Category: ଦେଶ

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସୁଜିତ କୁମାର

ଗତକାଲି ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ସୁଜିତ କୁମାର । ଓଡ଼ିଆରେ ଶପଥ ନେଇଛନ୍ତି ବିଜେପି ସାଂସଦ ସୁଜିତ କୁମାର । ସେ ଗତକାଲି ଶପଥ ନେବା ପରେ ଆଜି ନିଜ ସୋସିଆଲ ମିଡ଼ିଆ ଲେଖିଛନ୍ତି ରାଜ୍ୟସଭା ସାଂସଦ ଭାବରେ…

ରୁଷ ଯିବା ପାଇଁ ଭାରତୀୟ ନାଗରିକଙ୍କୁ ଲାଗିବନି ଭିସା ! 

ଏଣିକି ଭାରତୀୟଙ୍କୁ ରୁଷ ଯିବାକୁ ହେଲେ ଲାଗିବନି ଭିସା ।ଖୁବଶୀଘ୍ର ବିନା ଭିସାରେ ଯାଇହେବ ରୁଷିଆ। ଆସନ୍ତାବର୍ଷ ଠାରୁ ଭାରତୀୟ ନାଗରିକଙ୍କ ପାଇଁ ରୁଷକୁ ବିନା ଭିସାରେ ଯାତ୍ରା ସୁବିଧା ମିଳିପାରିବ। ୨୦୨୫ ମାର୍ଚ୍ଚ ସୁଦ୍ଧା ଏହି ସୁବିଧା ମିଳିପାରେ ।…

ନେହେରୁଙ୍କ ଚିଠି ଫେରାଇବାକୁ ରାହୁଲଙ୍କୁ ଚିଠି ଲେଖିଲା ପିଏମ ମ୍ୟୁଜିୟମ

ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ପକ୍ଷରୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖାଯାଇଛି, ଯେଉଁଥିରେ ତାଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସହ ଜଡିତ ଦସ୍ତାବିଜ ଫେରାଇବାକୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ଏବଂ ଲାଇବ୍ରେରୀ ସୋସାଇଟୀର ସଦସ୍ୟ…

ଜୟ ଶ୍ରୀରାମର ନାରା କିପରି ଅପରାଧ ?

ସୋମ‌ବାର ଦିନ ସୁପ୍ରିମକୋର୍ଟ ପଚାରିଛନ୍ତି ଜୟ ଶ୍ରୀରାମର ନାରା ଦିଆଯିବା କିପରି ଅପରାଧିକ ମାମଲା ହେବ ? କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରା ଦୁଇ ଜଣ ବ୍ୟକ୍ତିଙ୍କ ବିରୋଧରେ ଏକ ମସଜିଦରେ ଜୟ ଶ୍ରୀରାମ ନାରା ଦିଆଯିବା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମନା…

ଆଜି ଲୋକସଭାରେ ଆଗତ ହେବ ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍

ଏକ ଦେଶ, ଏକ ନିର୍ବାଚନ ସହ ଜଡିତ ବହୁ ପ୍ରତୀକ୍ଷିତ ବିଲ୍ ସୋମବାର ଅପରାହ୍ନରେ ଲୋକସଭାରେ ଆଗତ ହେବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ । । ଆଇନ ମନ୍ତ୍ରୀ ଅର୍ଜୁନ ମେଘଓ୍ବାଲ ଲୋକସଭାରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଲ୍…

ସଂସଦରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ‘ପାଲେଷ୍ଟାଇନ’ ବ୍ୟାଗକୁ ନେଇ ଝଡ଼

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ସଂସଦ ଭିତରକୁ କାନ୍ଧରେ ପାଲେଷ୍ଟାଇନ ଲେଖାଥିବା ଏକ ବ୍ୟାଗ ନେଇ ପହଞ୍ଚିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ୱାୟାନାଡ଼ ଲୋକସଭା ଆସନରୁ ସାଂସଦ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଣିଥିବା ବ୍ୟାଗରେ ପାଲେଷ୍ଟାଇନ…

ୟୁପିଆଇ ପେମେଣ୍ଟ ଭାଙ୍ଗିଲା ସବୁ ରେକର୍ଡ; ୧୧ ମାସରେ ୨୨୩ ଲକ୍ଷ କୋଟି କାରବାର

ମୋଦୀ ସରକାର କ୍ଷମତାକୁ ଆସିବା ପରେ ୨୦୧୬ରେ ନ୍ୟାସନାଲ୍ ପେମେଣ୍ଟସ କର୍ପୋରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଥିଲା ୟୁପିଆଇ (ୟୁନିଫାଏଡ଼୍ ପେମେଣ୍ଟ୍‌ସ ଇଣ୍ଟରଫେସ୍)। ଡିଜିଟାଲ ନେଣଦେଣକୁ ଗୁରୁତ୍ବ ଦେବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲାବେଳେ ସେବେଠାରୁ ଦେଶରେ ଡିଜିଟାଲ…

ପରଲୋକରେ ଜାକିର ହୁସେନ

ପରଲୋକରେ କିମ୍ବଦନ୍ତୀ ତବଲା ବାଦକ ପଦ୍ମବିଭୂଷଣ ଉସ୍ତାଦ ଜାକିର ହୁସେନ। ୭୩ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। କିଛି ସମୟ ପୂର୍ବରୁ ତାଙ୍କ ଅସୁସ୍ଥତାର ଖବର ଆସିଥିଲା। ସେ ହୃଦରୋଗ ଜନିତ ସମସ୍ୟା ନେଇ ଆମେରିକାର ସାନ୍‌ ଫ୍ରାନ୍ସସିସ୍‌କୋ ହସ୍‌ପିଟାଲ୍‌ରେ…

ଇଞ୍ଜିନିଅର ଅତୁଲ ଆତ୍ମହତ୍ୟା ମାମଲାରେ ଗିରଫ ହେଲେ ପତ୍ନୀ ନିକିତା

ଇଞ୍ଜିନିଅର ଆତ୍ମହତ୍ୟା ମାମଲାରେ ଅତୁଲଙ୍କ ପତ୍ନୀଙ୍କୁ ଗିରଫ କରିଛି ପୋଲିସ । ଅତୁଲଙ୍କ ପତ୍ନୀ ନିକିତାଙ୍କ ସମେତ ତାଙ୍କ ମାଆ ଏବଂ ଭାଇ ମଧ୍ୟ ଗିରଫ ହୋଇଛନ୍ତି । ଗୁରୁଗ୍ରାମରୁ ଗିରଫ କରିଛି ବେଙ୍ଗଲୁରୁ ପୋଲିସ୍ । ଗତ କିଛିଦିନ ତଳେ…

କଂଗ୍ରେସ ଓ ଗାନ୍ଧୀ ପରିବାର ଉପରେ ବର୍ଷିଲେ ମୋଦି

ସଂସଦର ସମ୍ବିଧାନ ବିତର୍କରେ ଭାଗ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ୭୫ ବର୍ଷର ଉପଲବ୍ଧି ଅସାଧାରଣ। ଭାରତର ଲୋକତନ୍ତ୍ର ସବୁବେଳେ ସମୃଦ୍ଧ ରହିଛି। ଆଜି ବିବୃତ୍ତି ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ୭୫ ବର୍ଷର ସଫଳତା ସହଜ ନୁହେଁ। ସମ୍ବିଧାନର ନିର୍ମାତାମାନେ ବିଶ୍ୱାସ…