Category: ଦେଶ

ପିଏନ୍‌ବି ଠକେଇ ମାମଲା: ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକସି ଗିରଫ

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଏବଂ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ବେଲଜିୟମରେ ଗିରଫ କରାଯାଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୩ ହଜାର ୫୦୦ କୋଟି ଟଙ୍କାର ଋଣ ଠକେଇ ସମ୍ପୃକ୍ତିରେ ଅଭିଯୁକ୍ତ ମେହୁଲ…

ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ । ଚଳଚଞ୍ଚଳ ଗାଁରୁ ସହର । ସବୁ ଓଡ଼ିଆଙ୍କ ମନରେ ଉତ୍ସାହର ମାହୋଲ । ସାରା ରାଜ୍ୟ ଆଜି ଉତ୍ସବ ମୁଖର । ଏହି ଅବସରରେ ଦେଶର ମହାମହିମ…

ସାରା ବିଶ୍ୱରେ ଡାଉନ ହେଲା ହ୍ଵାଟ୍ସଆପ

ସାରା ବିଶ୍ୱରେ ଡାଉନ ହେଲା ହ୍ଵାଟ୍ସଆପ । ମେସେଜିଂ ଆପ୍ ହ୍ଵାଟ୍ସଆପ ସଂଧ୍ୟାରୁ ଡାଉନ୍ ହୋଇଛି । ତେଣୁ ମେସେଜ୍ ପଠାଇବା ସହ ଷ୍ଟାଟସ୍ ଅପଲୋଡିଂରେ ସମସ୍ୟା ଦେଖାଦେଇଛି । ଭାରତ ସମେତ ସାରା ବିଶ୍ୱରେ ଡାଉନ୍ ଅଛି ଏହି ମେସେଜିଂ…

ଆଜି ସେୟାର ବଜାରରେ ଉତ୍ସାହ; ସେନସେକ୍ସ ଓ ନିଫ୍ଟି ରେ ବୃଦ୍ଧି

ଗତ କିଛି ଦିନ ଧରି ସେୟାର ବଜାର ଧରାଶାୟୀ ହୋଇଥିବା ବେଳେ ଆଜି ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ୩ ମାସ ପାଇଁ ଡୋନାଲ୍ଡ ଟ୍ରମ୍ପ ଟାରିଫ ସ୍ଥଗିତ ରଖିବାପରେ ସେୟାର ବଜାର ଉପରମୁହାଁ ହୋଇଥିବା ସୂଚନା ମିଳିଛି…

୧୮ ଦିନିଆ ରିମାଣ୍ଡରେ ଗଲା ମୁମ୍ବାଇ ଆତଙ୍କୀ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣା

୧୮ ଦିନିଆ ରିମାଣ୍ଡରେ ଗଲା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହୱୁର ହୁସେନ ରାଣା । NIA ହେଡକ୍ୱାର୍ଟରେ ଥିବା ସ୍ୱତନ୍ତ୍ର ସେଲରେ ରାଣାକୁ ଜେରା କରାଯିବ । ଏହି ୧୮ ଦିନ ମଧ୍ୟରେ ରାଣାଠାରୁ ମୁମ୍ବାଇ ଆତଙ୍କୀ ଆକ୍ରମଣର…

ଭାରତ ପହଞ୍ଚିବା ପରେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବୁର ରାଣା ଗିରଫ

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହୱୁର ହୁସେନ ରାଣା ଆଜି ଆମେରିକାରୁ ପ୍ରତ୍ୟର୍ପିତ ହୋଇ ଭାରତ ପହଞ୍ଚିବା ପରେ ଔପଚାରିକ ଭାବେ ତାକୁ ଏନଆଇଏ (NIA) ଗିରଫ କରିଛି । ତାକୁ ସିଧାସଳଖ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ମୁଖ୍ୟାଳୟକୁ…

ଆହୁରି ଶକ୍ତିଶାଳୀ ହେବ ନୌସେନା; ଫ୍ରାନ୍ସରୁ ୨୬ ରାଫେଲ କିଣିବ ଭାରତ

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନାର କ୍ଷମତା । ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ କରିବ ଭାରତ । ରାଫେଲ୍ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ନେଇ ୬୪,୦୦୦ କୋଟି ଟଙ୍କାର ଏହି ବିଶାଳ ଚୁକ୍ତିକୁ ଦେଶର…

ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ; ୭ ଜଣ ଆତଙ୍କବାଦୀ ନିହତ

ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସୀମାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଏହାରି ମଧ୍ୟରେ ଆତଙ୍କବାଦୀଙ୍କ ଅନୁପ୍ରଦେଶ ଉଦ୍ୟମ ପଣ୍ଡ କରିଛି ବିଏସଏଫ। ବିଏସଏଫ ଯବାନଙ୍କ ହାତରେ…

ଚଳିତବର୍ଷ ଲଗାତର ଦ୍ବିତୀୟ ଥର ପାଇଁ ରେପୋ ରେଟ୍‌ କମାଇଲା ଆର୍‌ବିଆଇ

ଲଗାତର ଦ୍ବିତୀୟ ଥର ପାଇଁ ରେପୋ ରେଟ୍‌ କମାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)। ୨୦୨୫ ମସିହାରେ ଏହା ଲଗାତାର ଦ୍ୱିତୀୟ ଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ବଡ଼ ଆଶ୍ୱସ୍ତି ଦେଇଛି। ବିଶ୍ୱ ସ୍ତରରେ ବୃଦ୍ଧି ପାଉଥିବା ଅନିଶ୍ଚିତତା ମଧ୍ୟରେ ଆର୍ଥିକ…

ଆଜିଠାରୁ ଲାଗୁହେଲା ୱାକଫ୍ ସଂଶୋଧନ ଆଇନ୍

ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି ୱାକଫ୍ ସଂଶୋଧନ ଅଧିନିୟମ । କେନ୍ଦ୍ର ସରକାର ଗେଜେଟ୍ ନୋଟିଫିକେସନ୍ ଜାରି କରି ୱାକଫ୍ ଅଧିନିୟମକୁ ପ୍ରଭାବୀ କରିଛନ୍ତି । ଗତ ସପ୍ତାହରେ ଏହି ବିଲ୍ ସଂସଦରୁ ପାରିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ…