ତାଜା ଖବର ଦେଶ ଉଦ୍ୟୋଗପତି ତଥା ଟାଟା ସନ୍ସର ଚେୟାରମ୍ୟାନ ରତନ ଟାଟାଙ୍କ ଦେହାନ୍ତ October 10, 2024 Papi Jena ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟାଙ୍କର ବୁଧବାର ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଦେହାନ୍ତ ହୋଇଛି। ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି ।ରତନ ଟାଟାଙ୍କ ବିୟୋଗ ବାବଦରେ ବିଶିଷ୍ଟ ଶିଳ୍ପପତି ହର୍ଷ ଗୋୟେଙ୍କା ଏକ୍ସରେ…
ତାଜା ଖବର ଦେଶ ରାଜନୀତି ଆର୍ଏସ୍ଏସ୍ ପଲଟିଦେଲା ବାଜି; ହରିୟାଣାରେ ଜିତିଗଲା ବିଜେପି October 9, 2024 Papi Jena ଏକଜିଟ୍ ପୋଲର ଆକଳନ ସମ୍ନାକୁ ଆସିବା ପରେ କେହି ବି କଳ୍ପନା କରିନଥିଲେ ଯେ ହରିଆଣାରେ ବାଜିମାତ କରିବ ଭାରତୀୟ ଜନତା ପାର୍ଟି । ଏପରିକି ଏକଜିଟ୍ ପୋଲ ମଧ୍ୟ ବିଜେପି ହରିଆଣା ଆସନ ହରାଉଥିବା ଦର୍ଶାଇଥିବା ବେଳେ ଏକଜିଟ୍ ପୋଲ…
ତାଜା ଖବର ଦେଶ ବ୍ୟବସାୟ କ୍ରମାଗତ ୧୦ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ October 9, 2024 Papi Jena କ୍ରମାଗତ ଦଶମ ଥର ପାଇଁ ରେପୋ ରେଟ୍ରେ ଅପରିବର୍ତ୍ତନ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଆରବିଆଇର ମୁଦ୍ରାନୀତି କମିଟି ରେପୋ ରେଟ୍ରେ ଆଉ କୌଣସି ପରିବର୍ତ୍ତନ ନ କରିବାକୁ ନିଷ୍ପତ୍ତି ନେଇଛି। ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଲା ରେପୋ…
ତାଜା ଖବର ଦେଶ ଦୁଇ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ October 9, 2024 Papi Jena ଜମ୍ମୁ-କଶ୍ମୀରରେ ୨ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ । ଦୀର୍ଘ ୧୦ ବର୍ଷ ପରେ ଜାମ୍ମୁକାଶ୍ମୀରରେ ଅନୁଷ୍ଠିତ ହୋଇଛି ବିଧାନସଭା ନିର୍ବାଚନ । ଗତକାଲି ଭୋଟ ଗଣତି ଚାଲିଥିବା ବେଳେ ଆତଙ୍କ ଖେଳାଇଛନ୍ତି ଆତଙ୍କବାଦୀ । ଅନନ୍ତନାଗ ଜଙ୍ଗଲରେ ୨ ଯବାନଙ୍କୁ…
ତାଜା ଖବର ଦେଶ ହରିୟାଣାରେ ମୋଦିଙ୍କ ବିଜୟ ଉତ୍ସବ; ଭୋଟର ଓ କର୍ମୀଙ୍କୁ ଦେଲେ ବିଜୟର ଶ୍ରେୟ October 8, 2024 Subhasmita Nayak ହରିୟାଣା ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି କର୍ମୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବା ସହ ଉତ୍ସବ ପାଳନ କରିଛନ୍ତି। ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ସେଲିବ୍ରେସନ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ଭୋଟର…
ତାଜା ଖବର ଦେଶ ମନୋରଞ୍ଜନ ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା ଦାଦା ସାହେବ ଫାଲକେ ପୁରସ୍କାର: ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି October 8, 2024 Papi Jena ଆଜି ଦିଲ୍ଲୀ ବିଜ୍ଞାନ ଠାରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଆୟୋଜିତ ହୋଇଛି । ବିଭିନ୍ନ ବର୍ଗରେ ମନୋନୀତ ଫିଲ୍ମ, ଅଭିନେତା, ଅଭିନେତ୍ରୀ, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀଙ୍କୁ ସମ୍ମାନିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ଭାରତୀୟ…
ତାଜା ଖବର ଦେଶ ରାଜନୀତି ୬,୦୧୫ ଭୋଟ ବ୍ୟବଧାନରେ ଜିତିଲେ ବିନେଶ ଫୋଗଟ୍ October 8, 2024 Papi Jena ହରିୟାଣା ୨୦୨୪ ବିଧାନସଭା ନିର୍ବାଚନର ଜିନ୍ଦ ଜିଲାର ହଟ୍ ସିଟ୍ ମଧ୍ୟରେ ରହିଥିବା ଜୁଲାନ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଟିକେଟରେ ଲଢ଼ୁଥିବା ବିବାଦୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗଟ୍ ବିଜୟୀ ହୋଇଛନ୍ତି। ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ଥିଲେ ବି ନିଜର ପ୍ରଥମ…
ତାଜା ଖବର ଦେଶ ରାଜନୀତି ହରିୟାଣାରେ କଂଗ୍ରେସକୁ ଶକ୍ତ ଧକ୍କା, ବିଜେପିକୁ ସ୍ପଷ୍ଟ ବହୁମତ October 8, 2024 Papi Jena ହରିୟାଣାର ରାଜନୀତିରେ ପଲଟିଲା ଖେଳ । ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ କଂଗ୍ରେସ ୬୫ ଟି ଆସନରେ ଆଗରେ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି । ବର୍ତ୍ତମାନ ହରିୟଣାରେ ୯୦ଟି ବିଧାନସଭାଭାରତୀୟ ଜନତା ପାର୍ଟି (ବିଜେପି) ୪୯…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆମାଜନରେ ମିଳିବ ଏନସିଇଆରଟି ପୁସ୍ତକ; ଦେଶବ୍ୟାପୀ ପ୍ରାୟ ୨୦ ହଜ ପିନ୍ କୋଡରେ ହେବ ଉପଲବ୍ଧ: ଧମେନ୍ଦ୍ର October 8, 2024 Papi Jena କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୋମବାର ଭାରତ ସରକାରଙ୍କ ଅଧୀନରେ ଥିବା ଏନସିଇଆରଟି ଏବଂ ଅନ୍ୟତମ ସର୍ବବୃହତ ଇ- କମର୍ସ ପ୍ଲାଟଫର୍ମ ଆମାଜନ ସେଲର୍ସ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଲେଟର୍ ଅଫ୍ ଏନଗେଜମେଣ୍ଟ ( ଏଲଓଇ) ସ୍ବାକ୍ଷରିତ ହୋଇଛି…
ତାଜା ଖବର ଦେଶ ରାଜନୀତି ହରିୟାଣାରେ ବିଜେପି ଆଗୁଆ, ଏନସି-କଂଗ୍ରେସ ହାତରେ ଜାମ୍ମୁ କାଶ୍ମୀର October 8, 2024 Papi Jena ଆଜି ଆସିବ ହରିୟାଣା ଓ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ। କିଏ ଜିତିବ ହରିୟାଣାରେ ଓ ଜାମ୍ମୁ-କାଶ୍ମୀର ଆସନ । ତାକୁ ନେଇ ସାରା ଦେଶର ନଜର ରହିଥିବା ବେଳେ ଏବେ ପର୍ଯ୍ୟନ୍ତ ଭୋଟ ଗଣତିରେ ହରିୟାଣାରେ ବିଜେପି ଆଗୁଆ ରହିଥିବା…