Category: ତାଜା ଖବର

India Asian Games medal tally 2026: ଏସିଆନ୍ ଗେମ୍ସ ୨୦୨୬: ୮୫ଟି ପଦକ ସହ ଅଭିଯାନ ଶେଷ କଲା ଭାରତ

ଜାପାନର ଆଇଚି-ନାଗୋୟାଠାରେ ଆୟୋଜିତ ଏସିଆନ୍ ଗେମ୍ସରେ ଭାରତର ସଫଳ ଅଭିଯାନ ଉତ୍ସବ ସହ ଶେଷ ହୋଇଛି। ଏସୀୟ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍‌ମାନେ ସେମାନଙ୍କର ଅସାଧାରଣ ପ୍ରଦର୍ଶନ ବଳରେ ବିଶ୍ୱ ଦରବାରରେ ଦେଶର ନାମକୁ ନୂଆ ଉଚ୍ଚତାକୁ ନେଇଯାଇଛନ୍ତି। ଏଥିରେ ଭାରତ ମୋଟ…

Indonesia Earthquake: ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଆଜି ସକାଳ ୫ଟା ୭ ମିନିଟରେ ଇଣ୍ଡୋନେସିଆରେ ଏକ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜିର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ…

Netanyahu Invites PM modi & Captain Smit: ଇସ୍ରାଏଲ୍‌ ସ୍ବାଧୀନତା ଦିବସରେ ଶିଖା ପ୍ରଜ୍ଜ୍ବଳନ କରିବେ PM ମୋଦୀ ଓ ‘ବୀର’ କ୍ୟାପଟେନ୍ ସ୍ମିତ୍: ନିମନ୍ତ୍ରଣ କଲେ ନେତନ୍ୟାହୁ

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଫ୍ଲାଇଡୁବାଇ ବିମାନର ସାହସୀ ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମାଚ୍ଛାର ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇସ୍ରାଏଲର ପରବର୍ତ୍ତୀ ସ୍ବାଧୀନତା ଦିବସ ସମାରୋହରେ ଶୁଭ ଶିଖା ପ୍ରଜ୍ଜ୍ବଳନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି। ରବିବାର…

Focus on Strengthening Party Organisation: ଓଡ଼ିଶାରେ ଦଳୀୟ ସଂଗଠନ ସୁଦୃଢ଼ କରିବା ଉପରେ ଗୁରୁତ୍ୱ

ନବନିଯୁକ୍ତ ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଓ ସାଂସଦ ଡି.ପୁରନ୍ଦେଶ୍ୱରୀ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତ ଅବସରରେ କହିଛନ୍ତି, “ଦ୍ୱିତୀୟ ଥର ପାଇଁ ଓଡିଶାର ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି । ରାଜ୍ୟରେ ସରକାର ଓ ସଂଗଠନ ମଧ୍ୟରେ…

Varsities to Get New Faculties: ନଭେମ୍ବର ସୁଦ୍ଧା ଅଧ୍ୟାପକ ନିଯୁକ୍ତି ସାରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକୁ ନଭେମ୍ବର ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ୧୪ଟି ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ରାଜ୍ୟପାଳ ତଥା କୁଳାଧିପତି ଡ. ହରିବାବୁ କମ୍ଭମପତି…

Accused Injured in Police Encounter: ନୟାପଲ୍ଲୀ ଦୁଷ୍କର୍ମ ମାମଲା: ପୋଲିସ ଏନ୍‌କାଉଣ୍ଟରରେ ଅଭିଯୁକ୍ତ ଆହତ

ଭୁବନେଶ୍ୱରସ୍ଥିତ ନୟାପଲ୍ଲୀରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ପୋଲିସ ଅଭିଯୁକ୍ତ ଶ୍ରୀଧର ପଣ୍ଡାକୁ ଗିରଫ କରିଛି । ତାଙ୍କୁ ଧରିବା ପାଇଁ ପୋଲିସ ଚଢ଼ଉ କରୁଥିବା ବେଳେ ସେ ଖସିଯିବାକୁ ଉଦ୍ୟମ କରି ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ…