Category: ଦେଶ

ମହାରାଷ୍ଟ୍ରର ବୋଟ ଦୁର୍ଘଟଣାରେ ୧୩ ମୃତ, ୧୦୧ ଉଦ୍ଧାର

ଆଜି ଅପରାହ୍ନ ୩ଟା ୫୫ ମିନିଟ ସମୟରେ ମୁମ୍ବାଇର ବୁଚର ଦ୍ବୀପରେ ନୌସେନା ବୋଟ ଏବଂ ନିଲକମଲ ନାମକ ଏକ ଘରୋଇ ବୋଟ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବର୍ତମାନ ସୁଦ୍ଧା ୧୦୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ…

କଂଗ୍ରେସ ସର୍ବଦା ସମ୍ବିଧାନ ବିରୋଧୀ କାମ କରିଆସିଛି:ଅମିତ ଶାହ

ଲୋକସଭାରେ ସମ୍ବିଧାନକୁ ନେଇ ଚାଲିଥିବା ବିତର୍କ ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବକ୍ତବ୍ୟକୁ ନେଇ କଂଗ୍ରେସ ତୁମ୍ବି ତୋଫାନ କରିବା ସହ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଅମିତ ଶାହ କହିଛନ୍ତି, ଗୌରବ ଯାତ୍ରାର…

ମହାକୁମ୍ଭ ମେଳା ଅବସରରେ ମାଗଣା ଯାତ୍ରା ଘଟଣା; ଏପ୍ରକାର ଖବର ମିଥ୍ୟା ଓ ବିଭ୍ରାନ୍ତିକର: ରେଳବାଇ

ଖୁବଶୀଘ୍ର ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ବ ମେଳା । ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା ଲାଗି ଯାତ୍ରୀମାନେ ରେଳପ‌ଥରେ ମାଗଣା ଯାତ୍ରା କରିପାରିବେ ବୋଲି କିଛି ଗଣମାଧ୍ଯମ ଦ୍ବାରା ପ୍ରକାଶିତ ଖବରକୁ ରେଳ ମନ୍ତ୍ରଣାଳୟ ଖଣ୍ଡନ କରିଛି । ଏପ୍ରକାର ଖବର…

ମାଗଣାରେ ମିଳିବ ହକି ଇଣ୍ଡିଆ ଲିଗ୍‌ର ଟିକେଟ

ଆସନ୍ତା ଡିସେମ୍ବର ୨୮ରୁ ଫେବ୍ରୁଆରି ୧ ଯାଏ ଚାଲିବ ପୁରୁଷ ଲିଗ୍‌।ରାଉରକେଲାରେ ଡିସେମ୍ବର ୨୮ରେ ଆରମ୍ଭ ହେବ।ମହିଳା ଲିଗ୍‌ ରାଞ୍ଚିରେ ଜାନୁଆରି ୧୨ରେ ଆରମ୍ଭ ହେବାକୁ ଯାଉଛି।ଜାନୁଆରି ୨୬ରେ ଖେଳାଯିବ ମହିଳା ଲିଗ୍‌ର ଫାଇନାଲ।ମାଗଣାରେ ମିଳିବ ହକି ଇଣ୍ଡିଆ ଲିଗ୍‌ର ସବୁ…

ବାଂଲାଦେଶୀ ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ସମର୍ଥନରେ ପ୍ରିୟଙ୍କା ଗାନ୍ଧୀ

କଂଗ୍ରେସ ନେତ୍ରୀ ତଥା ୱାୟାନାଡ୍‌ ସାଂସଦ ପ୍ରିୟଙ୍କା ଗାନ୍ଧୀ ଆଜି ବାଂଲାଦେଶୀ ବ୍ୟାଗ୍‌ ଧରିଥିବାର ନଜର ଆସିଛନ୍ତି। ‘‘ଆମେ ବାଂଲାଦେଶର ହିନ୍ଦୁ ଏବଂ ଖ୍ରୀଷ୍ଟିଆନମାନଙ୍କ ସହ ଛିଡା ହୋଇଛୁ’’ ଲେଖା ଥିବା ବ୍ୟାଗ ଧରି ସଂସଦ ଗୃହକୁ ପ୍ରବେଶ କରିଥିଲେ ପ୍ରିୟଙ୍କା…

ଲୋକସଭାରେ ଆଗତ ହୋଇ ଜେପିସିକୁ ଗଲା ୱାନ୍ ନେସନ୍ ୱାନ୍ ଇଲେକ୍ସନ ବିଲ୍

ଆଜି ଲୋକସଭାରେ ଆଗତ ହୋଇଛି ୱାନ୍ ନେସନ୍ ୱାନ୍ ଇଲେକ୍ସନ ବିଲ୍। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଏକାସାଙ୍ଗରେ ସୁନିଶ୍ଚିତ କରିବା ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି। ୱାନ୍ ନେସନ୍…

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସୁଜିତ କୁମାର

ଗତକାଲି ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ସୁଜିତ କୁମାର । ଓଡ଼ିଆରେ ଶପଥ ନେଇଛନ୍ତି ବିଜେପି ସାଂସଦ ସୁଜିତ କୁମାର । ସେ ଗତକାଲି ଶପଥ ନେବା ପରେ ଆଜି ନିଜ ସୋସିଆଲ ମିଡ଼ିଆ ଲେଖିଛନ୍ତି ରାଜ୍ୟସଭା ସାଂସଦ ଭାବରେ…

ରୁଷ ଯିବା ପାଇଁ ଭାରତୀୟ ନାଗରିକଙ୍କୁ ଲାଗିବନି ଭିସା ! 

ଏଣିକି ଭାରତୀୟଙ୍କୁ ରୁଷ ଯିବାକୁ ହେଲେ ଲାଗିବନି ଭିସା ।ଖୁବଶୀଘ୍ର ବିନା ଭିସାରେ ଯାଇହେବ ରୁଷିଆ। ଆସନ୍ତାବର୍ଷ ଠାରୁ ଭାରତୀୟ ନାଗରିକଙ୍କ ପାଇଁ ରୁଷକୁ ବିନା ଭିସାରେ ଯାତ୍ରା ସୁବିଧା ମିଳିପାରିବ। ୨୦୨୫ ମାର୍ଚ୍ଚ ସୁଦ୍ଧା ଏହି ସୁବିଧା ମିଳିପାରେ ।…

ନେହେରୁଙ୍କ ଚିଠି ଫେରାଇବାକୁ ରାହୁଲଙ୍କୁ ଚିଠି ଲେଖିଲା ପିଏମ ମ୍ୟୁଜିୟମ

ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ପକ୍ଷରୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖାଯାଇଛି, ଯେଉଁଥିରେ ତାଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସହ ଜଡିତ ଦସ୍ତାବିଜ ଫେରାଇବାକୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ଏବଂ ଲାଇବ୍ରେରୀ ସୋସାଇଟୀର ସଦସ୍ୟ…

ଜୟ ଶ୍ରୀରାମର ନାରା କିପରି ଅପରାଧ ?

ସୋମ‌ବାର ଦିନ ସୁପ୍ରିମକୋର୍ଟ ପଚାରିଛନ୍ତି ଜୟ ଶ୍ରୀରାମର ନାରା ଦିଆଯିବା କିପରି ଅପରାଧିକ ମାମଲା ହେବ ? କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରା ଦୁଇ ଜଣ ବ୍ୟକ୍ତିଙ୍କ ବିରୋଧରେ ଏକ ମସଜିଦରେ ଜୟ ଶ୍ରୀରାମ ନାରା ଦିଆଯିବା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମନା…