍ୟ ନୁହେଁ । ହୀରାକୁଦ ଜଳସ୍ତର କମିଛି, ରାଜ୍ୟ ସରକାର ଶିଳ୍ପକୁ…

ନିର୍ବାଚନ କମିଶନର ହସ୍ତକ୍ଷେପ ପରେ ୫ଟି ଅଧ୍ୟକ୍ଷ ପଦରୁ ଏବଂ ମୁଖ୍ୟମନ୍ତ୍ରୀ କାର୍ଯାଳୟରୁ ହଟିଲେ ପାଣ୍ଡିଆନ : ଅନିଲ ବିଶ୍ୱାଳ

ଭୁବନେଶ୍ୱର: ମାନ୍ୟବର ନିର୍ବାଚନ କମିଶନର କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଥାକଥିତ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ବାଦ ଦିଆଯାଇଛି । ୫-ଟି ଅଧ୍ୟକ୍ଷ ନାମରେ ଏକ ସରକାରୀ ଅଧୀକାରି କ୍ଷମତାକୁ ମାଡି ବସିଥିବା ଭିକେ ପାଣ୍ଡିଆନଙ୍କର ଏହି ଦଖଲକୁ…

କଂଗ୍ରେସ ଭବନରେ ହାଇଡ୍ରାମା

କଂଗ୍ରେସ ଭବନରେ ହାଇଡ୍ରାମା। ସାମ୍ନାକୁ ଆସିଛି ବଡ ଖବର। ସୂଚନା ଅନୁଯାୟୀ ଜଟଣୀ ନିର୍ବାଚନ ମଣ୍ଡଳୀର ସନ୍ତୋଷ ଜେନା ଆଜି ମିଶିବାକୁ ଆସିଥିଲେ। ଏହା ପରେ ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ମିଶାଇବାକୁ ଆଣୁଥିଲେ।ତେବେ କଂଗ୍ରେସ ଭବନ ନିକଟରେ…

ନିର୍ବାଚନ ଲଢ଼ିବେ ବରିଷ୍ଠ ନେତା ଦିଲ୍ଲୀପ ରାୟ

ଭୁବନେଶ୍ୱର: ନିର୍ବାଚନ ଲଢ଼ିବେ ବରିଷ୍ଠ ନେତାଦିଲ୍ଲୀପ ରାୟ। କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବସ୍ତ୍ୟ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟ ଚଳିତ ନିବାର୍ଚନ ଲଢ଼ିବେ । କୋର୍ଟର ରହିତାଦେଶ ପରେ ଦିଲ୍ଲୀପଙ୍କୁ ମିଳିଲା ଆଶ୍ଵସ୍ତି । ୧୯୯୯ ମସିହାରେ…