Category: ତାଜା ଖବର

ଓଡ଼ିଶାରେ ଆୟୁଷ୍ମାନ ଯୋଜନା ପାଇଁ ଦିଲ୍ଲୀରେ ହେଲା MOU ସ୍ଵାକ୍ଷର

ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟିଛି । ଆୟୁଷ୍ମାନ ଭାରତ ଯୋଜନା ପାଇଁ ଏମଓୟୁ ସ୍ୱାକ୍ଷର ହୋଇଛି । ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସମନ୍ୱିତ କାର୍ଯ୍ୟାନ୍ୱୟନ…

ପୁରୀ ବଡଦାଣ୍ଡରୁ ଉଚ୍ଛେଦ ନେଇ ଉଠାଦୋକାନୀଙ୍କ ଆନ୍ଦୋଳନ

ବଡଦାଣ୍ଡ ଉଠାଦୋକାନୀଙ୍କ ଆନ୍ଦୋଳନ। ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ଶହ ଶହ ଉଠାଦୋକାନୀ । ଉଚିତ ସ୍ଥାନରେ ଥଇଥାନ ଦାବିରେ ବଡ଼ଦାଣ୍ଡ ଉଠାଦୋକାନୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି। ବର୍ଷେ ତଳେ ଶ୍ରୀମନ୍ଦିରକୁ ଭକ୍ତ ଯାତାୟତ ସୁଗମ କରିବା, ବଡଦାଣ୍ଡରେ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ଜରୁରୀ କାଳୀନ ପରିସ୍ଥିତିରେ ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କୁ ମିଳିବ ୨୦,୦୦୦ ଟଙ୍କା ପେନସନ

ଓଡିଶା ସରକାରଙ୍କ ପକ୍ଷରୁ ଦେଶର ଜରୁରୀ କାଳୀନ ପରିସ୍ଥିତିରେ ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀ ମାନଙ୍କୁ ମାସକୁ ମିଳିବ ୨୦ ହଜାର ଟଙ୍କାର ପେନସନ । ପୂର୍ବରୁ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବରେ ମୁଖ୍ୟ ଅତିଥି…

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ନିବାସରେ କଲେଜ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର 

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀନିବାସର ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଆଜି ଉଦ୍ଧାର ହୋଇଛି । ମହାବିଦ୍ୟାଳୟର ଛାତ୍ରୀନିବାସରେ ବେକରେ ଓଢଣୀ ଲଗାଇ ଜୀବନ ହାରିଛନ୍ତି ବୋଲି ଅଭିଯୋଗ ହୋଇଛି । ମୃତ ଛାତ୍ରୀଙ୍କ ନାମ ଉତ୍କଳିକା ସ୍ୱାଇଁ ହୋଇଥିବା…

ଆଖି ବୁଜିଲା ଶିମିଳିପାଳର ପୋଷା ହାତୀ ମହେନ୍ଦ୍ର

ଶିମିଳିପାଳରେ ପୋଷା ହାତୀ ‘ମହେନ୍ଦ୍ର’ର ମୃତ୍ୟୁ । ୬୬ ବର୍ଷ ବୟସରେ ଚହଲାରେ ଆଖି ବୁଜିଲା ‘ମହେନ୍ଦ୍ର’ । ଦୀର୍ଘଦିନ ଧରି ଅସୁସ୍ଥ ‘ମହେନ୍ଦ୍ର’ର ଚିକିତ୍ସା ଚାଲିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । ଦୀର୍ଘଦିନ ଧରି ଶିମିଳିପାଳରେ…

ପ୍ରୟାଗରାଜ ମହାକୁମ୍ଭ ଆରମ୍ଭ; ବୁଡ଼ ପକାଇଲେ ଳକ୍ଷ ଲକ୍ଷ ଶ୍ରଦ୍ଧାଳୁ

କୁମ୍ଭ ମେଳା ହିନ୍ଦୁ ସନାତନ ପରମ୍ପରା ଏବଂ ଭାରତୀୟ ସଂସ୍କୃତିର ଏକ ମହାନ ଧାର୍ମିକ ଉତ୍ସବ। ତୀର୍ଥରାଜ ପ୍ରୟାଗର ପବିତ୍ର ଗଙ୍ଗା, ଯମୁନା ଏବଂ ଅଦୃଶ୍ୟ ସରସ୍ୱତୀଙ୍କ ପବିତ୍ର ସଙ୍ଗମ କୂଳରେ ମହାକୁମ୍ଭ ୨୦୨୫ର ପ୍ରଥମ ସ୍ନାନ ପର୍ବ ପୌଷ ପୂର୍ଣ୍ଣିମା…

ରାଜ୍ୟରେ ଗଠନ ହେବ ଟ୍ରାଇ ସିଟି

ରାଜ୍ୟରେ ଗଠନ ହେବ ଟ୍ରାଇ ସିଟି । ଶ୍ରୀକ୍ଷେତ୍ର ପୁରୀ, ସିଲଭର ସିଟି କଟକ ଓ ରାଜଧାନୀ ଭୁବନେଶ୍ବରକୁ ନେଇ ଟ୍ରାଇ ସିଟି ଗଠନ କରାଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।…

ଦେବଜିତ ସାଇକିଆ ହେଲେ ବିସିସିଆଇ ସମ୍ପାଦକ

ଦେବଜିତ୍ ସାଇକିଆ ହେଲେ ବିସିସିଆଇର ନୂଆ ସମ୍ପାଦକ । ଦେବଜିତକୁ ନୂଆ ଦାୟିତ୍ୱ ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ସାଇକିଆ ନବନିଯୁକ୍ତ ଆଇସିସି ସଭାପତି ଜୟ ଶାହଙ୍କ ପଦ ସମ୍ଭାଳିବେ । ଆସାମର ପୂର୍ବତନ କ୍ରିକେଟର ହେଉଛନ୍ତି ଦେବଜିତ୍…

HMPVକୁ ନେଇ ବୈଠକ ଡାକିଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

ସାରା ଦେଶରେ ଚହଳ ପକାଇଛି HMPV ଭାଇରସ୍ । ଭାରତରେ ବିଭିନ୍ନ ରାଜ୍ୟରୁ HMPV ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା କର୍ଣ୍ଣାଟକ, ଗୁଜୁରାଟ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ HMPV ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା…

ଜନସାଧାରଣଙ୍କ ପାଇଁ ଆସନ୍ତାକାଲିଠୁ ଖୋଲିବ ରାଜଭବନ ଉଦ୍ୟାନ

ଆସନ୍ତାକାଲିଠୁ ଜନସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ଓଡ଼ିଶା ରାଜଭବନ ଉଦ୍ୟାନ ଜାନୁଆରୀ ୧୩ ଅର୍ଥାତ୍ ଆସନ୍ତା ସୋମବାରରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ । ଏହି ଦିନମାନଙ୍କରେ ଯେକୌଣସି ବ୍ୟକ୍ତି ବିନା ଶୁଳ୍କରେ…