ତାଜା ଖବର ଦେଶ ଡିଜିସିଏ ମୁଖ୍ୟ ପଦରୁ ହଟିଲେ ବିକ୍ରମ ଦେବଦତ୍ତ October 20, 2024 Papirani ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବିକ୍ରମ ଦେବ ଦତ୍ତଙ୍କୁ ପଦରୁ ହଟାଇଦିଆଯାଇଛି । ଭାରତୀୟ ଏୟାରଲାଇନ୍ସକୁ ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ବାରମ୍ବାର ବୋମା ଧମକ ମିଳିବା ପରେ ତାଙ୍କୁ ଏହି ପଦବୀରେ ହଟାଇବାକୁ ନିଷ୍ପତ୍ତି ନେଇଥିଲା କେନ୍ଦ୍ର…
ତାଜା ଖବର ଦେଶ ସ୍କୁଲ୍ କ୍ୟାମ୍ପସ୍ ପାଖରେ ବିସ୍ଫୋରଣ October 20, 2024 Papirani ଦିଲ୍ଲୀର ରୋହିଣୀର ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ସ୍କୁଲ୍ କ୍ୟାମ୍ପସ୍ ବାହାରେ ହେଲେ ବିସ୍ଫୋରଣ । ବୋମା ବିସ୍ଫୋରଣ ପରେ ଘଟଣାସ୍ଥଳରେ ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ଟିମ୍ ଓ ଅଗ୍ନିଶମ ବିଭାଗ ପହଞ୍ଚି ତଦନ୍ତ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସଙ୍କୁ ମିଳିଲା ଟିକେଟ October 19, 2024 Papirani ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ୬୬ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଥମ ପ୍ରାର୍ଥୀ ତାଲିକାରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ତଥା ଛତିଶଗଡର ଝିଅ ପୂର୍ଣ୍ଣିମା ଦାସଙ୍କୁ ବିଜେପି…
ତାଜା ଖବର ଦେଶ ରାଜନୀତି ରାଜ୍ୟ ବିଜୟା କିଶୋର ରାହତକର ହେଲେ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା October 19, 2024 Papirani ପୂର୍ବତନ ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା ମୁଖ୍ୟ ବିଜୟା ରାହତକରଙ୍କୁ ତିନି ବର୍ଷ ପାଇଁ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲୁ) ଅଧ୍ୟକ୍ଷା ଭାବେ ନିଯୁକ୍ତ କରାଯାଇଛି। ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…
ତାଜା ଖବର ଦେଶ ବ୍ୟବସାୟ ରାଜନୀତି ରାଜ୍ୟ ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ: ମୁଖ୍ୟମନ୍ତ୍ରୀ October 19, 2024 Papirani ବେଦାନ୍ତ ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାର ଅଂଶୀଦାର ହୋଇ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରିଥିବାବେଳେ ଆଉ ୧ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜି ବିନିଯୋଗ କରିବାକୁ ଯାଉଛି । ଏ ନେଇ ମୁମ୍ବାଇ ନିବେଶକ…
ତାଜା ଖବର ଦେଶ ବଦଳିଲା ରେଲୱେ ଟିକଟ ରିଜର୍ଭେସନ ନିୟମ; ୧୨୦ ଦିନ ବଦଳରେ ୬୦ ଦିନ ପୂର୍ବରୁ ହେବ ଟିକେଟ୍ ବୁକ୍ October 17, 2024 Papirani ଭାରତୀୟ ରେଲୱେ ଟିକଟ ନିୟମରେ ବଡ ପରିବର୍ତ୍ତନ ହୋଇଛି । ଏବେ ୧୨୦ ଦିନ ବଦଳରେ ୬୦ ଦିନ ପୂର୍ବରୁ ଟିକେଟ୍ ବୁକ୍ କରି ପାରିବେ ଯାତ୍ରୀ । ଏହି ନିୟମ ନଭେମ୍ବର ୧ ତାରିଖରୁ ଲାଗୁ ହେବ । ରେଳ…
ତାଜା ଖବର ଦେଶ ରାଜନୀତି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାଏବ ସିଂ ସୈନୀ October 17, 2024 Papirani ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ବିଜେପି ନେତା ନୟାବ ସିଂ ସୈନି। ଆଜି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ଶୀର୍ଷ ପଦବୀରେ ସେ ଦ୍ବିତୀୟ ଥର ପାଇଁ ଅବସ୍ଥାପିତ ହୋଇଛନ୍ତି। ପଞ୍ଚକୁଲାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ…
ତାଜା ଖବର ଦେଶ ନାଗରିକତ୍ଵ ଆଇନର ଧାରା ୬(ଏ) କୁ ବୈଧ ରଖିଲେ ସୁପ୍ରିମକୋର୍ଟ October 17, 2024 Papirani ନାଗରିକତ୍ଵ ଆଇନର ଧାରା ୬(ଏ) ବୈଧତା ଉପରେ ଶୁଣାଣି କରି ଆଜି ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ଆସାମ ଆସିଥିବା ବାଂଲାଦେଶୀଙ୍କୁ ମିଳିବ ନାଗରିକତା । ଆସାମ ଚୁକ୍ତିକୁ ଆଗେଇ ନେବା ପାଇଁ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୧୯୮୫ମସିହାରେ…
ତାଜା ଖବର ଦେଶ ନ୍ୟାୟଦେବୀଙ୍କ ଆଖିରୁ ହଟିଲା ଅନ୍ଧପୁଟୁଳି October 17, 2024 Papirani ଭାରତୀୟ ଆଇନ ଅନ୍ଧ ନୁହେଁ। ନ୍ୟାୟର ପ୍ରତୀକ ଭାବେ ନ୍ୟାୟ ଦେବୀ ସମସ୍ତଙ୍କ ବିଚାର ଠିକ ଭାବେ କରନ୍ତି। ଏଥିପାଇଁ ‘ସିମ୍ବଲ ଅଫ୍ ଜଷ୍ଟିସ୍’ ଭାବେ କୋର୍ଟ ପରିସରରୁ ଆରମ୍ଭ କରି ବିଚାରପତିଙ୍କ ପ୍ରକୋଷ୍ଠରେ ସ୍ଥାନ ପାଇ ଆସିଥିବା ନ୍ୟାୟ ଦେବୀଙ୍କ…
ତାଜା ଖବର ଦେଶ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ ସଂଜୀବ ଖାନ୍ନା October 17, 2024 Papirani ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍ ସଂଜୀବ ଖାନ୍ନା । ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ଜଷ୍ଟିସ ସଞ୍ଜୀବ ଖାନ୍ନା ନୂତନ ପ୍ରଧାନ ବିଚାରପତି (ସିଜେଆଇ) ହେବେ। ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ । ନଭେମ୍ବର…